ପଶ୍ଚିମବଙ୍ଗରେ ଆଗୁଆ ନିର୍ବାଚନ ହୋଇପାରେ !
କୋଲକାତା: ପଶ୍ଚିମବଙ୍ଗରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଆଗୁଆ ବିଧାନସଭା ନିର୍ବାଚନ ହେବା ନେଇ ଅଟକଳ ଜୋର ଧରିଛି । ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ସରକାରର କାର୍ଯ୍ୟକାଳ ମେ ୩୦ରେ ଶେଷ ହେବ । ଏଥିନେଇ ଟିଏମସି, ବିଜେପି ଏବଂ ଅନ୍ୟ ଦଳଗୁଡିକ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛି ।…