Latest Odisha News

BREAKING NEWS

ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ଦେଖିପାରିବେନି ଶ୍ରଦ୍ଧାଳୁ

ପୁରୀ: ଆସନ୍ତା ନଭେମ୍ବର ୨୭ ତାରିଖରେ ହେବାକୁ ଥିବା ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ବିନା ଭକ୍ତରେ ହେବ ବୋଲି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜିଟିଏ) ନିଷ୍ପତ୍ତି ନେଇଛନ୍ତି । ଚଳିତ ଥର କୋଭିଡ-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସୂଚନା ମିଳିଛି।…

ଷ୍ଟାର୍ଟଅପ୍ କମ୍ପାନି ‘ୱେଲଭର୍ସଡ୍‌’ର ବ୍ରାଣ୍ଡ୍‌ ଆମ୍ବାସାଡାର ହେବେ ଯୁବରାଜ!

ନୂଆଦିଲ୍ଲୀ: ପୁଷ୍ଟିକର ଦ୍ରବ୍ୟ ସହିତ ଜଡିତ ଏକ ଷ୍ଟାର୍ଟଅପ୍ କମ୍ପାନି 'ୱେଲଭର୍ସଡ୍‌'ରେ କ୍ରିକେଟର ଯୁବରାଜ ସିଂ ବିନିଯୋଗ କରିଛନ୍ତି। ଏହି ବିନିଯୋଗ ସହିତ ସେ କମ୍ପାନୀର ସବୁଠାରୁ ବଡ ନିବେଶକ ମଧ୍ୟ ହୋଇପାରିଛନ୍ତି। ତେବେ ସେ ବିନିଯୋଗ ରାଶି ବିଷୟରେ ପ୍ରକାଶ କରି ନଥିବା ଜଣାପଡ଼ିଛି।…

ଓଡିଶାରେ ୧୫୪୭ ନୂଆ କୋଭିଡ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ ଘଣ୍ଟାରେ ନୂଆ ୧୫୪୭ କୋଭିଡ ପଜିଟିଭ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୮ ହଜାର ୬୪୬ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ…

ତୃତୀୟ ରିଲିଫ୍ ପ୍ୟାକେଜ୍‌ରେ ପର୍ଯ୍ୟଟନ, ହୋଟେଲ ଏବଂ ରିଏଲ୍ ଇଷ୍ଟେଟ୍ ଭଳି କ୍ଷେତ୍ରକୁ ମିଳିପାରେ ସର୍ବାଧିକ ଲାଭ

ନଆଦିଲ୍ଲୀ: ଲକଡାଉନ୍‌ରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା କ୍ଷେତ୍ରଗୁଡିକ ମଧ୍ୟରେ ପର୍ଯ୍ୟଟନ, ହୋଟେଲ, ରିଅଲ୍ ଇଷ୍ଟେଟ୍, ନିର୍ମାଣ ଭଳି କ୍ଷେତ୍ର ଅନ୍ତର୍ଭୁକ୍ତ। ଏହି କ୍ଷେତ୍ରଗୁଡିକରେ ବହୁ ସଂଖ୍ୟକ ଲୋକ ନିଯୁକ୍ତି ମିଳିଥାଏ। କିନ୍ତୁ ଏହି ଶିଳ୍ପଗୁଡିକ ଲକଡାଉନ୍ ଦ୍ୱାରା ଅଧିକ ପ୍ରଭାବିତ ହୋଇଛି…

ରାଜ୍ୟରେ ୧୩ ଶହ ପାର କଲା କରୋନା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଜି ୧୩ ଶହ ପାର କରିଛି କରୋନା ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୧୧ ଜଣ ମୃତ୍ୟୁବରଣ କରିଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ୮ ଜିଲ୍ଲାର ଆକ୍ରାନ୍ତ । ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୩ ଶହ ୮କୁ ବୃଦ୍ଧି ପାଇଛି । Regret to…

ତିର୍ତ୍ତୋଲ ଉପନିର୍ବାଚନରେ ପୋଲିସ ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି ଅଭୟ

