ଏକ ମିନିଟ୍ରେ ୩୪ଟି ପୁଲ୍ଅପ୍ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି ଏହି ମହିଳା
ନୂଆଦିଲ୍ଲୀ: ଆମେରିକାର ପଶ୍ଚିମ ଭର୍ଜିନିଆରେ ଅବସ୍ଥିତ ଫିଟନେସ୍ ପ୍ରଶିକ୍ଷକ ରୁପା ହୁଲେଟ୍ ଏକ ଏକ ମିନିଟରେ ୩୪ ଟି ପୁଲ୍ଅପ୍ସ ମାରି ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡରେ ନିଜ ନାଁକୁ ସାମିଲ୍ କରିଛନ୍ତି।
ରୁପା କହିଛନ୍ତି ଯେ ସେ ଲକ୍ଡାଉନ୍ ସମୟରେ ଟାଇମପାସ୍ ପାଇଁ ଅନେକ ଫିଟ୍ନେସ…