Latest Odisha News

BREAKING NEWS

ଆଜିଠୁ କଟକରେ ଖୋଲୁଛି ଏହିସବୁ ଦୋକାନ, ଜାଣନ୍ତୁ

କଟକ: କଟକ ମ୍ୟୁନିସିପାଲିଟି କର୍ପୋରେସନ (ସିଏମସି) ପକ୍ଷରୁ ଜିଲ୍ଲାପାଳଙ୍କ ସହ ରବିବାର ଦିନ ଆଲୋଚନା ପରେ ଜିଲ୍ଲାରେ କଟକଣା କୋହଳ ଏବଂ ଦୋକାନ ବଜାର ଖୋଲିବା ନେଇ ନିଷ୍ପତ୍ତି ହୋଇଛି। ଜାଣନ୍ତୁ, କଟକରେ କେଉଁ ସବୁ ଦୋକାନ ବଜାର ଖୋଲା ରହିବ। ଓଡିଶା ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ…

୫୦ ବର୍ଷକୁ ହ୍ରାସ କରାଯାଇଛି ସରକାରୀ କର୍ମଚାରୀଙ୍କ ଅବସର ବୟସସୀମା: ଗୁଜବ ନା ସତ, ଜାଣନ୍ତୁ

ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କ ଅବସର ବୟସସୀମା ୬୦ ବର୍ଷରୁ ହ୍ରାସ କରି ୫୦ବର୍ଷ କରିବା ଲାଗି କେନ୍ଦ୍ର ସରକାର ଯୋଜନା କରୁଥିବା ସମ୍ପର୍କରେ କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଯାହାର ସ୍ପଷ୍ଟୀକରଣ ରଖିଛନ୍ତି ସରକାର । ପ୍ରକାଶ ପାଇଥିବା ଏହି ଖବରକୁ ସରକାରଙ୍କ ପକ୍ଷରୁ ଦୃଢ଼ ଭାବେ…

ଗଞ୍ଜାମ ଜିଲ୍ଲାପାଳଙ୍କ କଡା ନିର୍ଦ୍ଦେଶ; ପାନ, ଗୁଟଖା ଖାଇଲେ ଥାନାରେ ଏତଲା !

ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ କରୋନାକୁ ପ୍ରତିହତ କରିବାପାଇଁ ଗ୍ରାମାଞ୍ଚଳ ଉପରେ ଅଧିକ ଧ୍ୟାନ ଦିଆଯିବ । କରୋନା ମୁକାବିଲା ପାଇଁ ଗାଁ ଗହଳିରେ ବିକ୍ରି ହେଉଥିବା ପାନ, ଗୁଟଖା, ସୁପାରି ପ୍ରଭୃତି ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇବା ପାଇଁ ଗଞ୍ଜାମ ଜିଲ୍ଲାପାଳ ସରପଞ୍ଚ ମାନଙ୍କୁ ନିର୍ଦ୍ଦେଶ…

କରୋନା ଅପଡ଼େଟ୍‌: ଓଡ଼ିଶା,ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଆଜି ସକାଳେ ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧ରେ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୩୫ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି । ଓଡ଼ିଶା…

ଓଡ଼ିଶାର ଏହି ୪ ଜିଲ୍ଲାରେ ରହିଛି ୮୮ ପ୍ରତିଶତ କରୋନା ମାମଲା

ଭୁବନେଶ୍ୱର: ଓଡ଼ିଶା ର ୩ ଜିଲ୍ଲାରେ ୬୦ ଘଣ୍ଟାର ସଟଡାଉନ ପରେ ସୋମବାର ଦିନ ବାଲେଶ୍ବରରେ ପାଞ୍ଚଟି କରୋନା ପଜିଟିଭ ମାମଲା ରେକର୍ଡ କରାଯାଇଛି। ଏହି ନୂତନ ମାମଲା ସହିତ ଜିଲ୍ଲାର ମୋଟ ସଂଖ୍ୟା ୧୫ କୁ ବୃଦ୍ଧି ପାଇଛି। ଆକ୍ରାନ୍ତ ମାମଲା ବଢୁଥିବା ଯୋଗୁଁ ଆଉ ଦୁଇଟି ଜିଲ୍ଲା ଭଦ୍ରକ ଏବଂ…

