Latest Odisha News

BREAKING NEWS

ଆସନ୍ତୁ ଜାଣିବା କେଉଁଠାରେ ଲକଡାଉନ ଉଠିବା ପରେ ଚୁଟି କାଟିବା ପାଇଁ ରାତି ଅଧରେ ଦୌଡିଲେ ଲୋକ

ହାମିଲଟନ: ନ୍ୟୁଜିଲାଣ୍ଡରେ କରୋନା ପରିସ୍ଥିତି ନିୟନ୍ତ୍ରଣକୁ ଆସୁଛି । ୩ ଦିନ ମଧ୍ୟରେ କୌଣସି ନୂତନ କେସ୍ ଆସି ନାହିଁ । ସଂକ୍ରମିତଙ୍କ ସଂଖ୍ୟା କମୁଥିବାରୁ ସ୍ଥାନୀୟ ସରକାର ଲକଡାଉନ ନିୟମକୁ କୋହଳ କରି ଦେଇଥିଲେ । ଏହା ଘୋଷଣା ହେବା ପରେ ଅଧିକାଂଶ ବ୍ୟକ୍ତି ସେଲୁନକୁ ଦୌଡିଥିଲେ, ତାହା ପୁଣି…

ସଂଗରୋଧର ସଂସାରରେ ସଂସ୍ଥା ଓ ଶ୍ରମସଂସ୍କୃତି

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଅଦୃଶ୍ୟ କରୋନା ଭୂତାଣୁ ଆକ୍ରମଣରେ ସମଗ୍ର ବିଶ୍ୱ ଥରହର । ଏହି ଅଦୃଶ୍ୟ ଶତ୍ରୁକୁ ନିପାତ କରିବାପାଇଁ ସବୁଦେଶରେ ଗବେଷକମାନେ ଆପ୍ରାଣ ଉଦ୍ୟମ ଚଳାଇ ରଖିଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ଏହି ମହାମାରୀ ଭୂତାଣୁର ନିଦାନ ପାଇଁ କୌଣସି ମେଡିସିନ୍…

ଭାରତ ଫେରିବେ ମାଲ୍ୟା, ସମସ୍ତ ଆଇନଗତ ବିକଳ୍ପ ଶେଷ

ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଗୁରୁବାର ଶକ୍ତ ଧକ୍କା ଲାଗିଛି । ସେ ଉଦ୍ୟମ କରିଥିବା ସମସ୍ତ ଆଇନଗତ ବିକଳ୍ପ ଶେଷ ହୋଇ ଯାଇଥିବାରୁ ଏଥର ଭାରତ ଫେରିବା ବ୍ୟତୀତ ତାଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ ।  ଭାରତକୁ ପ୍ରତ୍ୟାର୍ପଣ ନିଷ୍ପତ୍ତି ବିରୁଦ୍ଧରେ  ମାଲ୍ୟା…

ଝାଡଖଣ୍ଡ ପ୍ରବାସୀଙ୍କ ମୁହଁରେ ଓଡ଼ିଶା ସରକାରଙ୍କୁ ପ୍ରଶଂସା

ଖୋର୍ଦ୍ଧା: ବାହାର ରାଜ୍ୟର ପ୍ରବାସୀଙ୍କ ମୁହାଁରେ ଓଡ଼ିଶା ସରକାରଙ୍କୁ ଭୁରି ଭୁରି ପ୍ରଶଂସା । ଝାଡଖଣ୍ଡ ପ୍ରବାସୀମାନେ ଓଡ଼ିଶାରେ ଆତିଥ୍ୟ ପାଇ ସରକାରୀଙ୍କୁ ପ୍ରଶଂସା କରିଛନ୍ତି । ୧୦ ତାରିଖରୁ ଅହମ୍ମଦାବାଦରୁ ଆସିଥିବା ୬୩ଜଣ ଝାଡଖଣ୍ଡବାସୀ ଖୋର୍ଦ୍ଧା ରୋଡରେ ଓହ୍ଲାଇଥିଲେ । ଏହାପରେ…

କରୋନା ମୁକାବିଲା: ରାଷ୍ଟ୍ରପତି ଗୋଟିଏ ବର୍ଷ ପାଇଁ ୩୦ ପ୍ରତିଶତ କମ୍ ଦରମା ନେବେ

ନୂଆଦିଲ୍ଲୀ:କରୋନା ସଂକ୍ରମଣରୁ ଦେଶକୁ ମୁକୁଳାଇବା ପାଇଁ ସମସ୍ତେ ଉଦ୍ୟମ ଜାରି ରଖିଛନ୍ତି । ଆଥଲେଟ, ଅଭିନେତାଠାରୁ ଆରମ୍ଭ କରି କମ୍ପାନୀ ମାଲିକମାନଙ୍କ ପାଇଁ ସହଯୋଗର ହାତ ବଢ଼ାଇଛନ୍ତି । ଏହି ଦୌଡରେ ସାମିଲ ହୋଇଛନ୍ତି ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପିଏମ କେୟାର ଫଣ୍ଡକୁ ସେ ଗୋଟିଏ…

