Latest Odisha News

BREAKING NEWS

ଏଥର ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର ବନ୍ଦ!

ଭୁବନେଶ୍ୱର: ଏଥର ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର ବନ୍ଦ । କରୋନା କଟକଣା ପାଇଁ ଚଳିତ ବର୍ଷ ଏହି ପୁରସ୍କାର ଉତ୍ସବ ହେବନି । ଏଯାଏଁ ସଂସ୍କୃତି ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ବାହାରିନି । ପୁରସ୍କାର ଚୟନ ଲାଗି ବିଚାରକ କମିଟି ଗଢ଼ା ଯାଇନି । ତେଣୁ ଏଥିରୁ ସ୍ପଷ୍ଟ ହୋଇଯାଉଛି,…

‘ଏକାମ୍ର କାନନରୁ ଗଛ କଟାଗଲେ ନବୀନ ନିବାସ ଆଗରେ ସତ୍ୟାଗ୍ରହ ହେବ’

ଭୁବନେଶ୍ୱର: ଭୁବନେଶ୍ୱର ଏକାମ୍ରକାନନ ଫାର୍ମ ଜମିକୁ ନେଇ ସାଧାରଣ ପ୍ରଶାସନ ବିଭାଗକୁ ହସ୍ତାନ୍ତର ବିରୋଧରେ ବିଜେପି ପକ୍ଷରୁ ଫାର୍ମ ସମ୍ମୁଖରେ ବିରୋଧ ପ୍ରଦର୍ଶନ । ଭୁବନେଶ୍ୱର ଏକାମ୍ର ଉଦ୍ୟାନ ପରିସରରୁ ଗୋଟିଏ ବି ଗଛ କଟାଯିବାକୁ ଦିଆଯିବନି। ଗଛ କଟାଗଲେ ନବୀନ ନିବାସ ଆଗରେ ସତ୍ୟାଗ୍ରହ ହେବ।…

ସର୍ବାଧିକ କାର୍ଟୁନ୍ ଚରିତ୍ର ଚିହ୍ନି ବିଶ୍ୱ ରେକର୍ଡ କଲେ ୫ ବର୍ଷୀୟ !

ଭୁବନେଶ୍ୱର: କାର୍ଟୁନ୍ କଥା ପଡିଲେ ମନେପଡିଯାଏ ଆମ ପିଲାଦିନ କଥା । ହେଲେ କିଛି ବଛାବଛା କାର୍ଟୁନ୍ ଚରିତ୍ର ଛଡା ଅଧିକାଂଶ ଚରିତ୍ରଙ୍କୁ ଆମ ମାନସପଟରେ ନଥାଏ । ହେଲେ ମାତ୍ର ଗୋଟିଏ ମିନିଟ୍‌ରେ ସର୍ବାଧିକ କାର୍ଟୁନ୍ କ୍ୟାରେକ୍ଟର ଚିହ୍ନି ଜଣେ ୫ ବର୍ଷୀୟ ଗିନିଜ୍ ବିଶ୍ୱ ରେକର୍ଡରେ ସ୍ଥାନ…

ବାଜି ମାରିଲା ‘ସମୋସା କାକ୍‌ସ’; ଆମେରିକା ନିର୍ବାଚନ

ନୂଆଦିଲ୍ଲୀ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗଣନା ଜାରି ରହିଛି। ପ୍ରାରମ୍ଭିକ ଧାରା ବର୍ତ୍ତମାନ ଆସିବା ଆରମ୍ଭ କରିଛି। ଏହି ନିର୍ବାଚନରେ ​​ଭାରତୀୟ-ଆମେରିକୀୟ ମତଦାତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ସୂଚନାଯୋଗ୍ୟ ଏହି ସମୟ ମଧ୍ୟରେ ଭାରତୀୟ ମୂଳରୁ ୪ ଜଣ ପ୍ରାର୍ଥୀ…

ଆଇପିଏଲ: ଦିଲ୍ଲୀ-ବାଙ୍ଗାଲୋର ପ୍ରଥମ ଏବଂ ମୁମ୍ବାଇ ୫ମ ଟାଇଟଲ ଲକ୍ଷ୍ୟରେ

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍ ଅନ୍ତିମ ପର୍ଯ୍ୟାୟରେ ପହଂଚିଯାଇଛି । ସମସ୍ତ ଲିଗ୍ ମ୍ୟାଚ ଖେଳାଯିବା ପରେ ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ଲେ ଅଫରେ ପ୍ରବେଶ କରିଛି । ଦିଲ୍ଲୀ ଓ ବାଙ୍ଗାଲୋର ପ୍ରଥମ ଏବଂ…