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ମହମ୍ମଦ ରଫିକ୍

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଲୋକ ସେବା ଭବନରେ ରାଜ୍ୟପାଳ ଗଣେଶୀ ଲାଲଙ୍କ ଦ୍ୱାରା ଓଡ଼ିଶା ହାଇକୋର୍ଟର ୩୧ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ମହମ୍ମଦ ରଫିକ୍ ଶପଥ ଗ୍ରହଣ କରିଛନ୍ତି ‌। ଗତ ଏପ୍ରିଲ ୧୮ ତାରିଖରେ ସୁପ୍ରିମକୋର୍ଟ କଲେଜିୟମର ସୁପାରିଶ ପରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ…

ଦେଶରେ ବଢୁଛି କରୋନା ମୃତ୍ୟୁ ସଂଖ୍ୟା, ୨୪ ଘଣ୍ଟାରେ ୧୩୯୬ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ସୋମବାର ଦିନ ଏହି ସଂଖ୍ୟା ୨୭,୮୯୨ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏହାବ୍ୟତିତ ଗତ ୨୪ ଘଣ୍ଟାରେ ଭାରତରେ ପାଖାପାଖି…

ସୋମବାର ଦିନ ଶିବଙ୍କର ଏହି ୧୧ଟି ନାମ ଜପ କରନ୍ତୁ; ମିଳିବ ଅଦ୍ଭୁତ ସିଦ୍ଧି

ଭଗବାନ ଶିବଙ୍କର କୃପା ବ୍ୟକ୍ତିବିଶେଷ କେବେ ପରାଜୟର ସାମ୍ନା କରିନଥାନ୍ତି । ଜୀବନରେ ସମସ୍ତ ମୂହୁର୍ତ୍ତରେ ଏବଂ ସବୁକ୍ଷେତ୍ରରେ ସେମାନେ ବିଜୟ ହାସଲ କରିଥିବା ଦେଖାଯାଇଥାଏ । ଭକ୍ତର ଅଚଳାଚଳ ଭକ୍ତିରେ ସେ ନିଶ୍ଚିତ ରୂପେ ପ୍ରସନ୍ନ ହୋଇଥାଆନ୍ତି । ଯେହେତୁ ଶିବଶଙ୍କର ଭୋଳାନାଥ ସେ ଭକ୍ତକୁ ବର…

ବାଲେଶ୍ଵରରେ ଆଉ ୫ କରୋନା ପଜିଟିଭ ଚିହ୍ନଟ

ବାଲେଶ୍ଵର: ବାଲେଶ୍ବର ଜିଲ୍ଲାରେ ସୋମବାର ଦିନ ଆଉ ୫ ଜଣେ କରୋନା ପଜିଟିଭ୍ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ଏହାକୁ ମିଶାଇ ଓଡ଼ିଶାରେ ମୋଟ୍ କରୋନା ରୋଗୀଙ୍କ ସଂଖ୍ୟା ୧୦୮ ପହଞ୍ଚି ଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ବାଲେଶ୍ଵର ଜିଲ୍ଲାରେ ପୂର୍ବରୁ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୭-୦୪-୨୦୨୦ ସୋମବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଅପ୍ରେଲ     ତା ୨୭  ରିଖ ସୋମବାର ମେଷ  ୧୫ ଦିନ ବୈଶାଖ  ମାସ ଶୁକ୍ଳ ପକ୍ଷ  ଚତୁର୍ଥୀ ତିଥି   ମୃଗଶିରା ନକ୍ଷତ୍ର ବୃଷ ଚନ୍ଦ୍ର ଦିନ ୧୧ଟା ୪୯ମିନିଟ୍ ପର୍ଯ୍ୟନ୍ତ ଏହା ପରେ ମୃଗଶିରା ନକ୍ଷତ୍ର ମିଥୁନ…