ମଣିଷର ପ୍ରକୃତ ବନ୍ଧୁ କୁକୁର: ମାଲିକର ପିଲାଙ୍କୁ ବଞ୍ଚାଇବାକୁ ଯାଇ କୁକୁର ଦେଲା ପ୍ରାଣବଳି
ଭୁବନେଶ୍ୱର: ବଲିଉଡ ଚଳଚ୍ଚିତ୍ର ତେରୀ ମେହେରବାନିଆର କାହାଣୀ ମନେ ପଡିଲେ ଆଖିଆଗରେ ନାଚି ଯାଏ ମଣିଷର ପ୍ରକୃତ ବନ୍ଧୁ କୁକୁରର ବିଶ୍ୱସ୍ଥନିୟତା କଥା । ଭୁବନେଶ୍ୱରର ବାହାରେ ଥିବ ଯାଆଁଳା ପୋଲିସ ଷ୍ଟେସନ ଅନ୍ତର୍ଗତ ମୁଣ୍ଡମୁହାଁଣ ଗ୍ରାମରେ ଘଟି ଯାଇଛି ଏଭଳି ଏକ ଘଟଣା, ଯାହା କୁକୁର ଯେ ମଣିଷର…