Latest Odisha News

BREAKING NEWS

ପାକିସ୍ତାନରେ ବିମାନ ଦୁର୍ଘଟଣା; ୧୦୦ ଜଣ ଯାତ୍ରୀଙ୍କୁ ନେଇ କରାଚୀ ଯାଉଥିଲା ବିମାନ

ଇସ୍ଲାମାବାଦ: ଲାହୋରରୁ ଏକ ପାକିସ୍ତାନ ଇଣ୍ଟରନ୍ୟାସନାଲ୍ ଏୟାରଲାଇନ ବିମାନ କରାଚୀ ଅଭିମୁଖେ ଯାତ୍ରା କରୁଥିିବା ବେଳେ କରାଚୀ ବିମାନ ବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନରେ ସମୁଦାୟ ୧୦୦ ଜଣ ଯାତ୍ରୀ ଥିଲେ । Pakistan International Airlines (PIA) flight from…

ଓଡ଼ିଶା ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ସମୀକ୍ଷା କରିବେ ଅମ୍ଫାନ୍ ବାତ୍ୟା ପରବର୍ତ୍ତୀ ସ୍ଥିତି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଓଡ଼ିଶାରେ ଅନୁଭୂତ ହୋଇଥିବା ଅମ୍ଫାନ ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ମୋଦୀ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ…

ଜିଓ ପ୍ଲାଟଫର୍ମ୍‌ସରେ ୧୧,୩୬୭ କୋଟି ଟଙ୍କା ନିବେଶ କରିବ କେକେଆର୍‌

ଭୁବନେଶ୍ୱର/ମୁମ୍ବାଇ: ବିଶ୍ୱର ପ୍ରତିଷ୍ଠିତ ନିବେଶକାରୀ ସଂସ୍ଥା କେକେଆର୍, ଜିଓ ପ୍ଲାଟଫର୍ମସରେ ୧୧,୩୬୭ କୋଟି ଟଙ୍କା ପୁଞ୍ଜିନିବେଶ କରିବ ବୋଲି ସୂଚନା ମିଳିଛି । ଜିଓ ପ୍ଲାଟଫର୍ମସର ମୋଟ ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କା ଏବଂ ଓଦ୍ୟୋଗିକ ମୂଲ୍ୟ ୫.୧୬ ଲକ୍ଷ କୋଟି ଟଙ୍କା ଆକଳନ…

ବାତ୍ୟା ଅମ୍ଫାନ: ପଶ୍ଚିମବଙ୍ଗ ଲାଗି ୧୦୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ

କୋଲକାତା: ଅମ୍ଫାନ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ପଶ୍ଚିମବଙ୍ଗ ଲାଗି ୧୦୦୦ କୋଟି ଟଙ୍କାର ଆଗୁଆ ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ଆକାଶମାର୍ଗରୁ ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗର ବାତ୍ୟା ପ୍ରଭାବିତ ଅଞ୍ଚଳ ଗୁଡ଼ିକୁ ସର୍ବେକ୍ଷଣ କରିବା ସହିତ…

ଲକ୍‌ଡାଉନ ରେସିପି : ଗଂଜାମରୁ ମିତାଲି ମିଶ୍ରଙ୍କ ଛତୁ ବରା

ଭୁବନେଶ୍ୱର : www.odishabytes.com ଓ www.odishasambad.in ପକ୍ଷରୁ ଏପ୍ରିଲ ମାସ ଶେଷ ସପ୍ତାହରୁ ଆରମ୍ଭ ହୋଇଥିଲା ଲକ୍‌ଡାଉନ ରେସିପି ପ୍ରତିଯୋଗିତା । ଏଥିରେ ବହୁ ସଂଖ୍ୟାରେ ଭାଗ ନେଇ ପ୍ରତିଯୋଗୀ ଆମକୁ ତାଙ୍କର ଇନୋଭେଟିଭ୍ ରେସିପି ପ୍ରସ୍ତୁତ କରି ଭିଡିଓ ପଠାଇଥିଲେ । ଏହାକୁ ଆମେ…

