Latest Odisha News

BREAKING NEWS

ଘନୀଭୂତ ହେଲା ବଙ୍ଗୋପସାଗରର ଲଘୁଚାପ ବଳୟ

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଅଂଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଘନୀଭୂତ ହୋଇଛି । ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ତାର ପାଶ୍ୱର୍ବର୍ତ୍ତୀ ଅଂଚଳରେ ୱେଲ ମାର୍କଡ ଲୋ ପ୍ରେସର ଏରିଆର ରୂପ ନେଇଛି । ଏହି ବଳୟ ସହ…

ବେସରକାରୀ ହସପିଟାଲରେ ହେବ କୋଭିଡ ପରୀକ୍ଷା

ଭୁବନେଶ୍ୱର: କରୋନା ମୁକାବିଲା ନେଇ ଆଜି ଆନ୍ତମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ହୋଇଛି । ବୈଠକ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି, ରାଜ୍ୟରେ ଦିନକୁ ୧୫ହଜାର…

ମହାରାଷ୍ଟ୍ରରେ ଓଲଟିଲା ଓଡ଼ିଆ ପ୍ରବାସୀ ଶ୍ରମିକଙ୍କୁ ନେଇ ଆସୁଥିବା ଟ୍ରକ୍, ୫ ଆହତ

ନାଶିକ: ମହାରାଷ୍ଟ୍ରର ନାଶିକ ନିକଟସ୍ଥ ଏକ ରାଜପଥରେ ଗୁରୁବାର ଦିନ ୫୩ ଜଣ ଓଡ଼ିଆ ପ୍ରବାସୀ ଶ୍ରମିକଙ୍କୁ ନେଇ ଓଡ଼ିଶା ଅଭିମୁଖେ ଆସୁଥିବା ଏକ ଟ୍ରକ ଓଲଟି ପଡ଼ିବାରୁ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ନାଶିକ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା ବେଳେ ସେମାନଙ୍କର ପରିଚୟ…

ଯାଜପୁରରୁ ଆଜି ଚିହ୍ନଟ ୧୭ ପଜିଟିଭଙ୍କ ସବିଶେଷ ତଥ୍ୟ, ଜାଣନ୍ତୁ

ଯାଜପୁର :ଯାଜପୁର ଜିଲ୍ଲାରର ବଢ଼ିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବିଶେଷକରି ରାଜ୍ୟ ବାହାରୁ ପେଂରୁଥିବା ପ୍ରବାସୀ ମାନଙ୍କ  ଯୋଗୁଁ ଏହି ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଆଜି ଆଉ ୧୭ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସରକାର ଘୋଷଣା କରିଛନ୍ତି ।…

ପ୍ରବାସୀ ଶ୍ରମିକଙ୍କୁ ବିଡ଼ିଓଙ୍କ ଦୁର୍ବ୍ୟବହାର ଅଭିଯୋଗ, ଭିଡିଓ ଭାଇରାଲ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ଜଣେ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଏ) ସୁରଟରୁ ଫେରନ୍ତା କିଛି ପ୍ରବାସୀ ଶ୍ରମିକଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। "ଚୁପ କର! ମୁଁ ଜଣେ ଓଏଏସ୍ ଅଧିକାରୀ, ତୁମ ପରି ପ୍ରବାସୀ ଶ୍ରମିକ ନୁହେଁ ଜ୍ଝ ନିଜ ସୀମାରେ…

ଫେରୁଛନ୍ତି ପ୍ରବାସୀ: ଯାଜପୁର ରୋଡ଼ରେ ୨୪ ଘଣ୍ଟିଆ କର୍ଫ୍ୟୁ ଘୋଷଣା

ଭଦ୍ରକ: ପ୍ରବାସୀଙ୍କୁ ନେଇ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ଆଜି ଯାଜପୁର-କେନ୍ଦୁଝର ରେଳ ଷ୍ଟେସନରେ ପହଞ୍ଚିବ । ଏନେଇ ତତ୍ପରତା ଦେଖାଇଛି ଜିଲ୍ଲା ପ୍ରଶାସନ । ସୁରକ୍ଷା ଦୃଷ୍ଟିରୁ ଗୁରୁବାର ମଧ୍ୟାହ୍ନ ୧୨ ଟା ରୁ ଶୁକ୍ରବାର ମଧ୍ୟାହ୍ନ ୧୨ ଟା ଯାଏଁ ଯାଜପୁର ରୋଡ଼ ସହରରେ ୧୪୪ ଆଧାରରେ କର୍ଫ୍ୟୁ…

ସ୍କୁଲ ଫି’ ଛାଡକୁ ଘରୋଇ ବିଦ୍ୟାଳୟର ବିରୋଧ

କଟକ: ଘରୋଇ ବିଦ୍ୟାଳୟ ସଙ୍ଗଠନ ଗୁଡିକ ସ୍କୁଲ ଫି' ଏବଂ ଅନ୍ୟାନ୍ୟ ଅନୁଷ୍ଠାନିକ ଶୁଳ୍କ ଛାଡ଼କୁ ଦୃଢ ବିରୋଧ କରିଛନ୍ତି। ଓଡ଼ିଶା ଅଭିଭାବାକ ମହାସଙ୍ଗଙ୍କ ଦ୍ୱାରା ଏକ ପିଏଲର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଏହି ପ୍ରସଙ୍ଗରେ ଘରୋଇ ବିଦ୍ୟାଳୟକୁ ଉତ୍ତର ମାଗିଥିଲେ। ଏପରିକି ଏସଂକ୍ରାନ୍ତୀୟ…

‘ଏଚଆଇଭି’ ପରି ବିଶ୍ବରୁ କେବେବି ବିଦାୟ ନନେଇପାରେ କରୋନା ଭୂତାଣୁ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: କରୋନା ଭାଇରସ ସମ୍ପର୍କରେ ଏକ ସାଙ୍ଘାତିକ ତଥ୍ୟ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କରୋନାଭାଇରସ୍ ବା କୋଭିଡ୍-୧୯ ହୁଏତ କେବେବି ବିଶ୍ବରୁ ବିଦାୟ ନନେଇ ପାରେ । ଏହା ମାରାତ୍ମକ ଏଚ୍‌ଆଇଭି ଭଳି ଆଗକୁ ମଧ୍ୟ ରହିପାରେ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଏକ୍ଜିକ୍ୟୁଟିଭ୍…

କରୋନା ସୈନିକ : ଜରୁରୀ ସେବାରେ ‘ପବିତ୍ର’ ସିପାହୀ, ସଂକ୍ରମଣର ଆଶଙ୍କାରେ କେବେ ବି ହୋଇନାହାନ୍ତି ସ୍ୱାର୍ଥପର

ଭୁବନେଶ୍ୱର : ଦୁନିଆ ତାଙ୍କୁ ଝାପସା ଦିଶେ । ହେଲେ ସେ ସ୍ପଷ୍ଟ ଦେଖି ପାରନ୍ତି ଦୁନିଆର ଯନ୍ତ୍ରଣାକୁ । ତେଣୁ ତ କରୋନା ବେଳେ ସାମାଜିକ ଦୂରତା ନାଁରେ ସେ ହୋଇପାରିନାହାନ୍ତି ସ୍ୱାର୍ଥପର । ସମାଜର ସେବା ପାଇଁ ସେ ପାଲଟିଛନ୍ତି ସେନାପତି । ଆଉ ନିଜ ସଂସ୍ଥାରେ କାମ କରୁଥିବା କର୍ମଚାରୀଙ୍କ ପାଇଁ…

ବଢୁଛି ଚିନ୍ତା; କରୋନା ସଂକ୍ରମଣରେ ଚୀନକୁ ଟପିବ ଭାରତ !

ନୂଆଦିଲ୍ଲୀ: ଚାହୁଚାହୁଁ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୮ ହଜାର ଟପିଲାଣି । ମୃତ୍ୟୁ ସଂଖ୍ୟା ମଧ୍ୟ ଲଗାତାର ବଢ଼ିବାରେ ଲାଗିଛି । ଭାରତରେ ଲଗାତାର ବଢୁଥିବା ଏହି ସଂଖ୍ୟା ପାଲଟିଛି ଚିନ୍ତାର କାରଣ । ବିଶ୍ବରେ କ‌ରୋନା ପ୍ରଭାବିତ ଦେଶ ମାନଙ୍କ ମଧ୍ୟରେ ଭାରତ ଏବେ ଦ୍ବାଦଶ ସ୍ଥାନରେ…