ଇରାନ ମାନଚିତ୍ରରେ ଟ୍ରମ୍ପଙ୍କ ମୁଁହ…
ନୂଆଦିଲ୍ଲୀ: ହର୍ମୁଜ୍ ପ୍ରଣାଳୀକୁ ନିୟନ୍ତ୍ରଣ କରିବା ଏବଂ ପିକାକ୍ସ ପର୍ବତ ଉପରେ ଆକ୍ରମଣ ଧମକ ପରେ ଡୋନାଲ୍ଡ ଟ୍ରମ୍ପ ଇରାନକୁ ନେଇ ଏକ ନୂଆ ପୋଷ୍ଟ କରିଛନ୍ତି।
ପଶ୍ଚିମ ଏସିଆର ଏକ ମାନଚିତ୍ର ସେୟାର କରିଛନ୍ତି ଟ୍ରମ୍ପ। ଯେଉଁଥିରେ ଇରାନର ମାନଚିତ୍ର ଟ୍ରମ୍ପଙ୍କ ମୁଣ୍ଡ ଆକାରର ଚିତ୍ରଣ ଥିବା…