ଦୀର୍ଘ ଦିନ ପରେ ସମ୍ବଲପୁରରେ ରୋପୱେ ସେବା ଆରମ୍ଭ
ସମ୍ବଲପୁର: ଦୀର୍ଘ ସାତ ମାସ ପରେ ସମ୍ବଲପୁରର ବୁର୍ଲାସ୍ଥିତ ହୀରାକୁଦ ଡ୍ୟାମ ନିକଟରେ ଥିବା ରୋପୱେ ସେବା ରବିବାର ଦିନ ଖୋଲିଛି। ଯାହାକୁ କୋଭିଡ-୧୯ ମହାମାରୀ ଯୋଗୁଁ ବନ୍ଦ କରାଯାଇଥିଲା।
ସମ୍ବଲପୁର ମ୍ୟୁନିସିପାଲ କର୍ପୋରେସନ କମିଶନର ଅନିରୁଦ୍ଧ ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି…