ବିବାଦ ବଢ଼ୁଛି: ବ୍ରିସବେନରେ ଟେଷ୍ଟ ଖେଳିବାକୁ ଟିମ୍ ଇଣ୍ଡିଆ ଅରାଜି
ସିଡନୀ: ଭାରତୀୟ କ୍ରିକେଟ ଟିମ୍ ୪ର୍ଥ ଟେଷ୍ଟ ପାଇଁ ବ୍ରିସବେନ୍ ଯିବାକୁ ଅନିଚ୍ଛା ପ୍ରକାଶ କରିଛି । ରିପୋର୍ଟ ମୁତାବକ ଟିମ୍ ଇଣ୍ଡିଆ ଆଉ ଅଧିକ ଦିନ ବାୟୋ ବବୁଲରେ ରହିବାକୁ ଚାହୁଁ ନାହିଁ । ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆରେ ପଂହଚିବା ପରେ ପାଖାପାଖି ୧ମାସ ଏ ଭଳି ପରିସ୍ଥିତିରେ ରହିଥିଲେ ।…