Latest Odisha News

BREAKING NEWS

ଏ ମାସରେ ହିଁ ଖୋଲିବ ସ୍କୁଲ

ଭୁବନେଶ୍ୱର: ଚଳିତ ମାସ ଅର୍ଥାତ ନଭେମ୍ବର ମାସରେ ହିଁ ଖୋଲିବ ସ୍କୁଲ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ନବମରୁ ଦଶମ ଯାଏଁ ସମ୍ପୂର୍ଣ୍ଣ କ୍ଲାସ ହେବ । ତେବେ ପିଲାଙ୍କୁ ସ୍କୁଲ ଛାଡିବାକୁ ଯଦି ଅଭିଭାବକ ରାଜି ନହୁଏନ୍ତି ତେବେ ଅନ୍‌ଲାଇନ୍‌ରେ କ୍ଲାସ…

ଖୁବ୍‌ ଶୀଘ୍ର ବଲିଉଡ୍‌ରେ ପାଦ ଦେବେ ଇବ୍ରାହିମ୍‌ ଅଲ୍ଲୀ ଖାନ୍‌

ନୂଆଦିଲ୍ଲୀ: ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ପୁଅ ଇବ୍ରାହିମ ଅଲ୍ଲୀ ଖାନ୍‌ ମଧ୍ୟ ତାଙ୍କ ପିତାଙ୍କ ପଦ ଅନୁସରଣ କରିବାକୁ ପ୍ରସ୍ତୁତ ଅଛନ୍ତି। ରିପୋର୍ଟ ଅନୁଯାୟୀ ସୈଫ ଅଲି ଖାନଙ୍କ ପୁଅ ଇବ୍ରାହିମ ଅଲ୍ଲୀ ଖାନ ଏବେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ସଜବାଜ ହେଉଛନ୍ତି। ସୈଫ୍‌ ନିଜେ ଏହି…

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ଅନୁଗୁଳ: ଭିଜିଲାନ୍ସ ଜାଲରେ ଅନୁଗୁଳର ଜିଲ୍ଲା ବଇଣ୍ଡା ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ବସ୍ତିଆଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ତାଙ୍କ ସରକାରୀ କାର୍ଯ୍ୟାଳୟ ଓ କ୍ୱାଟର୍ସରେ ଭିଜିଲାନ୍ସ ଚଢ଼ାଉ କରିଛି…

ଆମେରିକା ରାଷ୍ଟ୍ରପତି ନିର୍ବାଚନ ମଧ୍ୟରେ ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡ୍‌ କରୁଛି ପନିର୍‌ ଟିକ୍କା

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ସମୟରେ ପନିର୍‌ ଟିକ୍କା ହଠାତ୍ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଯେତେବେଳେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଟ୍ୱିଟର୍‌ରେ ଭାରତୀୟ ଖାଦ୍ୟର ଟ୍ରେଣ୍ଡ୍‌ ହୋଇଥିବାର ଦେଖିଲେ, ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ଏହି…

ଅର୍ଣ୍ଣବଙ୍କୁ ଉଠାଇ ନେଲା ମୁମ୍ବାଇ ପୋଲିସ, କଡା ନିନ୍ଦା କଲେ କେନ୍ଦ୍ର ମନ୍ତ୍ରୀ

ମୁମ୍ବାଇ: ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଆଜି ସକାଳୁ ଉଠାଇ ନେଇଛି ମୁମ୍ବାଇ ପୋଲିସ । ବିନା ନୋଟିସରେ ପୋଲିସର ୧୦ରୁ ଅଧିକ ଅଧିକାରୀ ତାଙ୍କ ଘରେ ପଶି ଜୋର ଜବରଦସ୍ତ ତାଙ୍କୁ ଉଠାଇ ନେଇଥିବା ଜଣାପଡିଛି । ୨୦୧୮ର ଏକ ମାମଲାରେ ଅର୍ଣ୍ଣବଙ୍କୁ ଗିରଫ କରାଯାଇଥିବା…

ଟ୍ରମ୍ପ-ବିଡେନ୍ କଡ଼ା ଟକ୍କର: କିଏ କେଉଁଠି ବିଜୟୀ ?

ଓ୍ୱାଶିଂଟନ୍: ଡୋନାଲ୍ଡ ଟ୍ରମ୍ପ ନା ଜୋ ବିଡେନ୍ ? କିଏ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି । ଆଜି ସ୍ପଷ୍ଟ ହୋଇଯିବ । ବର୍ତ୍ତମାନ ସୁଦ୍ଧା ଇଲେକ୍ଟୋରାଲ୍ ଭୋଟରେ ଆଗରେ ଅଛନ୍ତି ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଜୋ ବିଡେନ୍ । ସେ ୨୨୩ଟି ଇଲେକ୍ଟୋରାଲ ଭୋଟ ସହ ଆଗୁଆ ରହିଥିଲା ବେଳେ…

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ସେୟାର ବଜାରକୁ ନିମ୍ନମୁଖୀ କରିପାରେ

ନୂଆଦିଲ୍ଲୀ: ରାଜନୀତି ଠାରୁ ଆରମ୍ଭ କରି ଅର୍ଥନୀତି କ୍ଷେତ୍ରରେ ଯଦି କୌଣସି ପ୍ରକାର ଅନିଶ୍ଚିତତା ଦେଖାଦିଏ ତାହେଲେ ନିବେଶକଙ୍କ ବ୍ୟବହାରରେ ହଠାତ ପରିବର୍ତ୍ତନ ଆସିଥାଏ। ବର୍ତ୍ତମାନ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଓ ଜୋ ବିଡେନ୍‌ ରାଷ୍ଟ୍ରପତି ପ୍ରାର୍ଥୀ…

ରାଜ୍ୟରେ ପୁଣି ବାହାରିଲେ ୧୪୭୪ କରୋନା ସଂକ୍ରମିତ, ଶୀର୍ଷରେ ଖୋର୍ଦ୍ଧା

ଭୁବନେଶ୍ୱର: ରାଜ୍ୟରୁ ପୁଣି ଚିହ୍ନଟ ହେଲେ କରୋନା ସଂକ୍ରମିତ । ତେବେ ପୂର୍ବ ଦିନ ତୁଳନାରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଂଟାରେ ରାଜ୍ୟରୁ ୧୪୭୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୫୫ଜଣ କ୍ବାରେଣ୍ଟାଇନ୍‌ରେ…

ରାଜ୍ୟରେ କରୋନା ନେଲାଣି ୧, ୩୬୪ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ୍ । ପ୍ରତିଦିନ ୧୦ରୁ ଅଧିକ ଆକ୍ରାନ୍ତ ମୃତ୍ୟୁବରଣ କରୁଛନ୍ତି । ଗତ ୨୪ ଘଣ୍ଟାରେ ଆଉ ୧୨ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ୭ ଜିଲ୍ଲାରୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । 2.A 40-year-old female…

ଡିସେମ୍ବରରେ ବାହା ହେବେ ଆଦିତ୍ୟ; ବିବାହ ପ୍ରସ୍ତୁତି ପାଇଁ ସୋସିଆଲ୍‌ ମିଡିଆରୁ ଏବେଠୁ ନେଲେଣି ବ୍ରେକ୍

ନୂଆଦିଲ୍ଲୀ: ଗାୟକ ତଥା ଟିଭି ହୋଷ୍ଟ ଆଦିତ୍ୟ ନାରାୟଣ ଖୁବ୍‌ ଶୀଘ୍ର ତାଙ୍କ ଗର୍ଲଫ୍ରେଣ୍ଡ ଶ୍ୱେତା ଅଗ୍ରୱାଲଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଏ ନେଇ ଆଦିତ୍ୟ ନିଜେ ଏହି ଖୁସି ଖବର ତାଙ୍କ ପ୍ରଶଂସକମାନଙ୍କୁ ସୋସିଆଲ୍‌ ମିଡିଆରେ ଜରିଆରେ ଦେଇଛନ୍ତି। ସେ କେବେ ଶ୍ୱେତା…