Latest Odisha News

BREAKING NEWS

ନିଆରା ଦୀପାବଳି, ଯେଉଁଠି ପୂଜା ପାଆନ୍ତି କୁକୁର !

ଭୁବନେଶ୍ୱର: ହିନ୍ଦୁ ସଭ୍ୟତାରେ ଦୀପାବଳିକୁ ବେଶ ଧୁମ୍‌ଧାମ୍‌ରେ ଲୋକେ ପାଳନ କରିଥାନ୍ତି । ଘର ଧୋଇବାଠାରୁ ଆରମ୍ଭ କରି ରାତିରେ ଦୀପ ଓ ଆଲୋକ ସଜ୍ଜା କରିଥାନ୍ତି । ଉପହାର ଆଦାନପ୍ରଦାନ ସହ ସମସ୍ତଙ୍କ ମୁହଁରେ ଥାଏ ଉତ୍ସବର ଝଲକ । ଖାସ କରି ମା' ଲକ୍ଷ୍ମୀ ଓ ପ୍ରଭୁ ଗଣେଶଙ୍କୁ ଏହି ଦିନ ପୂଜା…

ମହାକାଶରୁ ମତଦାନ; ଦ୍ୱିତୀୟ ଥର ପାଇଁ ମହାକାଶରୁ ଭୋଟ୍‌ ଦେଲେ କେଟ୍‌; ଆମେରିକା ନିର୍ବାଚନ

ନୂଆଦିଲ୍ଲୀ: କରୋନା ମହାମାରୀ ହେତୁ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆସିଛି ଏବଂ ଏହି ଭାଇରସ୍ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ମଧ୍ୟ ବହୁତ ପ୍ରଭାବ ପକାଇଛି। ଆମେରିକାର ଅନେକ ସ୍ଥାନରେ ଭୋଟ୍ ପ୍ରତିଶତ ଅଧିକ ଦେଖାଯାଇଥିବାବେଳେ ଅନେକ ଲୋକ କରୋନା ଭୟ ହେତୁ ମତଦାନରୁ ନିଜକୁ ଦୂରେଇ…

ଅର୍ଣ୍ଣବ ଗୋସ୍ୱାମୀଙ୍କ ସ୍ୱାଧୀକାର ଭଙ୍ଗ ନୋଟିସ ମାମଲା:ମହାରାଷ୍ଟ୍ର ବିଧାନସଭା ସଚିବଙ୍କୁ ସୁପ୍ରିମକୋର୍ଟଙ୍କ ସମନ

ନୂଆଦିଲ୍ଲୀ: ଅର୍ଣ୍ଣବ ଗୋସ୍ୱାମୀଙ୍କ ସ୍ୱାଧୀକାର ଭଙ୍ଗ ନୋଟିସ ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ମହାରାଷ୍ଟ୍ର ସରକାରଙ୍କୁ ଭର୍ତ୍ସନା କରିଛି । ଏହି ମାମଲାରେ ରିପବ୍ଳିକ ଟିଭିର ମାଲିକ ଅର୍ଣ୍ଣବଙ୍କୁ ଗିରଫ କରାଯାଇପାରିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସମନ କରିବାକୁ ଯାଇ…

ଭାଇଜାଗରୁ ଧରା ହେଲା ଭୁବନେଶ୍ୱର ଏଟିଏମ୍ ଲୁଟେରା

ଭୁବନେଶ୍ୱର: ଭୁବନେଶ୍ୱରର ପଟିଆ ଅଞ୍ଚଳରୁ ଏଟିଏମ୍ ଲୁଟ୍ ଘଟଣାରେ ଦୁଇ ଜଣଙ୍କୁ ଆନ୍ଧ୍ରପ୍ରଦେଶର ଭାଇଜାଗ ପୋଲିସ ଗିରଫ କରିଥିବା ନେଇ ଶୁକ୍ରବାର ଦିନ ସୂଚନା ଦେଇଛନ୍ତି ଟ୍ୱିନସିଟି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗି । ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଷଡଙ୍ଗୀ କହିଛନ୍ତି ଯେ ଗିରଫ ଅଭିଯୁକ୍ତ…

ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ରାଜ୍ୟର ଏହି ୩ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବନୁମାନ ଅନୁଜାୟୀ କୋରାପୁଟ, ମାଲକାନଗିରି ଏବଂ ରାୟାଗଡା ଆଦି ୩ ଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଶନିବାର ସକାଳ ୮.୩୦ ମଧ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ…