ଜଗତସିଂହପୁର: ତିନି ଦିନ ପରେ ତିର୍ତ୍ତୋଲ ଓ ବାଲେଶ୍ୱର ଉପନିର୍ବାଚନ । ଆଜି ତିର୍ତ୍ତୋଲରେ ଭୋଟିଂ ନେଇ ପୋଲିସ ବ୍ୟବସ୍ଥା ଓ ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ । ତିର୍ତ୍ତୋଲ ଉପନିର୍ବାଚନରେ ମୁତୟନ ହେବେ ୨୧ ପ୍ଲାଟୁନ୍ ପୋଲିସ ଫୋର୍ସ । ୧୫୦ରୁ ଅଧିକ ଅଫିସର…

ପରିମଳ ସ୍ଥିତି ଖରାପ ଥିବା ଦେଶରେ କରୋନା ମୃତ୍ୟୁହାର କମ୍‌; ସିଏସ୍‌ଆଇଆର୍‌

ନୂଆଦିଲ୍ଲୀ: ଭାରତୀୟ ଅନୁସନ୍ଧାନକାରୀମାନେ ଦାବି କରିଛନ୍ତି ଯେ ଯେଉଁ ଦେଶରେ ପରିମଳ ପରିସ୍ଥିତି ଖରାପ ଏବଂ ଜଳ ଯୋଗାଣର ଗୁଣବତ୍ତା ଅଧିକ ଭଲ ନୁହେଁ, ସେଠାରେ ଧନୀ ଦେଶମାନଙ୍କ ତୁଳନାରେ କୋଭିଡ -୧୯ ମୃତ୍ୟୁ ହାର କମ୍। ତେବେ ଅନୁସନ୍ଧାନକାରୀମାନେ ଏହା ମଧ୍ୟ ଚେତାବନୀ ଦେଇଛନ୍ତି ଯେ ଏହାର ଅର୍ଥ…

କାର୍ତ୍ତିକ ଆରମ୍ଭ ନହେଉଣୁ ଶୀତ: ୪ଟି ସହରର ୧୫ ଡିଗ୍ରୀ ତଳକୁ ଖସିଲା ପାରଦ

ଭୁବନେଶ୍ୱର: ମୌସୁମୀ ଓଡ଼ିଶା ଛାଡ଼ିବା ଓ ବର୍ଷା କମିବା ପରେ ପରେ ଅନୁଭୂତ ହେଲାଣି ଶୀତ । ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ରାତିରେ ଥଣ୍ଡା ସାମାନ୍ୟ ବଢିଛି । ରାଜ୍ୟର ଚାରିଟି ଜିଲ୍ଲା ସୋନପୁର, ଅନୁଗୁଳ, କନ୍ଧମାଳ ଓ କୋରାପୁଟର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସରୁ…

କୋଦଳା ତହସିଲ ଅଫିସରେ ନୂତନ ତହସିଲଦାରଙ୍କ ଯୋଗଦାନ

କୋଦଳା: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ କୋଦଳା ତହସିଲରେ ନୂତନ ତହସିଲଦାର ଭାବେ ଅବନୀ କୁମାର ସାହୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଅବନୀ କୁମାର ସାହୁ ଗଞ୍ଜାମ ତହସିଲଦାର ଭାବେ କାର୍ଯ୍ୟ କରି ବେଶ ସୁନାମ ଅର୍ଜନ କରିଥିଲେ। ଗଞ୍ଜାମ ଭଳି ଅଞ୍ଚଳରେ ସଫଳତାର ସହ ପ୍ରାକୃତିକ…

ପିଆଜ ବିହନ ରପ୍ତାନି ଉପରେ କେନ୍ଦ୍ର ସରକାରଙ୍କ ପ୍ରତିବନ୍ଧକ

ନୂଆଦିଲ୍ଲୀ: ପିଆଜ ମୂଲ୍ୟରେ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଗୁରୁବାର ଦିନ ପିଆଜ ବିହନ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏକ ସରକାରୀ ବିବୃତ୍ତି ଅନୁଯାୟୀ, ପିଆଜ ବିହନ ରପ୍ତାନି ଉପରେ ତୁରନ୍ତ ନିସିଦ୍ଧାଦେଶ ଜାରି କରାଯାଇଛି । କେନ୍ଦ୍ର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ…