Latest Odisha News

BREAKING NEWS

ପଶ୍ଚିମବଙ୍ଗରେ ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

କୋଲକାତା / ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ପଶ୍ଚିମବଙ୍ଗରେ ବାତ୍ୟା ଅମ୍ଫାନ ଦ୍ୱାରା ପ୍ରଭାବିତ ଅଞ୍ଚଳ ଗୁଡିକୁ ଆକାଶମାର୍ଗରୁ ପରିଦର୍ଶନ କରିଛନ୍ତି । ତାଙ୍କ ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଯୋଗ ଦେଇଥିଲେ। ପ୍ରାୟ ତିନିମାସ ପରେ ମୋଦୀ ଆଜି ସକାଳେ…

ସାବିତ୍ରୀ ଓଷା: କେଉଁଠି କିପରି ହୁଏ ପୂଜା, ଜାଣନ୍ତୁ

ଭୁବନେଶ୍ୱର: ସଧବା ନାରୀମାନଙ୍କ ଦ୍ୱାରା ଜ୍ୟେଷ୍ଠ ଅମାବାସ୍ୟା ତିଥିରେ ସାବିତ୍ରୀ ଓଷା ପାଳିତ ହୋଇଥାଏ । ପ୍ରତ୍ୟେକ ସଧବା ନାରୀ ଲାଗି ତା’ର ସ୍ୱାମୀ ହିଁ ସର୍ବସ୍ୱ । ଏହି ଅମାବାସ୍ୟା ତିଥିରେ ବ୍ରତ ପାଳନ କରି ନାରୀମାନେ ନିଜ ପତିମାନଙ୍କର ଦୀର୍ଘାୟୁ କାମନା କରିଥାଆନ୍ତି । ତେବେ ବିଭିନ୍ନ…

ଘରୋଇ ବିମାନ ଲାଗି ବୁକିଂ ଆରମ୍ଭ

ନୂଆଦିଲ୍ଲୀ: ଆଜି ଦିନ ୧୨ଟା ୩୦ମି.ରୁ ଘରୋଇ ବିମାନ ବୁକିଂ ଆରମ୍ଭ ହୋଇଥିବା ନେଇ ଶୁକ୍ରବାର ଦିନ ଏୟାର ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ଟ୍ବିଟ ମଧ୍ୟ କରାଯାଇଛି। https://twitter.com/airindiain/status/1263693686585655297?s=19 ଆସନ୍ତା ୨୫ ତାରିଖରୁ ଘରୋଇ…

ଭାରତର ୧୦ ଟି ଧନୀ ମନ୍ଦିର; ଯାହାର ସମ୍ପତ୍ତି ବିଷୟରେ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଭୁବନେଶ୍ୱର: ସମଗ୍ର ବିଶ୍ୱରେ ହିନ୍ଦୁମାନେ ଖୋଲା ହୃଦୟରେ ଦେବାଦେବୀ ମନ୍ଦିରକୁ ନଗଦ, ସୁନା, ରୂପା ଆଦି ଦାନ କରିବା ନେଇ ବେଶ୍ ପରିଚିତ। ଆସନ୍ତୁ ଜାଣିବା ଭାରତର କିଛି ଧନୀ ମନ୍ଦିର ସମ୍ପର୍କରେ... ପଦ୍ମନାଭସ୍ୱାମୀ ମନ୍ଦିର: ଚଳିତ ବର୍ଷର ତଥ୍ୟ ଅନୁଯାୟୀ ପଦ୍ମନାଭସ୍ୱାମୀ ମନ୍ଦିର ଭାରତର…

ଆଜି ଯାଜପୁରରୁ ଚିହ୍ନଟ ୪୬ ଆକ୍ରାନ୍ତଙ୍କ ସବିଶେଷ ତଥ୍ୟ

ଯାଜପୁର: ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୮୬ ନୂଆ ପଜିଟିଭ । ଚିହ୍ନଟ ୮୬ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଯାଜପୁରରୁ ୪୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨୫ ରେ ପହଞ୍ଚିଛି। ଆଜି ଚିହ୍ନଟ ୪୬ ଆକ୍ରାନ୍ତଙ୍କ ସବିଶେଷ ତଥ୍ୟ:…