“ଷ୍ଟପ୍‌ ଦ ଷ୍ଟିଲ” ଉପରେ ପ୍ରତିବନ୍ଧକ ଲଗାଇଲା ଫେସ୍‌ବୁକ୍‌

ଓକଲ୍ୟାଣ୍ଡ: ଫେସବୁକ ଗୁରୁବାର ଦିନ "ଷ୍ଟପ୍‌ ଦ ଷ୍ଟିଲ" ନାମକ ଏକ ବୃହତ ଗୋଷ୍ଠୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସମର୍ଥକ ରାଷ୍ଟ୍ରପତି ନିର୍ବାଚନ ଗଣନାରେ ବିରୋଧ ପ୍ରଦର୍ଶନ କରିବାରେ ବ୍ୟବହାର କରୁଥିଲେ। ଗୋଷ୍ଠୀର କିଛି ସଦସ୍ୟ ଏଥିରେ ହିଂସା…

୧୦ ଫୁଟ ଲମ୍ବର ଅଜଗର ଉଦ୍ଧାର

ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ଡ଼ାଲିଙ୍ଗିଆ ଗ୍ରାମରୁ ୧୦ ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ଔପଦା ବ୍ଲକ ଅଧିନ ଏହି ଗାଁର ଦିବାକର ସ୍ୱାଇଁ ନାମକ ଜଣେ ବ୍ୟକ୍ତିଙ୍କ ବାଡ଼ିରେ ଏକ ବିରାଟ ଅଜଗର ସାପ ଜାଲରେ ଛନ୍ଦି ହୋଇପଡିଥିବା ନଜର…

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ; ୨ ବନ ଅଧିକାରୀଙ୍କ ଅଫିସରେ ଭିଜିଲାନ୍ସର ଚଢାଉ

ବ୍ରହ୍ମପୁର: ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଶୁକ୍ରବାର ଦିନ ବ୍ରହ୍ମପୁର ଓ ଚିଲିକାର ଡିଭିଜନାଲ୍ ଫରେଷ୍ଟ ଅଫିସରେ ଘରେ ଚଢାଉ କରିଛି । ସମ୍ପୃକ୍ତ ଦୁଇ ଅଧିକାରୀଙ୍କ ମଧ୍ୟରେ ରହିଛନ୍ତି- ଖୋର୍ଦ୍ଧା ବାଲୁଗାଁସ୍ଥିତ ଚିଲିକା ଡିଏଫଓ ଅଫିସର ଜୁନିଅର ଆକାଉଣ୍ଟାଣ୍ଟ…

୧୨୦ ବର୍ଷର ଇତିହାସରେ ସର୍ବାଧିକ ମତଦାନ ହୋଇଥିବା ନିର୍ବାଚନ; ଆମେରିକା ନିର୍ବାଚନ

ନୂଆଦିଲ୍ଲୀ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ। ଜୋ ବାଇଡେନ୍‌ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କଡା ସଂଘର୍ଷ ଜାରି ରହିଛି। ଚଳିତ ବର୍ଷ ନିର୍ବାଚନକୁ ଯେତିକି ଉତ୍କଣ୍ଠା ଦେଖିବାକୁ ମିଳିଥିଲା ଏବଂ ଫଳାଫଳ ମଧ୍ୟ ସେତିକି ଆକର୍ଷଣୀୟ ହେଉଛି।…

ନ‌େପୋଟିଜମ୍‌କୁ ନେଇ ଅଭିଷେକଙ୍କ ବୟାନ; ‘ମୁଁ ପାପାଙ୍କ ପାଇଁ ଫିଲ୍ମ ତିଆରି କରିଛି ସେ ମୋ ପାଇଁ…

ନୂଆଦିଲ୍ଲୀ: ଅନେକ ସମୟରେ ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନଙ୍କୁ ତାଙ୍କ ପିତା ଅମିତାଭ୍‌ ବଚ୍ଚନ ସହିତ ତୁଳନା କରାଯାଉଛି। ସେ ତାଙ୍କ ଅଭିନୟକୁ ନେଇ ହେଉ ବା ତାଙ୍କ ସ୍ୱର। ତେବେ ଏହି କାରଣରୁ ଅଭିଷେକଙ୍କୁ ବହୁ କ୍ଷତି ସହିବାକୁ ମଧ୍ୟ ପଡିଛି। ନିକଟରେ ଅଭିଷେକ ଏକ ବିବୃତ୍ତିରେ କହିଛନ୍ତି ଯେ…