Latest Odisha News

BREAKING NEWS

ଜୁନିୟର ଏସିଆ କପ ହକି : ମାଲେସିଆକୁ ୧୧-୧ ଗୋଲରେ ହରାଇଲା ଭାରତ

ମୋଚି (ଚୀନ୍): ଚୀନ୍‌ର ମୋଚିଠାରେ ଆୟୋଜିତ  ଜୁନିୟର ଏସିଆ କପ ୨୦୨୬ରେ ଭାରତୀୟ ଜୁନିୟର ମହିଳା ହକି ଦଳ ନିଜର ଦମଦାର ପ୍ରଦର୍ଶନ ଜାରି ରଖିଛି । ରବିବାର ଖେଳାଯାଇଥିବା ଏଲାଇଟ୍ ପୁଲ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଭାରତୀୟ ଦଳ ମାଲେସିଆକୁ ୧୧-୧ ଗୋଲ୍‌ର ବୃହତ ବ୍ୟବଧାନରେ ପରାସ୍ତ କରି କ୍ରମାଗତ…

India warn UN: ବଦଳିବ ବିଶ୍ୱ ମାନଚିତ୍ର…ହେଲେ ଚଳିବନି ଜମ୍ମୁ-କଶ୍ମୀର ଓ ଲଦାଖର ଭୁଲ୍ ଚିତ୍ରଣ! UNରେ ଭାରତର କଡ଼ା…

ନୂଆଦିଲ୍ଲୀ: ବିଶ୍ୱ ମାନଚିତ୍ରକୁ ଅଧିକ ସଠିକ୍ ଓ ବାସ୍ତବସମ୍ମତ କରିବା ପାଇଁ ଜାତିସଂଘ ଆଣିଥିବା ପ୍ରସ୍ତାବକୁ ଭାରତ ସମର୍ଥନ କରିଛି। କିନ୍ତୁ ଏହି ମାନଚିତ୍ରରେ ଭାରତର ସାର୍ବଭୌମ ଅଞ୍ଚଳ, ବିଶେଷକରି ଜମ୍ମୁ-କଶ୍ମୀର ଓ ଲଦାଖକୁ ଭୁଲ୍ କିମ୍ବା ବିଭ୍ରାନ୍ତିକର ଭାବେ ଦର୍ଶାଇଲେ ତାହା କୌଣସି…

‘Good Girl’ Syndrome: କ’ଣ ଏହି ‘ଗୁଡ୍ ଗର୍ଲ ସିଣ୍ଡ୍ରୋମ୍’? ବିବାହ ଭାଙ୍ଗୁଛି କି ‘ଭଲ ଝିଅ’ ହେବାର ଚାପ?

ନୂଆଦିଲ୍ଲୀ: ‘ଭଲ ଝିଅ’ ମାନେ କ’ଣ? ଚୁପ୍‌ଚାପ୍ ରହିବା, ସବୁ କଥାରେ ଅନ୍ୟମାନଙ୍କୁ ଖୁସି ରଖିବା ଏବଂ ନିଜ ଇଚ୍ଛାକୁ ମାରିଦେବା? ସମାଜର ଏଭଳି ଧାରଣା ନେଇ ଏବେ ଉଠିଛି ଏକ ଗମ୍ଭୀର ପ୍ରଶ୍ନ, ‘ଗୁଡ୍ ଗର୍ଲ ସିଣ୍ଡ୍ରୋମ୍’ କ’ଣ ଦାମ୍ପତ୍ୟ ସମ୍ପର୍କକୁ ପ୍ରଭାବିତ କରୁଛି କି? କ’ଣ ଏହି ‘ଗୁଡ୍…

Government Job: ୩୦ ପରେ ବି ଆପଣଙ୍କ ପାଇଁ ଅପେକ୍ଷା କରିଛି ଏହି ସରକାରୀ ଚାକିରି! ଆଜି ହିଁ ଆରମ୍ଭ କରନ୍ତୁ ପଢାପଢି…

ଭୁବନେଶ୍ବର: ୩୦ ବର୍ଷ ହୋଇଗଲା… ଏବେ କ’ଣ ଆଉ ସରକାରୀ ଚାକିରି ମୋର ହେବ? ଯଦି ଆପଣଙ୍କ ମନରେ ବି ଏମିତି ପ୍ରଶ୍ନ ଅଛି, ତେବେ ଜାଣନ୍ତୁ, ୩୦ ପରେ ବି ସରକାରୀ ଚାକିରିର ଅନେକ ରାସ୍ତା ଖୋଲା ରହିଛି। ତାହା ପୁଣି ଏକ ଭଲ ଦରମା ସହିତ… ଦେଶ ତଥା ରାଜ୍ୟର ଅନେକ ସରକାରୀ ନିଯୁକ୍ତିରେ ସର୍ବାଧିକ…

Building collapses in Delhi: ଭୁଶୁଡ଼ିଲା କୋଠା; ଅନେକ ଫସିଥିବା ଆଶଙ୍କା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଦକ୍ଷିଣ-ପଶ୍ଚିମ ଅଞ୍ଚଳ ଅନ୍ତର୍ଗତ ସତ୍ୟ ନିକେତନ ଅଞ୍ଚଳରୁ ଏକ ବଡ଼ ଧରଣର ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ସେଠାରେ ହଠାତ୍ ଏକ  ତିନି ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ପଡ଼ିଛି। ଭଗ୍ନାବଶେଷ ତଳେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ସତ୍ୟ ନିକେତନ…

ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀଙ୍କଠାରୁ ଅଟଳ ବିହାରୀଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ନାଗରମଲ୍ଲ ବାଜୋରିଆ ଆଉ…

ପାଟନା: ଭାରତୀୟ ନିର୍ବାଚନ ଇତିହାସରେ ଏକ ନିଆରା ପରିଚୟ ସୃଷ୍ଟି କରିଥିବା ପ୍ରସିଦ୍ଧ ବ୍ୟକ୍ତିତ୍ୱ ନାଗରମଲ୍ଲ ବାଜୋରିଆ, ଯିଏ 'ଧର୍ତିପକଡ଼' ଭାବରେ ସାରା ଦେଶରେ ପରିଚିତ ଥିଲେ, ୯୭ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି । ବିହାରର ଭାଗଲପୁର ନିବାସୀ ଏହି ବ୍ୟବସାୟୀ ଜଣେ କିମ୍ବଦନ୍ତୀ ନିର୍ବାଚନ…

Bittu Tabahi: ସାବାସ୍ ବିଟ୍ଟୁ!ଏକାକୀ କାନ୍ଧରେ ଉଠାଇlଥିଲେ ନଦୀର ଭାର…ମୁଖ୍ୟମନ୍ତ୍ରୀ ପାଖକୁ ଡାକି ଦେଲେ…

ରାଜଗଡ: ନଦୀରେ ପାଣି କମ୍, ବେଶୀ ଥିଲା ଅଳିଆ…ଚାରିଆଡ଼େ ପଲିଥିନ୍‌ ଓ ଆବର୍ଜନାରେ ପୂରିଥିଲା ନଦୀ। ଏଭଳି ଦୃଶ୍ୟ ଦେଖି ଅନେକେ ମୁହଁ ଫେରାଇ ନିଅନ୍ତି। କିନ୍ତୁ ମଧ୍ୟପ୍ରଦେଶର ଜଣେ ୨୧ ବର୍ଷୀୟ ଛାତ୍ର ସେଇ ନଦୀକୁ କିପରି ନୂଆ ଜୀବନ ଦେଇଛନ୍ତି, ତାହା ଏବେ ସବୁଠି ପ୍ରଶଂସିତ । ନିଜ ହାତରେ…

ବିଷାକ୍ତ ମଦ ପିଇ ୧୨ ମୃତ, ଅନେକ ଗୁରୁତର

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ସାଗରରେ ବିଷାକ୍ତ ମଦ ପିଇବା ଯୋଗୁଁ ଏପର୍ଯ୍ୟନ୍ତ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରାୟ ୩୫ ଜଣଙ୍କୁ ଡାକ୍ତରଖାନାକୁ ଅଣାଯାଇଥିଲା ବେଳେ ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଏବେ ବି ଗୁରୁତର ରହିଛି। ଗୁରୁତର ରୋଗୀଙ୍କୁ ବୁନ୍ଦେଲଖଣ୍ଡ ମେଡିକାଲ କଲେଜ ଏବଂ ସାଗର…

ଇଣ୍ଡୋନେସିଆରେ ଜ୍ୱାଲାମୁଖୀ ବିସ୍ଫୋରଣର କାୟା: ଆକାଶରେ ୫୦ ହଜାର ଫୁଟ ପର୍ଯ୍ୟନ୍ତ ଛାଇଗଲା କଳା ପାଉଁଶର ମେଘ

ଜାକର୍ତ୍ତା: ପ୍ରକୃତିର ରୌଦ୍ରରୂପ ଦେଖିବାକୁ ମିଳିଛି ଇଣ୍ଡୋନେସିଆରେ । ଦେଶର ଜାଭା ଏବଂ ସୁମାତ୍ରା ଦ୍ୱୀପପୁଞ୍ଜ ମଧ୍ୟରେ ଅବସ୍ଥିତ ପ୍ରସିଦ୍ଧ ‘ଅନାକ କ୍ରାକାଟୋଆ’ ଜ୍ୱାଲାମୁଖୀରେ ଏକ ଭୀଷଣ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣ ପରେ ଆକାଶରେ ପ୍ରାୟ ୫୦ ହଜାର ଫୁଟ (୧୫ କିଲୋମିଟର) ଉଚ୍ଚତା…

ବିଶ୍ୱ ବଜାରରେ ହଲଚଲ: ଆମେରିକା ଏବଂ କାନାଡ଼ାରୁ ୮୬ ଟନ୍ ସୁନା ଲଣ୍ଡନ ସ୍ଥାନାନ୍ତର କଲା ନେଦରଲ୍ୟାଣ୍ଡ୍ସ

ଆମଷ୍ଟରଡାମ୍: ବିଶ୍ୱବ୍ୟାପୀ ବଢ଼ୁଥିବା ଭୂରାଜନୈତିକ ଅସ୍ଥିରତା, ବାଣିଜ୍ୟ ଯୁଦ୍ଧ ଏବଂ ଆର୍ଥିକ ଅନିଶ୍ଚିତତା ମଧ୍ୟରେ ୟୁରୋପୀୟ ଦେଶଗୁଡ଼ିକ ସେମାନଙ୍କର ସୁନା ଭଣ୍ଡାରକୁ ସୁରକ୍ଷିତ ସ୍ଥାନକୁ ଆଣିବା ଆରମ୍ଭ କରିଛନ୍ତି । ଫ୍ରାନ୍ସ ଏବଂ ଜର୍ମାନୀ ପରେ ଏବେ ନେଦରଲ୍ୟାଣ୍ଡ୍ସ ମଧ୍ୟ ଏକ ବଡ଼ ପଦକ୍ଷେପ…