ଭଦ୍ରକ ଷ୍ଟେସନରେ ପହଞ୍ଚିଲା ପ୍ରବସୀଙ୍କୁ ନେଇ ଆସୁଥିବା ଆଉ ଏକ ଟ୍ରେନ
ଭଦ୍ରକ: ଭଦ୍ରକ ଷ୍ଟେସନ ରେ ପହଞ୍ଚିଲା ପ୍ରବାସୀଙ୍କୁ ନେଇ ଆସିଥିବା ଆଉ ଏକ ସ୍ୱତନ୍ତ୍ର ଟ୍ରେନ ।
ପ୍ରବାସୀ ଙ୍କୁ ନେଇ ଏକ ଶ୍ରମିକ ସ୍ପେଶାଲ ଟ୍ରେନ ଗୁଜୁରାଟ ର ଥାନଗଡ଼ରୁ ଆସିଥିବା ଜଣାପଡିଛି । ଏହି ଟ୍ରେନରେ ଗୁଜୁରାଟରୁ ୩୨୬ ଜଣ ପ୍ରବାସୀ ଆସିଥିବା ସୂଚନା ମିଳିଛି ।
ଏମାନଙ୍କୁ…