Latest Odisha News

BREAKING NEWS

କ୍ରାଇମ୍ ପେଟ୍ରୋଲ୍ ଦେଖି ପ୍ରମାଣ ଲୁଚାଇଥିଲା ୧୭ବର୍ଷୀୟ ହତ୍ୟାକାରୀ !

ଉତ୍ତରପ୍ରଦେଶ: ମଥୁରାରେ ସାମ୍ନାକୁ ଆସିଛି ଏକ ଛାତି ଥରାଇଦେଲାଭଳି ଘଟଣା । ଜଣେ ୧୭ ବର୍ଷୀୟ ନାବାଳକ ପ୍ରଥମେ ନିଜ ବାପାକୁ ହତ୍ୟା କରିଥିଲା । ପରେ କ୍ରାଇମ୍ ପେଟ୍ରୋଲ୍ ଭଳି ପପୁଲାର ଟିଭି ସିରିଜ ଦେଖି ହତ୍ୟାକାଣ୍ଡର ପ୍ରମାଣ ନଷ୍ଟ ବି କରିଥିଲା । ଯୁକ୍ତ୨ରେ ପାଠ ପଢୁଥିବା ନାବାଳକକୁ…

‘କାର୍ତ୍ତିକ ବ୍ରତ’ରେ ହବିଷ୍ୟାଳୀଙ୍କୁ ପୁରୀ ଯିବା ମନା

ଭୁବନେଶ୍ୱର: ଚଳିତ ଥର କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି କାର୍ତ୍ତିକ ବ୍ରତ ସମୟରେ ମହିଳା ଭକ୍ତ ତଥା ହବିଷ୍ୟାଳୀଙ୍କୁ ପୁରୀ ଯିବାକୁ ମନା କରିଛି ଜିଲ୍ଲା ପ୍ରଶାସନ। ପ୍ରତିବର୍ଷ ଧର୍ମମାସ କାର୍ତ୍ତିକରେ ବହୁ ସଂଖ୍ୟାରେ ମହିଳା ଓ ଖାସ୍ କରି ବିଧବା ମହିଳା ମାନେ କାର୍ତ୍ତିକ ବ୍ରତ ପାଳନ…

ବାଲେଶ୍ୱରରେ ବିଜେପୁର ଫଣ୍ଡା: ନବୀନ କହିଲେ, ମୁଁ ନେବି ବାଲେଶ୍ୱରର ଦାୟିତ୍ୱ

ଭୁବନେଶ୍ୱର: ଆଉ ଦିନ କେଇଟା ପରେ ପଡିବ ଉପନିର୍ବାଚନ ଭୋଟ । ଆଜି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେ ବାଲେଶ୍ୱରର ସଦର ପାଇଁ କରିଛନ୍ତି ଡିଜିଟାଲ ପ୍ରଚାର । ୨୩ ବର୍ଷରେ ପ୍ରଥମଥର ପାଇଁ ନବୀନ ଏଭଳି ଭର୍ଚୁଆଲ ରାଲି କରିଛନ୍ତି । ନବନୀ ବାଲେଶ୍ୱର ବାସୀଙ୍କୁ…

ଜନ୍ମଦିନ ଅବସରରେ ଜାଣନ୍ତୁ ଜୟୀ ରାଜଗୁରୁଙ୍କ ସମ୍ପର୍କରେ…

ଭୁବନେଶ୍ୱର: ଜୟକୃଷ୍ଣ ରାଜଗୁରୁ ମହାପାତ୍ର ୧୭୩୯ ମସିହା ଅକ୍ଟୋବର ୨୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଯିଏକି ଜୟୀ ରାଜଗୁରୁ ଭାବେ ପରିଚିତ ଥିଲେ । ପୁରୀ ଜିଲ୍ଲାର ହରେକୃଷ୍ଣପୁର ଗ୍ରାମର ଚାନ୍ଦରାଜଗୁରୁ ଓ ହୀରାମଣି ଦେବୀଙ୍କ କୋଳ ମଣ୍ଡନ କରିଥିଲେ । ଜୟୀ ରାଜଗୁରୁ ସ୍ୱାଧୀନତା ସଂଗ୍ରାମରେ…

[ଭିଡିଓ] ବିଜେପି ନେତାଙ୍କ ଉତ୍ସବରେ ଗୁଳିମାଡ !

ଉତ୍ତରପ୍ରଦେଶ: ଚାଲିଥିଲା ଜନ୍ମଦିନ ଉତ୍ସବ ପାଳନ । ଗୀତ ଗାଉଥିଲେ ଜଣେ ନାମୀ ଗାୟକ । ହେଲେ ହଠାତ୍ ଛାତିରେ ବାଜିଥିଲା ଗୁଳି । ଲାଇଭ୍ ସୋ'ରେ ଟଳିପଡିଥିଲେ ଗାୟକ । ଗୁଳିମାଡ କେମିତି ଓ କାହିଁକି ହୋଇଥିଲା ସେ ନେଇ ଚାଲିଛି ପୋଲିସର ତଦନ୍ତ । ହେଲେ ଏଭଳି ଏକ ଘଟଣାକୁ ନେଇ ବଲିଆ ଜିଲ୍ଲାରେ ପୋଲିସ…

ବାୟୁ ପ୍ରଦୂଷଣ କଲେ କୋଟିଏ ଟଙ୍କା ଫାଇନ୍‌, ୫ ବର୍ଷ ଜେଲ୍‌

ନୂଆଦିଲ୍ଲୀ: ଏଣିକି ବାୟୁ ପ୍ରଦୂଷଣ କଲେ ପ୍ରଦୂଷଣକାରୀଙ୍କୁ ଆଉ ମାଫ ନାହିଁ । ଗଣିବେ ମୋଟା ଅଙ୍କର ତଣ୍ଡ । ପ୍ରଦୂଷଣକାରୀଙ୍କୁ ଦେବାକୁ ପଡିବ କୋଟିଏ ଟଙ୍କା ଫାଇନ୍ । କେବଳ ସେତିକି ନୁହେଁ ୫ ବର୍ଷର ଜେଲ ଦଣ୍ଡାଦେଶ ମଧ୍ୟ ଭୋଗିବାକୁ ପଡିବ । ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ଥିତିରେ…

ଏଥର ଲକ୍ଷ୍ମୀ ବମ୍ ନୁହେଁ, କେବଳ ଲକ୍ଷ୍ମୀ !

ମୁମ୍ବାଇ: ଫିଲ୍ମ ଲକ୍ଷ୍ମୀ ବମ୍‌ର ଟ୍ରେଲର ରିଲିଜ ହେବାଠୁ ଟାଇଟଲକୁ ନେଇ ବିରୋଧ ଜାରି ରହିଥିଲା । ଅନେକ ଅନୁଷ୍ଠାନ ଓ ବ୍ୟକ୍ତିଗତ ସ୍ତରରେ ଫିଲ୍ମର ଟାଇଟଲ୍‌କୁ ବଦଳାଇବାକୁ ଦାବି ଜୋର ଧରିଥିଲା । ହିନ୍ଦୁ ସେନାଠୁ ଆରମ୍ଭ କରି କରଣୀ ସେନା ଫିଲ୍ମର ଟାଇଟଲକୁ ବିରୋଧ କରି ସୂଚନା ଓ ପ୍ରସାରଣ…

କେନ୍ଦ୍ରର କଡା ନିର୍ଦ୍ଦେଶ: ଝୋଟ ବ୍ୟାଗରେ ଖାଦ୍ୟଶସ୍ୟ ପ୍ୟାକିଂ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଏଣିକି କେବଳ ଝୋଟରେ ତିଆରି ବ୍ୟାଗରେ ହିଁ ପ୍ୟାକିଂ ହେବ ଖାଦ୍ୟଶସ୍ୟ । ଏନେଇ କଡା ନିର୍ଦ୍ଦେଶ ଦେଇଛି କେନ୍ଦ୍ର । ଆଜି ଅନୁଷ୍ଠିତ ହୋଇଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଖାଦ୍ୟଶସ୍ୟ ପ୍ୟାକିଂ ପାଇଁ ଝୋଟ ତିଆରି ବ୍ୟାଗ ବ୍ୟବହାର କରିବା ବାଧ୍ୟତାମୁଳକ କରାଯାଇଛି ।…

ଅଭିନନ୍ଦନଙ୍କୁ ନେଇ ପାକିସ୍ତାନ ସାଂସଦଙ୍କ ବୟାନ ସତ ବୋଲି କହିଲେ ବାୟୁସେନାର ପୂର୍ବତନ ମୁଖ୍ୟ ବିଏସ ଧନୋଆ

ନୂଆଦିଲ୍ଲୀ: ପାକିସ୍ତାନ ସାଂସଦ ଆୟାଜ ସାଦ୍ଦିକ୍ ଭାରତୀୟ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ନେଇ ନିକଟରେ ଦେଇଥିବା ବୟାନ ସତ ବୋଲି କହିଛନ୍ତି ପୂର୍ବତନ ବାୟୁସେନା ମୁଖ୍ୟ ବିଏସ ଧନୋଆ । ଭାରତୀୟ ବାୟୁସେନା ମୁଖ୍ୟଙ୍କ କହିବା ଅନୁସାରେ ସେ ସମୟରେ ଆମର ମନୋବୃତି ଆକ୍ରମଣାତ୍ମକ ଥିଲା ।…

ଭୁବନେଶ୍ୱରରୁ ୯୩ ନୂଆ କୋଭିଡ ପଜିଟିଭ ଚିହ୍ନଟ; ୨୫୪ ଆରୋଗ୍ୟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୯୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୮ ହଜାର ୯୮୫ ରହିଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର…