Latest Odisha News

BREAKING NEWS

ଯୋଦ୍ଧା…

ଯୋଦ୍ଧା ସୁସ୍ମିତା ମହାପାତ୍ର ଯୋଦ୍ଧା ଭାବେ ଅବା ଜନହିତେ କେବେ ହାରିଲେ ଜୀବନ, ପଠାଇବ ମୋ ଶରୀର ଜନମ ମାଟିକୁ ମୋର ଏହି ନିବେଦନ । ବକ୍ଷରେ ସଜାଇ ବୀର ପଦକ ମୋହର ଶୁଣାଇବ ମାଆକୁ ମୋ ସୁକରମ ଗାଥା, ଦେଶ ପାଇଁ ଦେଇଅଛି ପ୍ରାଣ ସୁପୁତ୍ର ତାହାର କାହା ଆଗେ କେବେ ସିଏ ନତ ନକରିବ ମଥା…

୨୭ ଦିନରେ ଏଭେରେଷ୍ଟର ଉଚ୍ଚତା ମାପିଲା ଚୀନ

ବେଜିଂ: କରୋନା ମହାମାରୀରୁ ମୁକୁଳିବା ପାଇଁ ସାରା ବିଶ୍ୱ ଏବେ ଚେଷ୍ଟା ଚଳାଇଛନ୍ତି । ତେବେ ଏହାର ଉତ୍ପତି ସ୍ଥଳ ଚୀନରେ କିନ୍ତୁ ସ୍ଥିତି ସାଧାରଣ ହେବାରେ ଲାଗିଛି । ଇତି ମଧ୍ୟରେ ଚୀନ ଏଭେରେଷ୍ଟ ଗିରିଶୃଙ୍ଗର ଉଚ୍ଚତା ମାପିଛି । ନେପାଳ ଦ୍ୱାରା କରାଯାଇଥିବା ମାପ ତୁଳନାରେ ଏହାର ଉଚ୍ଚତା ୩.୭…

ପ୍ରବାସୀ ଶ୍ରମିକମାନଙ୍କୁ ଖାଦ୍ୟ ଓ ଭଡା ଦେବେ ରାଜ୍ୟ ସରକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା ପାଇଁ ସାରା ଦେଶରେ ଏବେ ତାଲା ବନ୍ଦ ପଡିଛି । ଚାରିଆଡେ ଜାରି ରହିଛି ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ । ଏହାରି ଭିତରେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ନିଜ ରାଜ୍ୟକୁ ଫେରୁଛନ୍ତି । ତେବେ ଫେରିବା ବାଟରେ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି ସେମାନେ । ଏହାକୁ ନଜରରେ ରଖି…

କ୍ୱାରେଣ୍ଟାଇନ୍ ସେଣ୍ଟରରେ ପ୍ରବାସୀଙ୍କୁ ଆକ୍ରମଣ ଅଭିଯୋଗ

ଜଗତସିଂହପୁର: କ୍ୱାରେଣ୍ଟାଇନ୍ ସେଂଟରରେ ପ୍ରବାସୀଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ହୋଇଥିବା କ୍ୱାରେଂଟିନ୍ ସେଂଟରରେ ଘଟିଛି ଏଭଳି ଘଟଣା । ସରପଂଚଙ୍କ ସ୍ୱାମୀ ଓ ପଂଚାୟତ ନିର୍ବାହୀ ଅଧିକାରୀ ଜଣେ…

କରୋନା ଲକ୍ଷଣ ଦେଖାଯିବାରୁ ହସ୍ପିଟାଲରେ ଭର୍ତ୍ତି ହେଲେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର

ନୂଆଦିଲ୍ଲୀ : ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ନିକଟରେ କୋଭିଡ୧୯ ଲକ୍ଷଣ ଦେଖାଯିବା ପରେ ତାଙ୍କୁ ଗୁରୁଗ୍ରାମର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ସେ ଚିକିତ୍ସାଧୀନ ରହିଥିବା ଜଣାପଡିଛି । ସମ୍ବିତ…

