ମାଆ ହେବାକୁ ଯାଉଛନ୍ତି ଅନୁଷ୍କା: ସୋସିଆଲ ମିଡିଆରେ ଭାଇରଲ ହେଉଛି ଫଟୋ
ମୁମ୍ବାଇ: ଷ୍ଟାର ଦମ୍ପତ୍ତି ବିରାଟ କୋହଲି ଓ ଅନୁଷ୍କା ଶର୍ମା। ଏହି ଯୋଡ଼ି ସର୍ବଦା ନିଜର ରିଲେସନସିପ୍ କୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି । ଉଭୟ ବିରାଟ ଓ ଅନୁଷ୍କା ଏହି କରୋନା ଭାଇରସ୍ ଭିତରେ ସୋସିଆଲ ମିଡ଼ିଆରେ ବହୁତ ସକ୍ରିୟ ଅଛନ୍ତି ।
ତେବେ ସୋସିଆଲ ମିଡିଆରେ ବେଶ୍ ଭାଇରଲ ହେଉଛି…