Trump “Absolutely” Wants Greenland: ଭେନେଜୁଏଲା ପରେ, ଏହି ଦେଶ ଉପରେ ଟ୍ରମ୍ପଙ୍କ ଆଖି…
ନୂଆଦିଲ୍ଲୀ: ଭେନେଜୁଏଲାକୁ ନିଜ ଅକ୍ତିଆରକୁ ନେଇଛନ୍ତି ଟ୍ରମ୍ପ!
ମାଦୁରୋଙ୍କୁ ଗିରଫ ପରେ ନିଜ ଇସାରରେ ଚଳାଉଛନ୍ତି ଦେଶ
ପୁଣି ଆଉ ଏକ ଦେଶ ଉପରେ ପକେଇଲେଣି ଲୋଲୁପଦୃଷ୍ଟି
ରୁଷ, ଚୀନ୍ କୁ ମାତ୍ ଦେବାକୁ ଯୋଜନା
ଭେନେଜୁଏଲା ଉପରେ ଆକ୍ରମଣ ଏବଂ ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ…