Latest Odisha News

BREAKING NEWS

ସ୍ୱିଡେନର ବରଫ ହୋଟେଲ: ପ୍ରତ୍ୟେକ ବର୍ଷ ତିଆରି ହୁଏ ପରେ ତରଳିଯାଏ

ଷ୍ଟକହୋମ୍‌: ସ୍ୱିଡେନର ଷ୍ଟକହୋମ୍‌ରେ ଏପରି ଏକ ହୋଟେଲ ଅଛି ଯାହା କି ସମ୍ପୂର୍ଣ୍ଣ ଭାବେ ବରଫରେ ତିଆରି । ବରଫ ଜମିବା ପରେ ଏହି ହୋଟେଲ ତିଆରି କରାଯାଏ । ବିଭିନ୍ନ ସ୍ଥାନରେ ପର୍ଯ୍ୟଟକମାନେ ଏଠାକୁ ଛୁଟି କଟାଇବା ପାଇଁ ଆସନ୍ତି । ପରେ ବରଫ ତରଳିବା ପରେ ହୋଟେଲ ମଧ୍ୟ ତରଳିଯାଇଥାଏ ।୧୯୮୯ରୁ ଏହି…

ଓଡ଼ିଶାରେ କମୁଛି ପଜିଟିଭ ସଂଖ୍ୟା; ଆଜି ସୁସ୍ଥ ହେଲେ ଆଉ ୨୭୧ ଜଣ

ଭୁବନେଶ୍ୱର: ଓଡିଶାରୁ ଗୋଟିଏ ଦିନରେ ପ୍ରାୟ ୨୭୧ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହାକୁ ମିଶାଇ ସୁସ୍ଥତା ୩ ଲକ୍ଷ ୨୬ ହଜାର ୭୭୮ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ ଲାଭ…

ବ୍ଲାକହୋଲ ମାଧ୍ୟମରେ ବ୍ରହ୍ମାଣ୍ଡର ଗୋଟିଏ ସ୍ଥାନରୁ ଅନ୍ୟତ୍ରକୁ ଯାଇ ହେବ !

ନୂଆଦିଲ୍ଲୀ: ବ୍ଲାକହୋଲ ନେଇ ଅନେକ ରହସ୍ୟ ରହିଛି । ଏହି ରହସ୍ୟ ଉଜାଗର ନେଇ ବୈଜ୍ଞାନିକମାନେ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରି ନାହାନ୍ତି । ଏବେ ବି ଆଷ୍ଟ୍ରୋଫିଜିକ୍ସଟ ୱର୍ମହୋଲ ସହାୟତାରେ ମହାକାଶରେ ସମୟକୁ ମାତ ଦେବା ପରି ଯାତ୍ରା କରିହେବ ବୋଲି କହିଛନ୍ତି । ରୁଷିଆର ସେଂଟ୍ରାଲ…

ଆଦିପୁରୁଷରେ ୯ଫୁଟ ହେବ ସୈଫଙ୍କ ଉଚ୍ଚତା

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସ ଏବଂ ସୈଫ ଅଲୀ ଖାଁ ଅଭିନୀତ ଆଦିପୁରୁଷ ଆରମ୍ଭ ହେବା ଦିନରୁ ଏବେ ଚର୍ଚ୍ଚାରେ ରହିଆସିଛି । ଓମ ରାଉତ ନିର୍ଦ୍ଦେଶିତ ଏହି ଫିଲ୍ମ ରାମାୟଣ ଉପରେ ଆଧାରିତ । ରାମଙ୍କ ଭୁମିକାରେ ପ୍ରଭାସ ଏବଂ ରାବଣ ଭାବେ ସୈଫ ଅବତୀର୍ଣ୍ଣ ହେବେ । ରାବଣର ଚରିତ୍ରକୁ ଭୟାବହ କରିବା…

ଆସନ୍ତା ୨୯ରୁ ସଂସଦର ବଜେଟ ଅଧିବେଶନ

ନୂଆଦିଲ୍ଲୀ:ଆସନ୍ତା ଜାନୁଆରୀ ୨୯ରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ । ଅଧିବେଶନର ପ୍ରଥମ ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଗୃହ ଲୋକସଭା ଏବଂ ରାଜ୍ୟସଭାକୁ ସମ୍ବୋଧନ କରିବେ। ସେହିପରି ଫେବୃଆରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ…

