Latest Odisha News

BREAKING NEWS

ନିର୍ବାଚନର ସଂକେତ

 ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ବିହାର ନିର୍ବାଚନର ଫଳ ଆସି ସାରିଛି । ଭାରତୀୟ ରାଜନୀତିକୁ ବେଶ ଭାବେ ପ୍ରଭାବିତ କରୁଥିବା ରାଜ୍ୟ ମଧ୍ୟରୁ ବିହାର ଅନ୍ୟତମ । ଏନଡିଏ ଏଠାରେ ସ୍ପଷ୍ଟ ମହୁମତ ପାଇଛି ଓ ସରକାର ଗଠନ କରିବ । ମହାଗଠବନ୍ଧନ ଯଦିଓ ପ୍ରଭାବଶାଳୀ…

ସୁଡାନର ମୁନ୍ଦରି ସମ୍ପ୍ରଦାୟ ପାଇଁ ଗାଇ ସବୁ କିଛି, ଏଥିନେଇ ମରିପାରିବେ ଆଉ ମାରିପାରିବେ

ଖାର୍ତୋମ: ଗାଈ ନେଇ ଭାରତରେ ରାଜନୀତି ହେଉଛି କହିଲେ ଭୁଲ ହେବ ନାହିଁ । କିନ୍ତୁ ଆଫ୍ରିକାର ସୁଡାନରେ ମୁନ୍ଦୁରି ସମ୍ପ୍ରଦାୟ ପାଇଁ ଗାଇ ସବୁକିଛି । ଏହାର ରକ୍ଷା ପାଇଁ ସେମାନେ ଜୀବନ ନେଇପାରିବେ ଓ ହାରିବି ପାରିବେ ମଧ୍ୟ । ମାଆଠାରୁ ଅଧିକ ଭଲ ପାଆନ୍ତି । ଏଠାକାର ଆଦିବାସୀ ସମ୍ମାନ, ଔଷଧ,…

ସୋଆ ଏନ୍‌ଏସ୍‌ଏସ୍‌ର ଉନ୍ନତ ଭାରତ ଅଭିଯାନ ଅନୁଷ୍ଠିତ 

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ର ଏନ୍‌ଏସ୍‌ଏସ୍ ପକ୍ଷରୁ ଉନ୍ନତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୋଆ ଏନ୍‌ଏସ୍‌ଏସ୍‌ର ସ୍ୱେଚ୍ଛାସେବୀମାନେ ଭୁବନେଶ୍ୱର ଉପକଣ୍ଠ ଜାମୁଝରି ଗାଁର ଗୁପ୍ତପଡ଼ା, ଛତାବର, କୁଜିମହଲ, ପାତ୍ରପଡା…

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନକୁ ଶ୍ରେଷ୍ଠ ଜାତୀୟ ପଞ୍ଚମ ସରକାରୀ ବିଦ୍ୟାଳୟ ମାନ୍ୟତା 

ଭୁବନେଶ୍ୱର : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (ଓଏଭିଏସ୍‌) ଓଡ଼ିଶାର ପ୍ରତ୍ୟେକ ବ୍ଳକ୍‌ରେ ଗୁଣାତ୍ମକ ଇଂରାଜୀ ମାଧ୍ୟମ ଶିକ୍ଷା ପ୍ରଦାନ କରି ଏଜୁକେଶନ୍ ୱାଲ୍‌ର୍ଡ଼ ଇଣ୍ଡିଆ ସ୍କୁଲ୍ ର‌୍ୟାଙ୍କିଙ୍ଗ୍ ୨୦୨୦-୨୧ ବର୍ଷ ପାଇଁ ସର୍ବଭାରତୀୟ ସ୍ତରରେ ପଞ୍ଚମ ସ୍କୁଲର ମାନ୍ୟତା ପାଇଛି । ପ୍ରଥମ ଥର ପାଇଁ…

୨୫ ବର୍ଷ ପରେ ଶ୍ରୀଜୀଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ

ପୁରୀ: ଦୀର୍ଘ ୨୫ ବର୍ଷ ପରେ ଚଳିତ ବର୍ଷ କାର୍ତ୍ତିକ ମାସରେ ପଂଚୁକ ୬ ଦିନ ପଡ଼ୁଥିବାରୁ ମହାପ୍ରଭୁଙ୍କ ଅନନ୍ୟ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବାକୁ ଯାଉଛି । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତ୍ରୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ତେବେ କରୋନା କଟକଣା ଯୋଗୁ ଚଳିତବର୍ଷ ଭକ୍ତମାନେ…

ସାମ୍ନାକୁ ଆସିଲା ଆଧ୍ୟାତ୍ମିକ ଟିଭି ଚ୍ୟାନେଲର ନଗ୍ନ ରୂପ !

ଭୁବନେଶ୍ୱର: ଧାର୍ମିକ ମନୋଭାବରେ ଲାଗିଲା ଅଶ୍ଲୀଳତାର ଛିଟା । ଜଣେ ବ୍ୟକ୍ତିଙ୍କୁ ଆଧ୍ୟାତ୍ମିକ ଭିଡିଓ ଲିଙ୍କ୍ ବଦଳରେ ମିଳିଥିଲା ଅଶ୍ଲୀଳ ଭିଡିଓ ସାଇଟ୍‌ର ଠିକଣା । ଏକ ସାଟେଲାଇଟ୍ ତଥା ଆଧ୍ୟାତ୍ମିକ ଟିଭି ଚ୍ୟାନେଲ ବିରୋଧରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଆନ୍ଧ୍ରପ୍ରଦେଶର ଶ୍ରୀ…

ମୋଜାମ୍ବିକରେ ଆଇଏସର ନରସଂହାର, ୫୦ରୁ ଅଧିକ ଲୋକଙ୍କୁ ମୁଣ୍ଡ କାଟି ହତ୍ୟା

ମାପୁଟୋ: ଆଫ୍ରିକାର ମୋଜାମ୍ବିକରେ ଆଇଏସଆଇଏସ ଆତଙ୍କବାଦୀ ସଂଗଠନ ପୁନର୍ବାର ନୃଶଂସ ପଣିଆ ଦେଖାଇ ୫୦ ବ୍ୟକ୍ତିଙ୍କୁ ହତ୍ୟା କରିଛି । ଏହି ନରସଂହାର ନେଇ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି ।  କାବୋ ଡେଲଡାଗୋ ପ୍ରଦେଶରେ ଆଇଏସ୍ ଆତଙ୍କବାଦୀମାନେ ଏକ ଫୁଟବଲ ପଡ଼ିଆରେ ୫୦ରୁ ଅଧିକ ଲୋକଙ୍କୁ…

ବିଦ୍ୟୁତ ତାର ବିଛାଇ ଦୁଇ ବାରହା ଶିକାର;ଜଣେ ଗିରଫ

ବୁଗୁଡା: ବୁଗୁଡା ବନ୍ୟାଞ୍ଚଳ ଅନ୍ତର୍ଗତ ବାଲିପଦର ଫରେଷ୍ଟ ସେକସନର ବିଷ୍ଣୁଚକ୍ର ଗ୍ରାମର ଚାଷ ଜମିରେ ନଭେମ୍ବର ୧୦ ତାରିଖ ରାତିରେ ଗୌଡ଼ିଆବୋରଦା ଗ୍ରାମର ଅରୁଣ ସ୍ଵାଇଁ ବିଦ୍ୟୁତ ଫାସ ପକାଇ ବନ୍ୟପ୍ରାଣୀ ଦୁଇଟି ବରାହ ଶିକାର କରିଥିବା ବେଳେ ବନ ବିଭାଗ ଦ୍ଵାରା ଗିରଫ ହୋଇଥିବା ଜଣାପଡିଛି।…

ପୋଖରୀରେ ବୁଡି ଏବିଭିପି ଜାତୀୟ ସମ୍ପାଦକଙ୍କ ମୃତ୍ୟୁ

ମୁମ୍ବାଇ: ଅଖିଳ ଭାରତୀୟ ବିଦ୍ୟାଥିୀ ପରିଷଦ (ଏବିଭିପି)କୁ ଆଜି ଶକ୍ତ ଧକ୍କା ଲାଗିଛି । ଜାତୀୟ ସମ୍ପାଦକ ତଥା ଯୁବ ନେତା ଅନିକେତ ଓଭହାଲ ନନ୍ଦୁରବାରର ଧାଡଗାଁଓଠାରେ ସାଙ୍ଗମାନଙ୍କ ସହ ପହୁଁରୁଥିବା ବେଳେ ବୁଡି ଯାଇଥିଲେ । ଏବିଭିପିର ପୂର୍ବତନ ଜାତୀୟ ମୂଖ୍ୟ ମିଲିନ୍ଦ ମରାଠେ ଏହି ସୂଚନା…

କେବେ ଦେଖିଛନ୍ତି ? ଘୋଡାଙ୍କ ପଞ୍ଚତାରକା ହୋଟେଲ !

ଭୁବନେଶ୍ୱର: କେବେ ଶୁଣିଛନ୍ତି କି ? ଘୋଡାଙ୍କ ପାଇଁ ରହିଛି ବିଳାସମୟ ପଂଚତାରକା ହୋଟେଲ । ଏହି ହୋଟେଲରେ ଘୋଡାଙ୍କ ପାଇଁ ରହିଛି ସ୍ୱିମିଂ ପୁଲ୍‌ଠାରୁ ଆରମ୍ଭ କରି ହଟ୍ ବାଥ ଟବ୍ ସାଙ୍ଗକୁ ଅନେକ ଅକଳ୍ପନୀୟ ଆରାମଦାୟକ ସୁବିଧା । ତେବେ ଏଠି କୌଣସି ସାଧାରଣ ଘୋଡା ନୁହେଁ ବରଂ କିଛି ଖାସ୍ ଗୁଣ…