ଷ୍ଟ୍ରିଟ ଭେଣ୍ଡରଙ୍କ ପାଇଁ ୫ ହଜାର କୋଟି ଘୋଷଣା

ନୂଆଦିଲ୍ଲୀ: ମୋଦୀଙ୍କ ମେଗା ପ୍ୟାକେଜରେ ଉଠାଦୋକାନୀଙ୍କ ପାଇଁ ବଡ ଘୋଷଣା ହୋଇଛି ।ଷ୍ଟ୍ରିଟ ଭେଣ୍ଡରଙ୍କ ପାଇଁ ୫ ହଜାର କୋଟି ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରତି ଦୋକାନୀଙ୍କୁ ୧୦ ହଜାର ଟଙ୍କାର ଫାଇଦା ମିଳିବ । ସେମାନେ ସେହି ଟଙ୍କାରେ ନିଜ କାମ ଆରମ୍ଭ କରିପାରିବେ । ତେବେ…

ପ୍ରବାସୀ କହିଲେ ‘କୁଛ ତୋ କରୋ ସରକାର’

ମୋହାଲି: ଖାଲି ପଡିଛି ଘରଦ୍ୱାର । କିଛି ତ କର ସରକାର । ଆମ ଶ୍ରମିକଙ୍କୁ ଆମ ଗାଁକୁ ପଠାଇ ଦିଅ । ଯିଏ ଆମକୁ ଆଣିଥିଲା ସିଏ ମଝି ରାସ୍ତାରେ ଝାଡି ପଳାଇଲା । ପାପି ପେଟ ପାଇଁ ଆମେ କରୁଛୁ ସଂଘର୍ଷ । କିଛି ତ ସରକାର, ଆମକୁ ଆମ ଘରକୁ ପଠାଇଦିଅ । କିଛି ଏଭଳି ଅଭିନବ ଢ଼ଙ୍ଗରେ ଗୀତ ଗାଇ ନିଜ ଦୁଃଖ…

ଦୁବାଇରୁ ପ୍ରବାସୀଙ୍କୁ ନେଇ ଆଜି ଭୁବନେଶ୍ୱର ଆସିବ ସ୍ୱତନ୍ତ୍ର ବିମାନ

ଭୁବନେଶ୍ୱର : ଦୁବାଇରୁ ପ୍ରବାସୀ ଶ୍ରମିକଙ୍କୁ ନେଇ ଏକ ସ୍ୱତନ୍ତ୍ର ବିମାନ ଭୁବନେଶ୍ୱର ଆସୁଛି । ରାତି ପ୍ରାୟ ୯ଟାରେ ଏହା ଭୁବନେଶ୍ୱରରେ ପହଞ୍ଚିବ । ଏ ନେଇ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । ବିମାନରେ ୧୫୧ ଜଣ ଯାତ୍ରୀ ଆସୁଛନ୍ତି । ବିମାନ ଅବତରଣ ପରେ ୨୦ ଜଣ…

ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ଅଞ୍ଜୁମଙ୍କ ନାମ ସୁପାରିଶ କଲା ଏନଆରଏଆଇ

ନୂଆଦିଲ୍ଲୀ:ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍ ଇଣ୍ଡିଆ (ଏନଆରଏଆଇ) ମହିଳା ଶୁଟର ଅଞ୍ଜୁମ ମୋଦଗିଲଙ୍କ ନାମ ସୁପାରିଶ କରିଛି । ୨୬ ବର୍ଷୀୟ ଅଞ୍ଜୁମ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିଲେ । ୧୦ ମିଟର ଏୟାର ରାଇଫଲ ଇଭେଂଟରେ ପାନୱାର…

ଭାବର ଠାକୁର ମହାବାହୁ…

ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ ଦିନେ ଦାସେ କହିଲେ ବିପ୍ରବର କଥାଏ ଶୁଣିବ କି ମୋର “ ଏହି ମୋ ଶ୍ରୀ ଫଳ (ନଡିଆ) ଗୋଟି ଧରି, ଗରୁଡ ପଛେ ରହିକରି। ବୋଲିବୋ ବାଲି ଗ୍ରାମ ଦାସ, ଦେଇଛି ନିଅ ପୀତବାସ। ସେ ଯେବେ…