Latest Odisha News

BREAKING NEWS

କରୋନା ଅପଡ଼େଟ୍‌: ଓଡ଼ିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଓଡ଼ିଶାରେ ରବିବାର ସକାଳ ୬ଟା ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୫୨କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୬୮ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି ।…

ଭାରତରେ ଉଗ୍ର ହେଉଛି କରୋନା: ୬୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ୩୨୭୭ଟି ନୂଆ ମାମଲା

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…

ଆଜି ଗଞ୍ଜାମ ଓ ମୟୁରଭଞ୍ଜରୁ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା

ଭୁବନେଶ୍ୱର: ଆଜି ସକାଳୁ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୫୮ ଜଣ କରୋନା ଆକ୍ରାନ୍ତ । ଚିହ୍ନଟ ୫୮ ଜଣଙ୍କ ମଧ୍ୟରୁ ୨୯ ଜଣ ଗଞ୍ଜାମର, ଜଣେ, ମୟୁରଭଞ୍ଜ, ୧୫ ଜଣ ବାଲେଶ୍ଵର ଓ ୧୩ ଜଣ ଅନୁଗୁଳ ଜିଲ୍ଲାର ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଆଜି ମୟୁରଭଞ୍ଜରୁ ଚିହ୍ନଟ ଜଣେ…

ଲକଡାଉନ ୩.୦: ସ୍ୱିଗି ଓ ଜୋମାଟୋ ଯୋଗାଇଦେବେ ସମ୍ପୂର୍ଣ୍ଣ ଓଡ଼ିଆ ଖାଦ୍ୟ !

ଭୁବନେଶ୍ୱର: କରୋନା ଭାଇରସ କାରଣରୁ ସାରା ଦେଶରେ ବଳବତ୍ତର ରହିଛି ଲକଡାଉନ କଟକଣା। ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ସହ ହୋଟେଲ ରେଷ୍ଟୁରାଣ୍ଟ ବନ୍ଦ ଥିବାରୁ ମନ ପସନ୍ଦର ଖାଇବା ପାଇବା ସତେ ଯେପରି ସ୍ୱପ୍ନ ପାଲଟି ଗଲାଣି। ତେବେ ଏହି ସଙ୍କଟ ସମୟରେ ଖାଦ୍ୟପ୍ରେମୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି…

କରୋନା ମୁକାବିଲା: ୯୫୦୦୦ କୁ ବୃଦ୍ଧି ପାଇଲା ଭାରତର ଦୈନିକ ସ୍ୱାବ ପରୀକ୍ଷଣ କ୍ଷମତା

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଶନିବାର କହିଛନ୍ତି ଯେ, କରୋନାଭାଇରସ ପାଇଁ ପରୀକ୍ଷଣ କ୍ଷମତା ଭାରତରେ ଦିନକୁ ପ୍ରାୟ ୯୫୦୦୦କୁ ବୃଦ୍ଧି କରାଯାଇଛି। ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଶୁକ୍ରବାର ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ୩୩୨ ଟି…

କରୋନା ମ୍ୟାପରେ ଯୋଡ଼ି ହେଲା ଅନୁଗୁଳ ଜିଲ୍ଲା; ଗୋଟିଏ ଦିନରେ ୧୩ ପଜିଟିଭ ଚିହ୍ନଟ

ଅନୁଗୁଳ: ଜିଲ୍ଲା ପରେ ଜିଲ୍ଲା ବ୍ୟାପି ଚାଲିଛି କରୋନା । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୦ ଟି ଜିଲ୍ଲାକୁ ବ୍ୟାପି ସାରିଛି ଏହି ମହାମାରୀ । ରବିବାର ଦିନ ରାଜ୍ୟରେ ୫୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୩ ଜଣ ଅନୁଗୁଳରୁ ଚିହ୍ନଟ ହୋଇଛନ୍ତି ।…

ରାଜ୍ୟରେ ତୃତୀୟ କରୋନା ମୃତ୍ୟୁ

ଭୁବନେଶ୍ୱର: ଜିଲ୍ଳା ପରେ ଜିଲ୍ଲା ବ୍ୟାପି ଚାଲିଛି ମହାମାରୀ କରୋନା । ଆଜି ଗୋଟିଏ ଦିନରେ ସର୍ବାଧିକ ୫୮ ଜଣ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । କରୋନାରେ ମୃତ୍ୟୁ ଘରିଥିବା ଏହି ବ୍ୟକ୍ତି ଗଞ୍ଜାମ ଜିଲ୍ଲାର ବୋଲି ସ୍ୱାସ୍ଥ୍ୟ ଓ ପରିବାର ପକ୍ଷରୁ ସୂଚନା ମିଳିଛି । ରାଜ୍ୟରେ…

ରାଜ୍ୟ ପାଇଁ ବଢୁଛି ଚିନ୍ତା: ଚିହ୍ନଟ ହେଲେ ଆଉ ୫୮ କରୋନା ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୫୮ ଜଣ କରୋନା ପଜିଟିଭ । ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଏକକାଳୀନ ୫୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୨ ରେ…

ମା…ଏକ ଶଦ୍ଦ ନୁହେଁ, ଏକ ଆବେଗ, ଏକ ଆତ୍ମୀୟତା ଓ ଏକ ସ୍ୱର୍ଗୀୟ ଅନୁଭବ

ମାତୃତ୍ୱ ଦିବସ ପାଳନ ପାଶ୍ଟାତ୍ୟ ସମସ୍କୃତିର ଏକ ଅଂଶ ହୋଇପାରେ ସତ ହେଲେ ଏ ଦିବସ ମାର ସମ୍ମାନ କ୍ଷେତ୍ରରେ ଏକ ବାର୍ତ୍ତା ବହ । ୧୯୧୨ରେ ମାତୃତ୍ୱ ଦିବସ ପ୍ରଥମେ ୟୁନାଇଟେଡ ଷ୍ଟେଟସରେ ପାଳନ ହୋଇଥିଲା । ପରବର୍ତ୍ତୀ ସମୟରେ ଏହାର ବିଶ୍ୱବ୍ୟାପୀ ଆଦୃତି ବଢିଥିବା ବେଳେ ଏବେ ୪୦ ଟି ଦେଶ ମାତୃତ୍ୱ…

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହାନଙ୍କ ପରଲୋକ

ଭୁବନେଶ୍ୱର: ପଶ୍ଚିମ ଓଡିଶା ଉନ୍ନୟନ ପରିଷଦର ଅଧ୍ୟକ୍ଷ ସୁବାସ ଚୌହ୍ୱାନଙ୍କର  ପରଲୋକ ଘଟିଛି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିବାରୁ ୫ ଦିନ ପୂର୍ବେ  ସୁବାସଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ୫୪ ବର୍ଷରେ ତାଙ୍କର ପରଲୋକ ଘଟିଛି । ଲିଭର…