Latest Odisha News

BREAKING NEWS

‘ଅପରେସନ୍ ସିନ୍ଦୂର’ରେ ପାକିସ୍ତାନର ୫ ଯୁଦ୍ଧ ବିମାନ ଖସାଇଛି ଭାରତ: ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଅପରେସନ୍ ସିନ୍ଦୂର ସମୟରେ ୫ଟି ପାକିସ୍ତାନୀ ଯୁଦ୍ଧ ବିମାନକୁ ଖସାଇଥିଲା। ଏହା ବ୍ୟତୀତ ଆହୁରି ଅନେକ ବିମାନକୁ ମଧ୍ୟ ଟାର୍ଗେଟ କରାଯାଇଥିଲା। ଏଭଳି ଚାଂଚଲ୍ୟକର ବୟାନ ଦେଇଛନ୍ତି ଭାରତୀୟ ବାୟୁସେନା ମୁଖ୍ୟ ଅମରପ୍ରୀତ ସିଂହ। ବେଙ୍ଗାଲୁରୁରେ ଏକ…

ଖୁବଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ହେବ: ମୁଖ୍ୟମନ୍ତ୍ରୀ

କୋରାପୁଟ: ଜୟପୁରରେ ‘ସୁଭଦ୍ରା’ ୩ୟ କିସ୍ତି ବଣ୍ଟନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା। ଆଗକୁ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ (SODC) ହେବାକୁ ଯାଉଛି। ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ନେତୃତ୍ବରେ ଏନେଇ ଟାସ୍କ ଫୋର୍ସ ଗଠନ ହୋଇଛି। ପୂର୍ବ ସରକାର ଦକ୍ଷିଣ ଓଡ଼ିଶା ବିକାଶକୁ ଗୁରୁତ୍ବ…

ସ୍କୁଲ ଛାତ୍ରୀଙ୍କ ହାତରୁ ରାକ୍ଷୀ ବାନ୍ଧିଲେ ମୁଖ୍ୟମନ୍ତ୍ରୀ

ଜୟପୁର: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ସମୟରେ ଆଜି କୋରାପୁଟ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜୟପୁର ଠାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆୟୋଜିତ ପବିତ୍ର ରକ୍ଷା ବନ୍ଧନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ…

ରାକ୍ଷୀ ପୂର୍ଣ୍ଣିମା ଅବସରରେ ମହିଳାଙ୍କ ଆକାଉଣ୍ଟକୁ ଆସିଲା ସୁଭଦ୍ରାର ୩ୟ କିସ୍ତି ଟଙ୍କା

ଜୟପୁର: ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ୩ୟ କିସ୍ତି ଟଙ୍କା । ରାଖୀ ପୂର୍ଣ୍ଣିମା ଅବସରରେ କୋରାପୁଟ ଜିଲ୍ଲା ଜୟପୁରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୧ କୋଟିରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ବ୍ୟାଙ୍କ ଖାତାକୁ ଗଲା…

ଗୁଳିକାଣ୍ଡ ଏବଂ ହତ୍ୟା ଧମକ ପରେ ମଧ୍ୟ ପୋଲିସ ସହ ଯୋଗାଯୋଗ କଲେ ନାହିଁ କପିଲ, କିନ୍ତୁ କାହିଁକି?

ମୁମ୍ବାଇ: କମେଡିଆନ କପିଲ ଶର୍ମାଙ୍କ କାନାଡାସ୍ଥିତ କୈଫେରେ ଗୁଳିକାଣ୍ଡ ଘଟଣା ପରେ ତାଙ୍କୁ ହତ୍ୟା ଧମକ ମିଳିଥିଲା। ମୁମ୍ବାଇ ପୋଲିସ ଏବେ ଏହି ସମ୍ପର୍କରେ ତାଙ୍କ ସହିତ ଯୋଗାଯୋଗ କରିଛି। କିନ୍ତୁ, ସୂତ୍ର ଅନୁଯାୟୀ, କପିଲ ଶର୍ମା ଏପର୍ଯ୍ୟନ୍ତ ପୋଲିସକୁ କୌଣସି ସରକାରୀ ଅଭିଯୋଗ ଦେଇନାହାଁନ୍ତି।…

Google Pixel 10ରେ କ’ଣ ରହିଛି ନୂଆ ଫିଚର? ଜାଣନ୍ତୁ ଏହା iPhone ଠାରୁ ଶସ୍ତା ନା ମହଙ୍ଗା…

ନୂଆଦିଲ୍ଲୀ: ଲଞ୍ଚ ପୂର୍ବରୁ Google Pixel 10 ସିରିଜର ମୂଲ୍ୟ ପ୍ରକାଶ ପାଇଛି । Google ର ଏହି ଫ୍ଲାଗସିପ୍ ସିରିଜ୍ ଅଗଷ୍ଟ 20ରେ ବିଶ୍ୱ ସ୍ତରରେ ପହଞ୍ଚିବାକୁ ଯାଉଛି । ଗତ ବର୍ଷ ପରି, ଏହି ବର୍ଷ ମଧ୍ୟ କମ୍ପାନୀ Pixel 10 ସହିତ Pixel 10 Pro, Pixel 10 Pro XL ଏବଂ Pixel 10 Fold…

ବୟାନବାଜିରେ ସୀମିତ ବିରୋଧୀଙ୍କ ଏସଆଇଆର ପ୍ରସଙ୍ଗ? ନିର୍ବାଚନ କମିଶନଙ୍କ ନିକଟରେ କଲେନି ଅଭିଯୋଗ!

ପାଟଣା: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ SIR (ସ୍ୱତନ୍ତ୍ର ସଂଶୋଧନ ଅଭିଯାନ) ପ୍ରସଙ୍ଗ ବେଶ ବିବାଦ ସୃଷ୍ଟି କରିଛି। ବିରୋଧୀ ଦଳମାନେ ଏହାକୁ ନେଇ ନାନା ଅଭିଯୋଗ କରିଛନ୍ତି। କଂଗ୍ରେସ ଏହାକୁ "ଭୋଟ ଚୋରି" ବୋଲି ଅଭିହିତ କରିଛି। ଏସବୁ ବିବାଦ ମଧ୍ୟରେ ନିର୍ବାଚନ ଆୟୋଗ ଏକ ବଡ଼ ଖୁଲାସା…

ଖାଲି ପଡ଼ିଲା ଇଣ୍ଡିଗୋ ବିମାନର ସିଟ୍, ଓଡ଼ିଶା ସରକାର ଗଣିଲେ ୧୭୦ କୋଟି

ଭୁବନେଶ୍ୱର: ଓଡ଼ିଶା ସରକାର ପର୍ଯ୍ୟଟନକୁ ଆଗକୁ ବଢ଼ାଇବା ପାଇଁ ଭୁବନେଶ୍ୱରରୁ ଆନ୍ତର୍ଜାତୀୟ ଉଡ଼ାଣ ଆରମ୍ଭ କରିଥିଲେ। କିନ୍ତୁ ବିମାନର ସିଟ୍ ଫାଙ୍କା ପଡ଼ିବାରୁ ଏୟାରଲାଇନ୍ସକୁ ସରକାର ପ୍ରତି ମାସରେ ପ୍ରାୟ ୮ କୋଟିରୁ ଅଧିକ ଟଙ୍କା ଗଣୁଛନ୍ତି। ଗତ ଦୁଇ ବର୍ଷରେ ରାଜ୍ୟ ସରକାର ୧୭୦ କୋଟି…

ଘରୋଇ ହସ୍ପିଟାଲରେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ, ତଦନ୍ତ ଆରମ୍ଭ

ଭୁବନେଶ୍ୱର: ରାଜଧାନୀସ୍ଥିତ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଘରୋଇ ହସ୍ପିଟାଲ (Utkala Hospital)ରେ ଶୁକ୍ରବାର ଜଣେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଗତକାଲିର ଏହି ଘଟଣା ହସ୍ପିଟାଲ ପରିସରରେ ଶୋକାକୂଳ ପରିସ୍ଥିତି ସୃଷ୍ଟି କରିଛି। ମୃତକଙ୍କ ନାମ ସୋନାଲୀ ରାଉତ, ଯିଏ ଗଞ୍ଜାମ ଜିଲ୍ଲାର…

ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ

ଶ୍ରୀନଗର: ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ। ଆଉ ୧୦ ଜଣ ଗୁରୁତର ଆହତ ହୋଇଥିବା ସୂଚନା। ଜମ୍ମୁ ଓ କଶ୍ମୀରର କୁଲଗାମ ଅଖାଲରେ ଲସ୍କର ଆତଙ୍କବାଦୀଙ୍କ ବିରୋଧରେ ଆରମ୍ଭ ହୋଇଥିବା ଅଭିଯାନ ୯ମ ଦିନରେ ପହଞ୍ଚିଛି। ୩ ଆତଙ୍କୀ ଏବେବି ଜଙ୍ଗଲରେ ଲୁଚି ରହିଥିବା ସୂଚନା…