ଆଜି ରାଷ୍ଟ୍ରୀୟ ଯୁବ ସଂସଦ ସମାରୋହ ସମ୍ବୋଧିତ କରିବେ ପିଏମ୍ ମୋଦୀ
ନୂଆଦିଲ୍ଲୀ: ମଙ୍ଗଳବାର ଦିନ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସକାଳ ୧୦.୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦ୍ୱିତୀୟ ଜାତୀୟ ଯୁବ ସଂସଦ ମହୋତ୍ସବକୁ ସମ୍ବୋଧିତ କରିବେ। ଜାତୀୟ ଯୁବ ସଂସଦ ପାଇଁ ଜିଲ୍ଲା ତଥା ରାଜ୍ୟ ସ୍ତରରେ ନିର୍ବାଚିତ…