ଲକ୍‌ଡାଉନ ରେସିପି : ବେଙ୍ଗାଳୁରୁରୁ ଶୁଭଶ୍ରୀ ମହାପାତ୍ରଙ୍କ ଚୋକୋ ମୁଜ୍ କେକ୍‌

ଭୁବନେଶ୍ୱର : www.odishabytes.com ଓ www.odishasambad.in ପକ୍ଷରୁ ଏପ୍ରିଲ ମାସ ଶେଷ ସପ୍ତାହରୁ ଆରମ୍ଭ ହୋଇଥିଲା ଲକ୍‌ଡାଉନ ରେସିପି ପ୍ରତିଯୋଗିତା । ଏଥିରେ ବହୁ ସଂଖ୍ୟାରେ ଭାଗ ନେଇ ପ୍ରତିଯୋଗୀ ଆମକୁ ତାଙ୍କର ଇନୋଭେଟିଭ୍ ରେସିପି ପ୍ରସ୍ତୁତ କରି ଭିଡିଓ ପଠାଇଥିଲେ । ଏହାକୁ ଆମେ…

ଲକ୍‌ଡାଉନ ରେସିପି : ନୂଆଦିଲ୍ଲୀରୁ ସ୍ମିତା ନନ୍ଦଙ୍କ ଭେଜ୍ ସୋୟା ସିଖ୍ କବାବ୍

ଭୁବନେଶ୍ୱର : www.odishabytes.com ଓ www.odishasambad.in ପକ୍ଷରୁ ଏପ୍ରିଲ ମାସ ଶେଷ ସପ୍ତାହରୁ ଆରମ୍ଭ ହୋଇଥିଲା ଲକ୍‌ଡାଉନ ରେସିପି ପ୍ରତିଯୋଗିତା । ଏଥିରେ ବହୁ ସଂଖ୍ୟାରେ ଭାଗ ନେଇ ପ୍ରତିଯୋଗୀ ଆମକୁ ତାଙ୍କର ଇନୋଭେଟିଭ୍ ରେସିପି ପ୍ରସ୍ତୁତ କରି ଭିଡିଓ ପଠାଇଥିଲେ । ଏହାକୁ ଆମେ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୩ କରୋନା ଆକ୍ରାନ୍ତ; ୪୩୬ ରେ ପହଞ୍ଚିଲା ଆରୋଗ୍ୟଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୪୩ କରୋନା ପଜିଟିଭ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ସୁସ୍ଥତା ସଂଖ୍ୟା ୪୩୬ କୁ ବୃଦ୍ଧି ପାଇଛି। ଆଜି ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ୧୫…

ମେ’ ୩୧ ପର୍ଯ୍ୟନ୍ତ ବିମାନ ଚଳାଚଳ ଆରମ୍ଭ ନ’କରାଯାଉ; କେନ୍ଦ୍ରକୁ ଜଣାଇଲା ତାମିଲନାଡୁ

ନୂଆଦିଲ୍ଲୀ: ତାମିଲନାଡୁ ରାଜଧାନୀ ଚେନ୍ନାଇରେ ଏବେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇ ଚାଲିଛି । ଏହାକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ମେ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିଥିବା ଲକ୍‌ଡାଉନ୍ ଅବଧିରେ ବିମାନ ଚଳାଚଳ ବନ୍ଦ ରଖିବାକୁ କେନ୍ଦ୍ରକୁ ଅନୁରୋଧ କରିଛି । ଅଧିକ…

ଓଡ଼ିଶାରେ ଆଉ ଗୋଟିଏ ଡୋପଲର ରାଡାର ସ୍ଥାପନ କରାଯିବ: ଆଇଏମଡି ଡିଜି

ଭୁବନେଶ୍ୱର: ବାତ୍ୟା ସମ୍ପର୍କିତ ସଠିକ୍ ତଥା କ୍ଷୟକ୍ଷତିର ଆକଳନ କରି ଗତ କିଛି ବର୍ଷ ମଧ୍ୟରେ ଓଡିଶାକୁ ସାହାଯ୍ୟ କରିଆସୁଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଫାଇଲିନ୍, ଫନି ଏବଂ ଅମ୍ଫାନ୍ ଭଳି ବାତ୍ୟାକୁ ନେଇ ପାଣିପାଗ ବିଭାଗର ଆକଳନ ସଠିକ୍ ରହିଛି। “ବାତ୍ୟା ଅମ୍ଫାନ୍ ଜେନେସିସ୍,…