କମିଲା ଆରବିଆଇର ରେପୋ ରେଟ୍‌

ନୂଆଦିଲ୍ଲୀ: ବିପର୍ଯ୍ୟସ୍ତ ଅର୍ଥନୀତିକୁ ସୁଦୃଢ କରିବା ପାଇଁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶୁକ୍ରବାର ଦିନ ଅନେକ ପଦକ୍ଷେପ ଘୋଷଣା କରିଛନ୍ତି। ତନ୍ମଧ୍ୟରେ ରିଜର୍ଭ ବ୍ୟାଙ୍କ ରେପୋ ହାରକୁ ୪୦ ବେସିସ୍ ପଏଣ୍ଟକୁ ହ୍ରାସ କରାଯାଇଛି। ଯାହା ଫଳରେ ଏବେ ରେପୋ ରେଟ ୪% ରହିଛି। ସେହିଭଳି…

ଲକ୍‌ଡାଉନ ରେସିପି : ଭୁବନେଶ୍ୱରରୁ ଶୈଳ ସି. ଫ୍ରାନସିସ୍‌ଙ୍କ ନଡିଆ ରସରେ ପ୍ରସ୍ତୁତ ଅଣ୍ଡା ତରକାରୀ

ଭୁବନେଶ୍ୱର : www.odishabytes.com ଓ www.odishasambad.in ପକ୍ଷରୁ ଏପ୍ରିଲ ମାସ ଶେଷ ସପ୍ତାହରୁ ଆରମ୍ଭ ହୋଇଥିଲା ଲକ୍‌ଡାଉନ ରେସିପି ପ୍ରତିଯୋଗିତା । ଏଥିରେ ବହୁ ସଂଖ୍ୟାରେ ଭାଗ ନେଇ ପ୍ରତିଯୋଗୀ ଆମକୁ ତାଙ୍କର ଇନୋଭେଟିଭ୍ ରେସିପି ପ୍ରସ୍ତୁତ କରି ଭିଡିଓ ପଠାଇଥିଲେ । ଏହାକୁ ଆମେ…

ରାୟପୁରରୁ ସାଇକେଲ ଯୋଗେ ଘରକୁ ଫେରୁଛନ୍ତି ୭ ଓଡ଼ିଆ ପ୍ରବାସୀ

ବୌଦ୍ଧ: ଛତିଶଗଡ ରାୟପୁରର ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଖୋର୍ଦ୍ଧା ଜିଲ୍ଲା ଭାପୁର ଅଞ୍ଚଳର ୭ ପ୍ରବାସୀ ଓଡିଆ ଗୁରୁବାର ସନ୍ଧ୍ୟାରେ ନିଜ ସାଇକେଲରେ ଘର ଅଭିମୁଖେ ବାହାରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ପ୍ରବାସୀ ଶ୍ରମିକମାନେ କହିଛନ୍ତି ଯେ କୋଭିଡ-୧୯ର ବିସ୍ତାର କୁ ରୋକିବା ଲାଗି…

ଲକ୍‌ଡାଉନ ରେସିପି : ଖୋର୍ଦ୍ଧାରୁ ଅର୍ପିତା ଚିନ୍ନାରାଙ୍କ ପଣସ କଠା ବିରିୟାନୀ

ଭୁବନେଶ୍ୱର : www.odishabytes.com ଓ www.odishasambad.in ପକ୍ଷରୁ ଏପ୍ରିଲ ମାସ ଶେଷ ସପ୍ତାହରୁ ଆରମ୍ଭ ହୋଇଥିଲା ଲକ୍‌ଡାଉନ ରେସିପି ପ୍ରତିଯୋଗିତା । ଏଥିରେ ବହୁ ସଂଖ୍ୟାରେ ଭାଗ ନେଇ ପ୍ରତିଯୋଗୀ ଆମକୁ ତାଙ୍କର ଇନୋଭେଟିଭ୍ ରେସିପି ପ୍ରସ୍ତୁତ କରି ଭିଡିଓ ପଠାଇଥିଲେ । ଏହାକୁ ଆମେ…

କରୋନା ଅପଡ଼େଟ୍‌: ଓଡ଼ିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଓଡ଼ିଶାରେ ଶୁକ୍ରବାର ସକାଳ ୧୦ଟା ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୭ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୩୯୩ ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ…