Latest Odisha News

BREAKING NEWS

ବଲାଙ୍ଗୀରରେ ଚିହ୍ନଟ ୭ ପଜିଟିଭଙ୍କ ସମ୍ପର୍କରେ ତଥ୍ୟ ଦେଲେ ପ୍ରଶାସନ

ବାଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ରବିବାର ଦିନ ଚିହ୍ନଟ ହୋଇଛନ୍ତି ଆଉ ସାତଟି କରୋନା ପଜିଟିଭ। ଯାହା ଫଳରେ ଓଡିଶାରେ ମୋଟ୍ ଆକ୍ରାନ୍ତ ଙ୍କ ସଂଖ୍ୟା ୧,୨୭୬କୁ ଛୁଇଁଛି। ଏହି ସାତଟି ମାମଲା ମଧ୍ୟରୁ ଦୁଇଟି ଅଗଲପୁର ଏବଂ ସଇଁତଲା ବ୍ଲକ ଏବଂ ଗୋଟିଏ ଲେଖାଏଁ ମାମଲା ଜିଲ୍ଲାର ଲୋଇସିଂହା,…

ବରଗଡ଼କୁ ଛୁଇଁଲା କରୋନା: ଚିହ୍ନଟ ହେଲେ ଜଣେ ପଜିଟିଭ

ବରଗଡ଼: ରାଜ୍ୟରେ ହୁ ହୁ ହୋଇ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଜିଲ୍ଲା ପରେ ଜିଲ୍ଲାକୁ ଏହା ନିଜ କବଳକୁ ନେଇ ଚାଲିଛି ।ଓଡ଼ିଶାର ଆଉ ଏକ ଜିଲ୍ଲା ବରଗଡ଼କୁ ନିଜ କବଳକୁ ନେଇଛି କରୋନା । ବରଗଡ଼ ଜିଲ୍ଲାରେ ପ୍ରଥମ କରି ଚିହ୍ନଟ ହୋଇଛନ୍ତି ଜଣେ କରୋନା ପଜିଟିଭ୍ । ଏହି…

ବଢୁଛି ଚିନ୍ତା: ୨୪ ଘଣ୍ଟାରେ ସର୍ବାଧିକ ୬୭୬୭ ସଂକ୍ରମିତ, ୧୪୭ ମୃତ

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…

ଏଣିକି ଘରେ ପହଞ୍ଚିବ ମଦ; ଆଜିଠୁ ରାଜ୍ୟରେ ଆରମ୍ଭ ହେଲା ‘ମଦ ହୋମ ଡିଲିଭରି’

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଆରମ୍ଭ ହେଇଛି ମଦ ହୋମ୍ ଡେଲିଭରି । ଏନେଇ ଶନିବାର ଦିନ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଲାଇସେନ୍ସ ପ୍ରାପ୍ତ ମଦ ଦୋକାନୀ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍‌ରେ ମଦ ଡିଲିଭରି ଦେଇ ପାରିବେ। ମିଳିଥିବା ସୂଚନା ଅନୁସାରେ ବିଦେଶୀ ମଦ ଓ ବିୟରର ଏମଆରପି ଉପରେ ୫୦% କୋଭିଡ…

ପ୍ରବସୀଙ୍କୁ ନେଇ ଓଡିଶା ଆସୁଥିବା ଟ୍ରେନରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ବଲାଙ୍ଗୀର: ପ୍ରବାସୀ ଶ୍ରମିକଙ୍କୁ ନେଇ ଓଡିଶା ଆସୁଥିବା ଏକ ଟ୍ରେନ୍ ଭିତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହି ଟ୍ରେନଟି ପ୍ରବସୀଙ୍କୁ ନେଇ ବିଶାଖାପାଟଣାରୁ ବଲାଙ୍ଗୀର ଆସିଥିଲା । ଫେରିବା ବାଟରେ ହିଁ ମହିଳାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ମହିଳାଙ୍କ ଘର…

କରୋନା ପଜିଟିଭ ଚିହ୍ନଟ ହେଲେ ବଲିଉଡର ଏହି ବରିଷ୍ଠ ଅଭିନେତା

ମୁମ୍ବାଇ: ବଲିଉଡ ଅଭିନେତା କିରଣ କୁମାର କରୋନା ପଜିଟିଭ ଚିହ୍ନଟ ହୋଇଥିବା ଶନିବାର ବିଳମ୍ବିତ ରାତିରେ ପ୍ରକାଶ କରିଛନ୍ତି । ମେ ୧୪ ରୁ ସେ କରୋନା ପଜିଟିଭ ଚିହ୍ନଟ ହେବା ପରଠାରୁ ସେ ହୋମ କ୍ୱାରେଣ୍ଟାଇନରେ ରହୁଥିବା କହିଛନ୍ତି କିରଣ। ଉଭୟ ବଡ ଏବଂ ଛୋଟ ପରଦାରେ କାମ କରି ଲୋକଙ୍କ ପ୍ରିୟ…

୧୦୦ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ଠାରେ କରୋନା ଭ୍ୟାକ୍ସିନର ସଫଳ ପରୀକ୍ଷଣ କଲା ଚୀନ !

ନୂଆଦିଲ୍ଲୀ: କରୋନା ଭାଇରସକୁ ନଷ୍ଟ କରିବାରେ ସଫଳ ହୋଇଛି ଚାଇନରେ ପ୍ରସ୍ତୁତ ହୋଇଥିବା ଏକ ଭ୍ୟାକ୍ସିନ୍‌ । ଏସମ୍ପର୍କରେ ମେଡିକାଲ ଜର୍ଣ୍ଣାଲ ଲାନସେଟ୍‌ରେ ଏକ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟରେ ପ୍ରକାଶ ଯେ, ଚୀନରେ ପ୍ରସ୍ତୁତ ଏହି ଭ୍ୟାକ୍ସିନ୍‌ ୧୦୦ ରୁ ଉର୍ଦ୍ଧ୍ବ କରୋନା…

ଘରେ ଡାଇନୋସର ଥିବା ଟ୍ୱିଟ କରି ଜଣାଇଲେ ଅନୁଷ୍କା: ଉଦ୍ଧାର କରିବାକୁ ଅନୁମତି ମାଗିଲେ ନାଗପୁର ପୋଲିସ !

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କାଙ୍କ ଘରେ ଡାଇନୋସର! ଆଶ୍ଚର୍ଯ୍ୟ ହୋଇଗଲେ କି? ତାହେଲେ ଜାଣନ୍ତୁ ପ୍ରକୃତ କଥାଟି କ'ଣ? ନିକଟରେ ଅଭିନେତ୍ରୀ ଅନୁଷ୍କା ଶର୍ମା ଇନଷ୍ଟାଗ୍ରାମରେ ନିଜ କ୍ରିକେଟର ସ୍ୱାମୀ ବିରାଟ କୋହଲିଙ୍କର ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ସ୍ୱାମୀ…

ପୁଣି ଦୁଃଖରେ ବୁଡିଲା ବଲିଉଡ: କ୍ୟାନସରରେ ପ୍ରାଣ ହରାଇଲେ ରେଡ୍ଡୀ ସିନେମାର ଏହି ଅଭିନେତା

ମୁମ୍ବାଇ: କିଛିଦିନ ମଧ୍ୟରେ ଅନେକ ନାମିଦାମୀ କଳାକାର ହରାଇଲାଣି ବଲିଉଡ । ଶନିବାର ଦିନ ଏହି ତାଲିକାରେ ଯୋଡି ହୋଇଛି ଆଉ ଜଣେ ବଲିଉଡ କଳାକାରଙ୍କ ନାମ । ଏହି ଯୁବ ଅଭିନେତାଙ୍କ ନାମ ହେଉଛି ମୋହିତ ବାଗେଲ। ସଲମାନ ଖାନ ଅଭିନୀତ ‘ରେଡ୍ଡୀ’ ଚଳଚ୍ଚିତ୍ରରେ ଅମର ଚୌଧୁରୀ ଭୂମିକାରେ ଅଭିନୟ କରି…

ବଢୁଥିବା ସଂକ୍ରମଣ ସତ୍ତ୍ୱେ ଏହି ରାଜ୍ୟରେ କୋହଳ ହେଲା କ୍ୱାରେଣ୍ଟାଇନ ନିୟମ !

ବେଙ୍ଗାଲୁରୁ: ସାରା ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟାଭି। ଏହି ସଂକ୍ରମଣ ବିସ୍ତାରରେ ସାମାନ୍ୟ ରୋକ ଲଗାଇବା ପାଇଁ ସାରା ଦେଶ ଏବେ ଲକଡାଉନ । ତେବେ ଏଓଆରୀ ଘଡିସନ୍ଧି ମୁହୂର୍ତ୍ତରେ ନିଜ ରାଜ୍ୟରେ କ୍ୱାରେଣ୍ଟାଇନ କେନ୍ଦ୍ରର ନିୟମକୁ କୋହଳ କରିଛନ୍ତି…