ରାଷ୍ଟ୍ରପତି ନିର୍ବାଚନକୁ ନେଇ ଅଭିଯୋଗ ଆଣିଲେ ଟ୍ରମ୍ପ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ସାଂଘାତିକ ଅଭିଯୋଗ ଆଣିଲେ ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ କହିଛନ୍ତି ସେମାନେ ଏବେ ଆଗରେ ଅଛନ୍ତି । ତେବେ ଭୋଟିଂ ବନ୍ଦ ହେବା ପରେ ବି ଜାରି ରହିଛି ମତଦାନ । ଯାହାକି ନିୟମ ଉଲଂଘନ । ଏପରି କରିବା ଦ୍ୱାରା ଫଳାଫଳକୁ ଚୋରି କରିବାକୁ ବିରୋଧୀ…

ଦିଲ୍ଲୀ ବିମାନବନ୍ଦର ଉଡାଇ ଦେବାକୁ ଧମକ ଦେଲା ଖାଲିସ୍ତାନ ସଂଗଠନ

ନୂଆଦିଲ୍ଲୀ: ଦିଲ୍ଲୀ ବିମାନବନ୍ଦର ସମେତ ଅନେକ ସ୍ଥାନରେ ଖାଲିସ୍ତାନୀ ସଂଗଠନ ବିସ୍ଫୋରଣ ହେବାର ଧମକ ଦେଇଛନ୍ତି। ଖାଲିସ୍ତାନ ସମର୍ଥକ ସଂଗଠନ ଶିଖ୍ ଫର ଜଷ୍ଟିସ୍ ଡିସିପି ବିମାନବନ୍ଦରେ ରାଜୀବ ରଂଜନଙ୍କ ଫଟୋକୁ ଲଗାଇ 'ଫେସ୍‌‌ ଅଫ୍‌ ଟେରର୍‌' ବୋଲି ଘୋଷଣା କରିଛନ୍ତି। ଏହା ସହିତ ଖାଲିସ୍ତାନ…

ଜେସିବିକୁ ଧକ୍କା ଦେଲା କାର୍‌, ଜଣେ ମୃତ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ଅର୍ଜୁନପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟେଲିଫୋନ ମରାମତି ପାଇଁ ରାସ୍ତା କଡରେ ଛିଡା ହୋଇଥିବା ଜେସିବିକୁ ଏକ କାର୍ ଧକ୍କା ଦେଇଥିଲେ। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି । ମୃତକ…

ବିଶ୍ୱ କରୋନା ମିଟର; ୨୪ ଘଣ୍ଟାରେ ୪.୮୩ ଲକ୍ଷ କରୋନା ମାମଲା ଚିହ୍ନଟ

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ କରୋନା ମହାମାରୀ ପୁଣି ଥରେ ଭୟଙ୍କର ରୂପ ନେଇଛି। ଏହାର ବିପଦ ଦିନକୁ ଦିନ ବୃଦ୍ଧି ପାଉଛି। ଦୁନିଆରେ କରୋନା ସଂକ୍ରମଣର ସଂଖ୍ୟା ସାଢେ ଚାରି କୋଟି ୭୮ ଲକ୍ଷ ଅତିକ୍ରମ କରିଛି। ଏଥିମଧ୍ୟରୁ ୧୨ ଲକ୍ଷ ୧୯ ହଜାରରୁ ଅଧିକ ରୋଗୀ ପ୍ରାଣ ହରାଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ…

୫୫ତମ ଜନ୍ମଦିନକୁ ନିଆରା ଢ଼ଙ୍ଗରେ ପାଳିଲେ ମିଲିନ୍ଦ, ଉଲଗ୍ନ ହୋଇ ସମୂଦ୍ରକୂଳରେ ଦୌଡିଲେ

ମୁମ୍ବାଇ: ଚମକେଇ ଦେଲେ ମଡେଲ ତଥା ଅଭିନେତା ମିଲିନ୍ଦ ସୋମନ । ୫୫ତମ ଜନ୍ମଦିବସକୁ ସେ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି । ସୋସିଆଲ ମିଡିଆରେ ସମୂଦ୍ରକୂଳରେ ୧୨ କିଲୋମିଟର ଉଲଗ୍ନ ହୋଇ ଦୌଡୁଥିବା ଫଟୋ ଶେୟାର କରି ସେ ଲେଖିଛନ୍ତ ହାପି ବାର୍ଥ ଡେ ଟୁ ମି । ଏହି ଫଟୋ ତାଙ୍କ ପତ୍ନୀ ଅଙ୍କିତ କୁଅଁର…