ଉତ୍ତରପ୍ରଦେଶରେ ଲଭ ଜିହାଦ ଉପରେ ଅଧ୍ୟାଦେଶ ପାସ୍
ଲକ୍ଷ୍ନୌ: ଉତ୍ତରପ୍ରଦେଶ କ୍ୟାବିନେଟରେ ଲଭ ଜିହାଦ ଉପରେ ଆସିଥିବା ଅଧ୍ୟାଦେଶ ପାସ୍ ହୋଇଛି । ଯୋଗୀ ଆଦିତ୍ୟନାଥ ସରକାର ଲଭ ଜିହାଦ ଉପରେ ନୂତନ ନିୟମ ଆଣିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଜୋର ଜବରଦସ୍ତ ଓ ମିଛ କହି ଧର୍ମ ପରିବର୍ତନ କରାଇଥିଲେ ଦୋଷୀକୁ ୧ରୁ ୫ ବର୍ଷ ଜେଲଦଣ୍ଡାଦେଶ ରହିଛି ।…