ଆସନ୍ତୁ ଜାଣିବା କେଉଁ ମହଲରେ ରହିଛି ହିଟଲରଙ୍କ ୨୮ ଟନ ସୁନା

ମସ୍କୋ: ଜର୍ମାନୀର ଏକଚ୍ଛତ୍ରବାଦ ଶାସକ ଆଡୋଲଫ ହିଟଲରଙ୍କୁ କିଏ ବା ନ ଜାଣେ । ବର୍ତମାନ ସେ ଲୁଚାଇ ରଖିଥିବା ୨୮ ଟନ ସୁନା ନେଇ ଆଲୋଚନା ଜୋର ଧରିଛି । ସେ ସମୟର ଜଣେ ସୈନିକଙ୍କ ଡାଏରୀରୁ ଏହି ତଥ୍ୟ ମିଳିଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ହିଟଲର ତଥା ଜର୍ମାନୀର ସୈନିକମାନେ ରୁଷ ସେନା କବଳରୁ…

କରୋନା ଅପଡେଟ: ସକାଳେ ୬୭ ପଜିଟିଭ, ଅପରାହ୍ଣରେ ୭୫ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ତୁଳନାରେ ବଢ଼ୁଛି ସୁସ୍ଥ ହାର । ଆଜି ଗୋଟିଏ ଦିନରେ ସକାଳେ ୬୭ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅପରାହ୍ଣରେ ୭୫ ଜଣ ସୁସ୍ଥ ହୋଇଛନ୍ତି । ଏହି ୭୫ କରୋନା ଆକ୍ରାନ୍ତ ରିପୋର୍ଟ ନେଗେଟିଭ ଆସିବା ପରେ ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।…

ମେ’୩୦ ସନ୍ଧ୍ୟା ୫.୩୦ରେ ‘ବନ୍ଦେ ଉତ୍କଳ ଜନନୀ’ ଗାଇବାକୁ ବାର୍ତ୍ତା ଦେଲେ ନବୀନ

ଭୁବନେଶ୍ୱର: କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ଦେଇଛନ୍ତି । କରେନାର ଯୋଦ୍ଧାଙ୍କ ପାଇଁ ମେ’ ୩୦ ତାରିଖ ସନ୍ଧ୍ୟା ସାଢ଼େ ୫ଟାରେ ବନ୍ଦେ ଉତ୍କଳ ଜନନୀ ଗାଇବାକୁ ରାଜ୍ୟବାସୀଙ୍କୁ ନବୀନ ନିବେଦନ କରିଛନ୍ତି । ସେ କହିଛନ୍ତି, ଆପଣମାନେ ଦୁନିଆରେ ଯେଉଁଠାରେ…

ଜୁନ୍ ୨ରେ ରୁଷିଆରୁ ଫେରିବେ ଓଡ଼ିଶାର ଛାତ୍ରଛାତ୍ରୀ

ଭୁବନେଶ୍ୱର: ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କୁ ଧରି ଜୁନ୍ ୨ ତାରିଖରେ ରୁଷିଆରୁ ଏକ ସ୍ୱତନ୍ତ୍ର ବିମାନ ଭୁବନେଶ୍ୱର ପହଞ୍ଚିବ । ଏସମ୍ପର୍କରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରି କହିଛନ୍ତି ଯେ, ବନ୍ଦେ ଭାରତ ମିଶନ ଅନ୍ତର୍ଗତ ଏକ ସ୍ୱତନ୍ତ୍ର ଏୟାର୍…

ଆସାମରେ ବନ୍ୟା ସ୍ଥିତି; ୩ ଲକ୍ଷ ଲୋକ ପ୍ରଭାବିତ

ଗୌହାଟୀ: ଆସାମରେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ପ୍ରାୟ ୧୧ ଜିଲ୍ଲାର ୩ ଲକ୍ଷ ବ୍ୟକ୍ତି ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଦୈନିକ ବନ୍ୟା ରିପୋର୍ଟ ଅନୁଯାୟୀ ଗୋଲପରା ଜିଲ୍ଲାର ରଙ୍ଗଜୁଲିରେ ଜଣଙ୍କର ମୃତ୍ୟୁ ଘଟିଛି। ଆହୁରି…