Latest Odisha News

BREAKING NEWS

ଶ୍ରୀମନ୍ଦିରରେ ଦେବୋତ୍ଥାନ ବା ପ୍ରବୋଧନ ଯାତ୍ରା, ଭିଷ୍ମ ପଞ୍ଚୁକ ବ୍ରତ ଓ ବଡ ଏକାଦଶୀ ନୀତି

(ଶ୍ରୀଜୀଉଙ୍କ ସ୍ୱତନ୍ତ୍ର ନୀତିକାନ୍ତିକୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା) "ଯସ୍ତ୍ବଂ ମାସାନତିବ୍ୟାପ୍ୟ ଚତୁରଃ ପରମେଶ୍ୱରଃ । ନିଦ୍ରାସୁଖଂ ପ୍ରଭଜସେ ତଦନ୍ତେ ସାଂପ୍ରତଂ ପ୍ରଭୋ।।" ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରେ ହରି ଉତ୍ଥାପନ ଏକାଦଶୀ ଅନ୍ୟତମ । ଶ୍ରୀମନ୍ଦିରରେ…

ଆଜିଠୁ ଆରମ୍ଭ ପଞ୍ଚୁକ; ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କେଉଁ ଦିନ ହେବ କେଉଁ ବେଶ, ଜାଣନ୍ତୁ

ପୁରୀ:ଆରମ୍ଭ ହୋଇଛି ମହାକାର୍ତ୍ତିକର ପଞ୍ଚୁକ ବ୍ରତ।ସମସ୍ତ ମାସ ମଧ୍ୟରେ ପବିତ୍ରତମ ମାସ ହେଉଛି କାର୍ତ୍ତିକ। ଏହି ମାସରେ ବ୍ରତ ଆଚରଣ କରି ବର୍ଷକ ଯାକ ପାପରୁ ଵ୍ରତଚାରୀ ମାନେ ପବିତ୍ର ହୁଅନ୍ତି । ଏହି ମାସ ମଧ୍ୟରେ ଶ୍ରେଷ୍ଠ ହେଉଛି ଏହାର ଶେଷ ପାଞ୍ଚଦିନ । ଯାହା ପଞ୍ଚୁକ ନାମେ ପରିଚିତ। ଚଳିତ…

ସୁନ୍ଦରଗଡ଼ ଜିଲ୍ଲାର ଦୁର୍ଗମ ଅଞ୍ଚଳରୁ ରୋଗୀଙ୍କୁ ଡାକ୍ତରଖାନା ଆଣିବା ପାଇଁ ଚାଲିଲା ବାଇକ୍ ଆମ୍ବୁଲାନ୍ସ ‘ସ୍ୱାସ୍ଥ୍ୟ…

ସୁନ୍ଦରଗଡ: ଏଣିକି ସୁନ୍ଦରଗଡ଼ ଜିଲ୍ଲାର ଦୁର୍ଗମ ଅଞ୍ଚଳରୁ ରୋଗୀମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିବା ସୁବିଧା ହେବ। ଏଥିପାଇଁ ବାଇକ୍ ଆମ୍ବୁଲାନ୍ସ ‘ସ୍ୱାସ୍ଥ୍ୟ ରକ୍ଷକ’ ସେବାର ଶୁଭାରମ୍ଭ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ମଙ୍ଗଳବାର ଦିନ ଏହି ଆମ୍ବୁଲାନ୍ସ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ  ତା ୨୫-୧୧-୨୦୨୦ ବୁଧବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ନଭେମ୍ବର ତା ୨୫ ରିଖ ବୁଧବାର ବିଛା ୧୦ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥି ଉତ୍ତର ଭାଦ୍ର ନକ୍ଷତ୍ର ମୀନ ଚନ୍ଦ୍ର  ଘାତ ବାର-: କର୍କଟ ରାଶିର      ଘାତ ଚନ୍ଦ୍ର:- ଧନୁ ରାଶି ପୁରୁଷ ଓ ତୁଳା…

ଅଲୌକିକ ନାଗାର୍ଜୁନ ବେଶ ପାଇଁ ଚୂଡ଼ାନ୍ତ ହେଲା ନୀତି ନିର୍ଘଣ୍ଟ : ଜାଣନ୍ତୁ

ଭୁବନେଶ୍ୱର: ଦୀର୍ଘ ୨୫ ବର୍ଷର ଅପେକ୍ଷା ପରେ ଶ୍ରୀମନ୍ଦିରରେ ଦିବ୍ୟ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ। ମସ୍ତକରେ ହାଣ୍ଡିଆ, ହାତରେ ଛୁରି କଟାରୀ, ଶ୍ରୀମୁଖରେ ଲମ୍ବା ଦାଢ଼ି ଭଳି ଅନନ୍ୟ ଓ ଅପୂର୍ବ ନାଗା ରୂପରେ ଦର୍ଶନ ଦେବେ ମହାବାହୁ। ଚଳିତବର୍ଷ ପଞ୍ଚକ ୫ ଦିନ ବଦଳରେ ୬ ଦିନ…

ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ନାଁରେ ହେବ ଅଯୋଧ୍ୟା ଏୟାରପୋର୍ଟ

ଲକ୍ଷ୍ନୌ: ଅଯୋଧ୍ୟା ଏୟାରପୋର୍ଟର ନାଁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଏୟାରପୋର୍ଟ ହେବ । ବିମାନବନ୍ଦରକୁ ଅନ୍ତର୍ଜାତୀୟସ୍ତରର କରାଯିବ । ଉତ୍ତରପ୍ରଦେଶରେ ଯୋଗୀ କ୍ୟାବିନେଟ୍ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଏସମ୍ପର୍କିତ ପ୍ରସ୍ତାବ ଉପରେ ଆଜି ମୋହର ମାରିଛି ରାଜ୍ୟ…

ରାଜ୍ୟରେ କାର୍ତ୍ତିକ ପୂର୍ଣ୍ଣିମା ଓ ବଡ଼ଓଷା ଉପରେ ଲାଗିଲା କଟକଣା

ଭୁବନେଶ୍ୱର: ଏବର୍ଷ କରୋନା ଯୋଗୁଁ କାର୍ତ୍ତିକ ପୂର୍ଣ୍ଣିମାରେ ଜଳାଶୟରେ ଭାସିବନି ଡଙ୍ଗା। ନଦୀ ଘାଟରେ ଗହଳି ଓ ବୁଡ଼ ପକାଇବା ଉପରେ ଲାଗିଲା କଟକଣା। ଏକତ୍ର ହୋଇ ଡଙ୍ଗା ଭସାଇବା ମନା। କଟକଣା ଜାରି କରିଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର। କାର୍ତ୍ତିକ ପୂର୍ଣ୍ଣିମାରେ ବିଭିନ୍ନ ଜଳାଶୟ ଓ ନଦୀ…

ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଟିକା ବଣ୍ଟନ ଉପରେ ୩ଟି କଥା କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଟିକାକୁ ନେଇ ଓଡ଼ିଶାର ରୋଡ ମ୍ୟାପ ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଥିଲେ, ଟିକା ବଣ୍ଟନ ନେଇ ଓଡ଼ିଶାରେ ଏକ ସିଷ୍ଟମ ପ୍ରସ୍ତୁତ ରହିଛି। ଟିକା ଆସିଲେ କେଉଁ ମାନଙ୍କୁ ପ୍ରାଥମିକତା ଦିଆଯିବ ସେକଥା କହିଥିଲେ…

ଆସୁଛି କୁଲି ନମ୍ବର-୧, ଲିଡ୍ ରୋଲରେ ବରୁଣ ଓ ସାରା

ମୁମ୍ବାଇ: ସାରା ଅଲ୍ଲୀ ଖାନ୍ ଓ ବରୁଣ ଧାୱନଙ୍କ ଫିଲ୍ମ କୁଲି ନମ୍ବର-୧ ଖୁବ୍ ଶୀଘ୍ର ରିଲିଜ୍ ହେବାକୁ ଯାଉଛି । ଆମାଜନ୍ ପ୍ରାଇମରେ ଫିଲ୍ମ ରିଲିଜ୍ ହେବ । ଏଥିପାଇଁ ସାରା ଓ ବରୁଣ ଫିଲ୍ମର ପ୍ରମୋସନ ମଧ୍ୟ ଆରମ୍ଭ କରି ଦେଇଛନ୍ତି । ପ୍ରମୋସନ ପୂର୍ବରୁ ଦୁଇ ଜଣ ଭିଡିଓ କରି ଇନଷ୍ଟାଗ୍ରାମରେ ସେୟାର…

ପିମ୍ପୁଡି ବସାରେ ନିଆଁ ଲଗାଇବାକୁ ଯାଇ ଜଳିଗଲେ ଯୁବତୀ

ଚେନ୍ନାଇ: ପିମ୍ପୁଡିଙ୍କୁ ତଡିବାକୁ ଯାଇ ପ୍ରାଣ ହରାଇଲେ ଜଣେ ସଫ୍ଟୱେୟାର ଇଂଜିନିଅର । ମହଙ୍ଗା ପଡିଥିଲା ପିମ୍ପୁଡି ବସାରେ ନିଆଁ ଲଗାଇବା । ପିମ୍ପୁଡି ତ ଗଲେନି ବରଂ ଅବେଳାରେ ଉଡିଗଲା ଜଣେ ୨୭ ବର୍ଷୀୟ ଯୁବତୀଙ୍କ ପ୍ରାଣବାୟୁ । ଚେନ୍ନାଇର ସୋଲିଙ୍ଗାନାଲୁରର ଏକ ଆଇଟି ସଂସ୍ଥାରେ କାମ…