ଇଶାନ କିଷାନଙ୍କ ଦ୍ବିଶତକ, ଇଷ୍ଟ ଜୋନ୍ର ବିଶାଳ ସ୍କୋର
ଚେନ୍ନାଇ: ଚେନ୍ନାଇରେ ଖେଳାଯାଉଥିବା ଦୁଲୀପ ଟ୍ରଫି ଫାଇନାଲରେ ସାଉଥ୍ ଜୋନ୍ ବିପକ୍ଷରେ ଇଷ୍ଟ ଜୋନ୍ ନିଜର ପ୍ରଥମ ଇନିଂସରେ ୭୦୮ ରନ୍ କରି ଅଲ୍ଆଉଟ୍ ହୋଇଛି । ଇଷ୍ଟ ଜୋନ୍ର ଅଧିନାୟକ ଇଶାନ କିଷାନ ଚମତ୍କାର ଦ୍ବିଶତକ ହାସଲ କରିଛନ୍ତି । ସେ ୩୩୪ଟି ବଲ୍ରୁ ୨୭୦ ରନ୍ର ଇନିଂସ ଖେଳି ଆଉଟ୍…