Latest Odisha News

BREAKING NEWS

ଆସନ୍ତା ୧୩ରୁ କାର୍ତ୍ତିକ ମାସ ଆରମ୍ଭ, ହବିଷ୍ୟାଳୀଙ୍କ ରହିବା ଲାଗି ପୁରୀରେ ସ୍ବତନ୍ତ୍ର ବ୍ୟବସ୍ଥା

ପୁରୀ: ଆସନ୍ତା ଅକ୍ଟୋବର ୧୩ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ପବିତ୍ର କାର୍ତ୍ତିକ ମାସ ଅବସରରେ ହବିଷ୍ୟାଳୀଙ୍କୁ ସମସ୍ତ ପ୍ରକାର ସୁବିଧାସୁଯୋଗ ପ୍ରଦାନ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଆରମ୍ଭ ହୋଇଛି । ବିଶେଷତଃ ହବିଷ୍ୟାଳୀମାନେ ପ୍ରାୟ ୧ମାସ ଧରି ପୁରୀରେ ରହିବା…

କିନ୍ନର ବେଶରେ ଟ୍ୱିଟରରେ ଫଟୋ ସେୟାର କଲେ ଅକ୍ଷୟ କୁମାର

ମୁମ୍ବାଇ: ପ୍ରତିଟି ଚଳଚ୍ଚିତ୍ରରେ ଭିନ୍ନଭିନ୍ନ ଭୂମିକାରେ ଅଭିନୟ କରିବାକୁ ପସନ୍ଦ କରୁଥିବା ଖିଲାଡି ବୟ ସୁପରଷ୍ଟାର ଅକ୍ଷୟ କୁମାରଙ୍କର ଆଗାମୀ ସିନେମାର ପୋଷ୍ଟର ରିଲିଜ ହୋଇଛି । ଅକ୍ଷୟ କୁମାର ସବୁବେଳେ ଭିନ୍ନ ଭିନ୍ନ ଚରିତ୍ର ଓ କାହାଣୀରେ କାମ କରୁଥିବା ଯୋଗୁଁ ବେଶ ଚର୍ଚ୍ଚାରେ ମଧ୍ୟ…

ମଧ୍ୟରାତ୍ରୀ ଯାଏଁ ବାଜିବ ଟ୍ଵିନସିଟିରେ ମାଇକ୍ !

ଭୁବନେଶ୍ବର: ଟ୍ଵିନସିଟିରେ ମଧ୍ୟରାତ୍ରୀ ଯାଏଁ ବାଜିବ ମାଇକ୍ । ଶାରଦୀୟ ଦୁର୍ଗାପୂଜା ଅବସରରେ କଟକ ଓ ଭୁବନେଶ୍ୱରର ପୂଜା କମିଟି ଗୁଡିକକୁ ମଧ୍ୟରାତ୍ରୀ ଯାଏଁ ମାଇକ୍ ବଜାଇବାକୁ ଅନୁମତି ପ୍ରଦାନ କରିଛନ୍ତି କମିଶନରେଟ ପୋଲିସ । ଏନେଇ ଟ୍ଵିନସିଟି କମିଶନର ସୁଧାଂଶୁ ଷଡଙ୍ଗୀ ଗଣମାଧ୍ୟମକୁ ସୂଚନା…

ଗ୍ୟାଙ୍ଗଷ୍ଟାର୍ ଟିଟୋର ସହଯୋଗୀକୁ ଧରିଲା କ୍ରାଇମବ୍ରାଞ୍ଚ

କେନ୍ଦ୍ରାପଡା: ଗ୍ୟାଙ୍ଗଷ୍ଟାର୍ ଟିଟୋର ସହଯୋଗୀକୁ ଶନିବାର ଦିନ କ୍ରାଇମବ୍ରାଞ୍ଚର ଏସଟିଏଫ୍ ଟିମ୍ କେନ୍ଦ୍ରାପଡାରୁ ଗିରଫ କରିଛି । ଏସଟିଏଫ୍ ଟିମ୍ ଆଜି ସକାଳ ପ୍ରାୟ ୯ଟା ୩୦ମି. ସମୟରେ ଶେଖ ଜାବିଦ ଓରଫ୍ ଦଙ୍ଗାକୁ ଇମାମବାଡା ମସଜିଦ୍ ଲେନ୍ ସ୍ଥିତ ତା’ ଘରୁ ଗିରଫ କରିଥିବା ନେଇ ଜଣାପଡିଛି।…

ବଲାଙ୍ଗିରରେ ମାଓବାଦୀ କ୍ୟାମ୍ପ ଠାବ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଗନ୍ଧମାର୍ଦ୍ଦନ ପର୍ବତ ନିକଟରେ ଥିବା ଏକ ଜଙ୍ଗଲରେ ଶନିବାର ସକାଳେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ପୋଲିସର କହିବା ଅନୁଯାୟୀ, ହରିଶଙ୍କର ମନ୍ଦିର ଅଞ୍ଚଳରେ ମାଓବାଦୀ ମାନେ ପ୍ରଶିକ୍ଷଣ ଶିବିର ସ୍ଥାପନା କରିଥିବା ଖବର ପାଇବା ପରେ…

ଜାଣନ୍ତୁ, ଓଡ଼ିଶାର ଏହି ମୁସଲିମ ଦେବୀଭକ୍ତଙ୍କୁ ଯିଏକି ପ୍ରତିବର୍ଷ କରନ୍ତି ଦୁର୍ଗାପୂଜା !

ଭୁବନେଶ୍ୱର: କୋହିନୂର୍ ଇସଲାମ ମୁସଲମାନ ଧର୍ମାବଲମ୍ବୀ ହେଲେ ମଧ୍ୟ ଆଜକୁ ଦୀର୍ଘ ଏକତିରିଶ ବର୍ଷ ଧରି ନିଜ ଗାଁରେ ଦୁର୍ଗା ପୂଜୋତ୍ସବ ଆୟୋଜନ କରି ଆସୁଛନ୍ତି । ନମାଜ ପାଠ କରିବା ସହିତ ସେ ଘରେ ଗୀତା, ଭାଗବତ, ବେଦ ଉପନିିଷେଦ ତଥା ଶ୍ରୀଦୁର୍ଗାଙ୍କ ଚଣ୍ଡିତତ୍ତ୍ୱ ପଢିବାକୁ ଭୁଲନ୍ତି ନାହିଁ ।…

କଟକ ଦଶହରା; କଣ ରହିଛି ଏଥରର ବିଶେଷତ୍ୱ

କଟକ: ଧରାବତରଣ କରି ସାରିଛନ୍ତି ମା’ ଦୁର୍ଗତିନାଶିନୀ। ଜମିଲାଣି ଉତ୍ସବ ଓ ଉତ୍ସାହର ପଟୁଆର। ପୂଜା ମଣ୍ଡପକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ। ଆଖି ପାଉନଥିବା ସୁଉଚ୍ଚ ତୋରଣ ସାଙ୍ଗକୁ ସାଜସଜ୍ଜା ଉଲ୍ଲସିତ ହେଉଛି ତନ ଓ ମନ। ପୂଜା ମଣ୍ଡପ ଗୁଡିକରେ ମା’ଙ୍କ ମୃଣ୍ମୟ ମୂର୍ତ୍ତି ଶୋଭାପାଉଥିବା ବେଳେ…

ଖୋର୍ଦ୍ଧା ଓ ନୟାଗଡ ମୁହାଁ ହେଲେ ଚନ୍ଦକା ହାତୀପଲ

ଭୁବନେଶ୍ୱର: ଚନ୍ଦକା ଅଭୟାରଣ୍ୟର କିଛି ହାତୀପଲ ଖୋର୍ଦ୍ଧା ଓ ନୟାଗଡ ମୁହାଁ ହେଉଥିବା ବେଳେ ସେମାନଙ୍କ ଗତିବିଧି ଉପରେ ନଜର ରଖୁଛନ୍ତି ଭୁବନେଶ୍ୱର ବନଖଣ୍ଡ ଅଧିକାରୀ । ମିଳିଥିବା ସୂଚନାନୁଯାୟୀ ଏହି ୪୨ଟିକିଆ ହାତୀପଲ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ, ଚିଲିକା ଓ ନୟାଗଡ ଜିଲ୍ଲାର ରଣପୁର ଅଞ୍ଚଳ…

ଭୁବନେଶ୍ୱର ପୂଜା ମଣ୍ଡପ ଗୁଡିକରେ ଏଥର କଣ ରହିଛି ସ୍ୱତନ୍ତ୍ରତା, ଜାଣନ୍ତୁ

ଭୁବନେଶ୍ବର: ସମସ୍ତ ପୂଜା ମଣ୍ଡପରେ ଆଜି ଅନୁଷ୍ଠିତ ହେଉଛି ମାଆଙ୍କ ମହାସପ୍ତମୀ ପୂଜା। ମାଆଙ୍କ ମହା ସପ୍ତମୀ ପୂଜା ପାଇଁ ଚଳଚଞ୍ଚଳ ସମସ୍ତ ପୂଜା ମଣ୍ଡପ । ପୂଜା ମଣ୍ଡପରେ ଆଜି ସପ୍ତମୀ ପୂଜା ହେଉଥିବା ବେଳେ ଦେବୀ ପୀଠ ଗୁଡିକରେ ଆଜି ଅଷ୍ଟମୀ ପୂଜା ପାଉଛନ୍ତି ମାଆ ଜଗଦମ୍ବା । ଶାରଦୀୟ…

ବାଲୁକାକଳାରେ ‘ସହିଦ ବାଜି ରାଉତ’ଙ୍କୁ ସୁଦର୍ଶନ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଭାରତୀୟ ସ୍ୱାଧିନତା ସଂଗ୍ରାମର ସର୍ବକନିଷ୍ଠ ସହିଦ ଭାବେ ବାଜି ରାଉତ ୧୯୨୬ ମସିହା ୫ ଅକ୍ଟୋବର ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ । ଏହି ଅବସରରେ ପଦ୍ମଶ୍ରୀ ବିଜେତା ତଥା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ନିର୍ମାଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।…