ସୌରଭ ଗାଙ୍ଗୁଲି ସୁସ୍ଥ, ବୁଧବାର ଡାକ୍ତରଖାନାରୁ ଛୁଟି ମିଳିବ

କୋଲକାତା:ବିସିସିଆଇ ସଭାପତି ତଥା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ସୁସ୍ଥ ଅଛନ୍ତି ଏବଂ ତାଙ୍କୁ ବୁଧବାର ଡାକ୍ତରଖାନାରୁ ଛୁଟି ମିଳିବ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ଉଡଲାଣ୍ଡ ମେଡିକାଲର କାର୍ଡିଆକ ସର୍ଜନ ଡାକ୍ତର ଦେବୀ ସେଟ୍ଟୀ ହସି କରି କହିଛନ୍ତି…

ଓଡିଶୀ ସ୍ଥାପତ୍ୟ ବନାମ କୋଠାବାଡିର ପାରାଭାଡି

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଓଡିଶାର ଖ୍ୟାତନାମା ଚିତ୍ରଶିଳ୍ପୀ ସ୍ଵର୍ଗତ ଦିନନାଥ ପାଠି ଆଧୁନିକ ଭୁବନେଶ୍ୱରକୁ ପାରାଭାଡିର ସହର ବୋଲି କହୁଥିଲେ। ଜଣେ ଓଡିଶୀ ଚିତ୍ରଶିଳ୍ପୀର ଆଖିରେ ଆଜିର ଭୁବନେଶ୍ୱରକୁ ପାରାଭାଡି ବ୍ୟତୀତ ଆଉ କଣ ବା କୁହାଯାଇ ପାରିବ? ଭୁବନେଶ୍ୱର ପ୍ରାୟ…

ବ୍ରିଟେନ ପ୍ରଧାନମନ୍ତ୍ରୀ ବାତିଲ କଲେ ଭାରତ ଗସ୍ତ, ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଥିଲେ

ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନଶନ ମଙ୍ଗଳବାର ଭାରତ ଗସ୍ତ ଶେଷ ମୂହର୍ତରେ ବାତିଲ କରିଛନ୍ତି । ଆସନ୍ତା ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା । ବୋରିସ ଜନଶନ ଫୋନ ଯୋଗେ ଏ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ରିଲିଜ ହେଲା ବର୍ଷାଙ୍କ ମ୍ୟୁଜିକ ଭିଡ଼ିଓ, ନମିତାଙ୍କ ଗୀତରେ ଝୁମିଲେ ଦୃଷ୍ଟିହୀନ ଓ ଭିନ୍ନକ୍ଷମ

ଭୁବନେଶ୍ୱର: ମୁକ୍ତିଲାଭ କରିଛି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଦ୍ୱାରା ପ୍ରସ୍ତୁତ ମ୍ୟୁଜିକ ଭିଡିଓ 'କିଛି ମାଗୁନାହିଁ ତତେ' । ନମିତା ମେଲେକା ଗାଇଥିବା ଏହି ଗୀତରେ ବର୍ଷାଙ୍କ ସହ ଅଭିନୟ କରିଛନ୍ତି ଏସିଡ ପୀଡିତା ପ୍ରମୋଦିନୀ ରାଉଳ, କିଛି ଦୃଷ୍ଟିହୀନ ଓ ଭିନ୍ନକ୍ଷମ। କିଛି ଦିନ ତଳେ…

ଧର୍ମା ପ୍ରଡକ୍ସନରେ ଇନଭେଷ୍ଟ କରିବ ଆଦାନୀ ଗ୍ରୁପ

ମୁମ୍ବାଇ: କରୋନା ମହାମାରୀ ଯୋଗୁ ଫିଲ୍ମ ଇଣ୍ଡଷ୍ଟ୍ରି ଅନେକ କ୍ଷତି ସହିଛି । ସୁଶାନ୍ତ ସିଂ ରାଜପୁତ କେସ୍ ପରେ ଧର୍ମା ପ୍ରଡକ୍ସନର ମୁଖ୍ୟ କରନ ଜୋହର ପ୍ରଚୁର କ୍ଷତି ସହିଛନ୍ତି । ଏହି ଅବସରରେ ଆଦାନୀ ଗ୍ରୁପର ଗୌତମ ଆଦାନୀ ଏହାର ୩୦ ପ୍ରତିଶତ ଅଂଶଧନ କିଣିବା ପାଇଁ ପ୍ରସ୍ତାବ ଦେଇଛନ୍ତି ବୋଲି…