Latest Odisha News

BREAKING NEWS

ଜାଣନ୍ତୁ, ଓଡ଼ିଆ ସଂସ୍କୃତି ଓ ପରମ୍ପରା ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଜଉ କଳା ସମ୍ପର୍କରେ

ଭୁବନେଶ୍ୱର: ସଂସ୍କୃତି ରାଜ୍ୟ ଓଡିଶା। ଏହାର ଇତିହାସ ଯେତିକି ପୁରୁଣା ସେତିକି ଆଦୃତ ଓ ଖ୍ୟାତି ସମ୍ପନ୍ନ ଏହାର ଲୋକକଳା। ଓଡ଼ିଶାର କଳା ମଧ୍ୟରେ ଜଉ କଳା ଅନ୍ୟତମ। ଜଉ କଳା ଲାଖ ଜଉକୁ ବ୍ୟବହାର କରି ତିଆରି କରାଯାଉଥିବା ନାନାଦି କଳାକୃତିକୁ ବୁଝାଇଥାଏ । ଓଡ଼ିଶାର ବାଲେଶ୍ଵରଠାରେ ପୁରାତନ…

୫ ଲକ୍ଷ ଟଙ୍କାର ନକଲି ଲଙ୍କା, ହଳଦୀ ଓ ମସଲା ଗୁଣ୍ଡ ଜବତ

କଟକ: ପୁଣି ବ୍ରାଣ୍ଡ ଅସଲି ମାଲ୍ ନକଲି । କଟକ ମାଲଗୋଦାମରେ ନକଲି ଲଙ୍କା ଓ ହଳଦୀ ଗୁଣ୍ଡ ଫ୍ୟାକ୍ଟ୍ରିରେ ବୁଧବାର ପୋଲିସ ଅତର୍କିତ ଚଢ଼ଉ କରିଛି। ଘଟଣାସ୍ଥଳରୁ ୧୫ କୁଇଣ୍ଟାଲ ଓଜନର ନକଲି ସାମଗ୍ରୀ ଜବତ କରିଛି ପୋଲିସ । ଜବତ ହୋଇଥିବା ସାମଗ୍ରୀର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ…

ପ୍ରଧାନମନ୍ତ୍ରୀ ପଦରେ ଅଧିକ ଦିନ ରହି ରେକର୍ଡ କରିଥିବା ବାହାରିନ୍ ପ୍ରିନ୍ସ ଖଲିଫାଙ୍କ ପରଲୋକ

ମାନମା: ପ୍ରଧାନମନ୍ତ୍ରୀ ପଦରେ ଅଧିକ ଦିନ ରହି ରେକର୍ଡ କରିଥିବା ବାହାରିନର ପ୍ରିନ୍ସ ସଲମାନ ଅଲ ଖଲିଫାଙ୍କ ବୁଧବାର ୮୪ ବର୍ଷ ବୟସରେ ପରଲୋକ ହୋଇଯାଇଛି । ବିଶ୍ୱରେ ସେ ପ୍ରଧାନମନ୍ତ୍ରୀ ପଦରେ ଅଧିକ ଦିନ ରହିଛନ୍ତି । ୧୯୭୧ରେ ବାହାରିନ୍ ସ୍ୱାଧୀନ ହେବା ପରଠାରୁ ସେ ୪୯ ବର୍ଷ ଧରି…

କଟକରେ ‘ଆୟକର ଆପିଲେଟ ଟ୍ରିବ୍ୟୁନାଲ’ ଭବନ ଉଦ୍‌ଘାଟନ କଲେ ମୋଦି

କଟକ: କଟକ ଆୟକର ଆପିଲେଟ ଟ୍ରିବ୍ୟୁନାଲ ନୂଆ ଭବନ ଉଦଘାଟନ ହୋଇଛି। ଭିଡିଓ କନଫେରନ୍ସିଂ ଯୋଗେ ଏହାକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, କଟକ ବେଞ୍ଚ ପୂର୍ବ ଭାରତ ଟିକସଦାତାଙ୍କୁ ସୁବିଧା ଦେଇପାରିବ। ବିଜୁ…

ଚର୍ଚ୍ଚାରେ ୟୁଟ୍ୟୁବର୍ “ସ୍ୱାଗ୍ ୱାଲି ଦାଦି”

ନୂଆଦିଲ୍ଲୀ: କଥାରେ ଅଛି ଇଛା ଶକ୍ତି ଥିଲେ ଉପାୟ ବଳେବଳେ ଆସେ । ଏପରିକି ଦୃଢ ମନୋବଳ ଆଗରେ ହାର ମାନେ ବୟସ ସୀମା । ଏହି ଉକ୍ତିର ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି ଜଣେ ୮୫ ବର୍ଷୀୟା ମହିଳା । ପରିଚୟ ଶାନ୍ତା ପିଲ୍ଲାଇ, ହେଲେ ଇଣ୍ଟରନେଟ୍ ତାଙ୍କୁ ଦେଇଛି ସ୍ୱାଗ୍ ୱାଲି ଦାଦିର ପରିଚୟ । ଅନେକ…

ଭୁବନେଶ୍ୱରରେ ୬୦ ତଳକୁ ଖସିଲା କରୋନା ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ୱର: ହାରୁଛି କରୋନା ଜିତୁଛି ଓଡ଼ିଶା । ରାଜ୍ୟରେ କମୁଛି ଦୈନିକ ସଂକ୍ରମଣ । ଏହି କ୍ରମରେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଦୈନିକ ସଂକ୍ରମଣ ସଂଖ୍ୟା ୬୦ ତଳକୁ ଖସିଛି । ଗତ ୨୪ ଘଂଟାରେ ଭୁବନେଶ୍ୱରରେ ୫୯ଟି ନୂଆ ମାମଲା ସାମ୍ନାକୁ ଆସିଛି । Update on newly detected #COVID19…

ଦୀପାବଳିରେ ଭାରତ-ଚୀନ ସୀମାରେ ଶାନ୍ତିର ଦୀପ ଜଳିବ !

ନୂଆଦିଲ୍ଲୀ:ଲଦାଖର ପୂର୍ବାଂଚଳରେ ଭାରତ-ଚୀନ ସୀମା ବିବାଦର ଉତେଜନା ଏବେ ମଧ୍ୟ ହ୍ରାସ ପାଇନି । ବାରମ୍ବାର ଆଲୋଚନା ବିଫଳ ହେବା ପରେ ଏଥର କିନ୍ତୁ ଆଶା ଉଜ୍ଜୀବିତ ହୋଇଛି । ଦୀପାବଳି ପୂର୍ବରୁ ଭାରତ-ଚୀନ ବିବାଦୀୟ ଅଂଚଳରୁ ପଛକୁ ହଟିବା ନେଇ ରାଜି ହୋଇଛନ୍ତି । ଫିଙ୍ଗର ଏବଂ ପୋଙ୍ଗାଙ୍ଗ ହ୍ରଦ…

ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମିଳିଲା ଜାମିନ

ମୁମ୍ବାଇ: ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମିଳିଲା ଜାମିନ । ସୁପ୍ରିମକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଫଳରେ ସେ ୮ ଦିନ ପରେ ଜେଲ୍‌ରୁ ମୁକ୍ତି ପାଇବେ । ୨୦୧୮ ଏକ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ ଅର୍ଣ୍ଣବଙ୍କୁ ଗିରଫ କରିଥିଲା ।…

କିଏ ଡ୍ରାମେବାଜ? ଫାତିମା ନା’ ଦିଲଜିତ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଫାତିମା ସନା ଶେଖଙ୍କୁ ଡ୍ରାମେବାଜ କହିଲେ ଅଭିନେତା ଦିଲ୍‌ଜିତ ଦୋସାଞ୍ଜ । ତେବେ ପ୍ରକୃତ ଜୀବନରେ ନୁହେଁ, ଅପ୍‌କମିଂ ଫିଲ୍ମ ‘ସୁରଜ ପେ ମଙ୍ଗଲ ଭାରି’ର ଏକ ଗୀତରେ ସେ ଏଭଳି କହିଛନ୍ତି । ରିଲିଜ ହୋଇଛି ଏହି ଫିଲ୍ମର ଏକ ପେପି ଟ୍ରାକ ତଥା ପାର୍ଟି ସଙ୍ଗ । ଏହି…

କରୋନା ଭାଇରସ: ଜୈବିକ ପ୍ରତିରୋଧ, ମହାମାରୀ ରୂପ ଦେଉଥିବା ଜିନ୍‌ର ଚିହ୍ନଟ

ନ୍ୟୁୟର୍କ: ଆମେରିକା ବୈଜ୍ଞାନିକମାନଙ୍କୁ ବୁଧବାର କରୋନା ଭାଇରସ ଗବେଷଣାରେ ବହୁତ ବଡ ସଫଳତା ମିଳିଛି । କରୋନା ଭାଇରସକୁ ପ୍ରତିରୋଧ କ୍ଷମତା ଓ ମହାମାରୀ ରୂପ ଦେଉଥିବା ଜିନର ଚିହ୍ନଟ ସେମାନେ କରିପାରିଛନ୍ତି । ଏହା ଦ୍ୱାରା କରୋନା ଭାଇରସର ଭ୍ୟାକ୍ସିନ ପ୍ରସ୍ତୁତ କରିବାରେ ସହାୟ ହେବ । କରୋନା…