ଜ୍ୟାକ ମା କେଉଁଠାରେ ଅଛନ୍ତି ସୂଚନା ଦେଲା ପିପୁଲ୍ସ ଡେଲି
ବେଜିଂ: ଚୀନ ବ୍ୟବସାୟୀ ତଥା ଆଲିବାବା କମ୍ପାନୀର ମାଲିକ ଜ୍ୟାକ ମାଙ୍କ ନିଖୋଜ ଘଟଣା ଧିରେ ଧିରେ ସମଗ୍ର ଦୁନିଆରେ ଚର୍ଚ୍ଚାର କାରଣ ସାଜିଛି । ଏହା ଦେଖି ଚୀନର ସରକାରୀ ଖବରକାଗଜ ପିପୁଲ୍ସ ଡେଲି ସେ କେଉଁଠାରେ ଅଛନ୍ତି ସୂଚନା ଦେଇଛି । ରିପୋର୍ଟ ଅନୁସାରେ ଜ୍ୟାକ ମାଙ୍କୁ ଏକ ଅଜ୍ଞାତ ସ୍ଥାନରେ…