Latest Odisha News

BREAKING NEWS

୨୦୨୦ରେ ସାରା ରାଜ୍ୟରେ ଚହଳ ପକାଇଥିବା ପାଞ୍ଚଟି ଚର୍ଚ୍ଚିତ ଅପରାଧ

ଭୁବନେଶ୍ୱର: ଅନେକ ଲୋମହର୍ଷଣକାରୀ ଅପରାଧ ଦେଖିଛି ବର୍ଷ ୨୦୨୦ । ପରୀଠୁ ଆରମ୍ଭ କରି ଆଦିତ୍ୟଙ୍କ ଡେଥ୍ ମିଷ୍ଟ୍ରି । ପୂର୍ବତନ ବିଧାୟକ ଅନୁପ ସାହୁଙ୍କ ଗିରଫଦାରୀ କୁହନ୍ତୁ କି ପାଠକ ବାପା-ପୁଅ ଜେଲ୍ ଯିବା । ପୁଣି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ହାତରେ ପୋଲିସ ହ୍ୟାଣ୍ଡକଫ…

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀ: ବାଜପେୟୀଙ୍କୁ ସ୍ମରଣ କରି ମୋଦୀ କହିଲେ…

ନୂଆଦିଲ୍ଲୀ: ଆଜି ଅର୍ଥାତ୍ ଡିସେମ୍ବର ୨୫ରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀ। ଆଜି ସମଗ୍ର ଦେଶ ବାଜପେୟୀଙ୍କୁ ସ୍ମରଣ କରୁଛି। ତାଙ୍କ ଜନ୍ମ ବାର୍ଷିକୀ ସାରା ଦେଶରେ ପାଳନ କରାଯାଉଛି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ପ୍ରାପ୍ତ ଅଟଳ ବିହାରୀ…

ଦିଲ୍ଲୀରେ ଭୁମିକମ୍ପର ଝଟକା, ଲୋକେ ଭୟଭୀତ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଶୁକ୍ରବାର ଦିନ ସାମାନ୍ୟ ଭୁମିକମ୍ପର ଝଟକା ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର୍ ସେସିମୋଲୋଜିର ରିପୋର୍ଟ ଅନୁଯାୟୀ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୨.୩ ମପା ଯାଇଥିଲା । ଆହୁରି ମଧ୍ୟ ଏହି ଏଜେନ୍ସିର ରିପୋର୍ଟ ଅନୁଯାୟୀ ଦିଲ୍ଲୀର ନାଗଲୋଇରେ…

ରାଜ୍ୟବାସୀଙ୍କୁ ବଡ଼ଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜି ହେଉଛି ବଡ଼ଦିନ ବା ଖ୍ରୀଷ୍ଟମାସ। ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ। ଯୀଶୁଙ୍କ ସ୍ୱାଗତ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଚାରିଦିଗ। ଲୋକେ ପରସ୍ପରକୁ ଉପହାର ଦେବା ସହିତ ପରସ୍ପରକୁ ବଡ଼ଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି…

ଜାନୁଆରୀ ୭ ରେ ବି ପାଳନ ହୁଏ ବଡ଼ଦିନ, ଜାଣନ୍ତୁ କେଉଁଠି ଓ କାହିଁକି

ଭୁବନେଶ୍ୱର: ଆଜି ଡିସେମ୍ବର ୨୫ ତାରିଖ। ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ଏହିଦିନ ତାଙ୍କ ଜନ୍ମ ଯୋଗୁଁ ସମଗ୍ର ବିଶ୍ୱରେ ଏହାକୁ ବଡ଼ଦିନ ବା ଏକ୍ସ-ମାସ ରୂପରେ ପାଳନ କରାଯାଏ । ତେବେ ସମଗ୍ର ବିଶ୍ୱରେ ବଡ଼ଦିନକୁ ଡିସେମ୍ବର ୨୫ରେ ପାଳନ କରାଯାଉଥିବା ବେଳେ କିଛି ସ୍ଥାନରେ ଏହାକୁ…

କ୍ରିସ୍ମସ୍ ଟ୍ରି ବା ବଡ଼ଦିନ ଗଛ ସମ୍ପର୍କରେ ଜାଣନ୍ତୁ କିଛି ଅଜଣା କଥା..  

ଭୁବନେଶ୍ୱର: କ୍ରିସ୍ମସ୍ ଟ୍ରି ବା ବଡ଼ଦିନ ଗଛ। ଏକ କୋନାକାର ଗଛ ଯାହାକୁ ବଡ଼ଦିନ ଉପଲକ୍ଷେ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ସଜେଇ ଥାଆନ୍ତି । ପାଇନ୍ ଜାତୀୟ କୌଣସି ଗଛର ଅଂଶ ବା କୃତ୍ରିମ ଗଛକୁ ବଡ଼ଦିନ ଉପଲକ୍ଷେ ସଜାଇବାର ପ୍ରଥା ଉତ୍ତର ୟୁରୋପରୁ ଆରମ୍ଭ ହୋଇଥିଲା । ମଧ୍ୟଯୁଗୀୟ ଲିଭୋନିଆରେ…

ଅକ୍ଟୋବରରେ ଜିଓ ଓଡ଼ିଶାରେ ଗ୍ରାହକ ସଂଖ୍ୟାରେ ବୃଦ୍ଧି କରିଛି: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ରିଲାଏନ୍ସ ଜିଓ ଓଡିଶା ଟେଲିକମ୍ ବଜାରରେ ଅକ୍ଟୋବର ମାସରେ ଏକମାତ୍ର ମୋବାଇଲ ସେବା ଯୋଗାଣକାରୀ ଭାବେ ରାଜ୍ୟରେ ଏହାର ଗ୍ରାହକ ସଂଖ୍ୟା ବୃଦ୍ଧି କରିଛି। ଏହା ବ୍ୟତୀତ ଭାରତୀ ଏୟାରଟେଲ୍‌, ଭୋଡାଫୋନ୍ ଆଇଡିଆ ଓ ବିଏସ୍‌ଏନ୍‌ଏଲ୍ ଭଳି ଅନ୍ୟ ଅପରେଟର ମାନଙ୍କ ଗ୍ରାହକ ସଂଖ୍ୟା ହ୍ରାସ…

ବଡ଼ଦିନ; ମଧ୍ୟରାତ୍ରୀରୁ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ

ଭୁବନେଶ୍ୱର: ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନ ରୂପେ ବଡ଼ଦିନକୁ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ବଡ଼ ଧୁମ୍‍ଧାମ୍‍ର ସହିତ ପ୍ରତିବର୍ଷ ଡିସେମ୍ବର ୨୫ ତାରିଖ ଦିନ ପାଳନ କରିଥାନ୍ତି । ଖ୍ରୀଷ୍ଟୀୟ ପାଞ୍ଜି ବା ଗୀର୍ଜାର କ୍ୟାଲେଣ୍ଡର୍ ଅନୁସାରେ ଖ୍ରୀଷ୍ଟ ଜନ୍ମର କିଛି ଦିନ ପୂର୍ବରୁ ଉପବାସ ଓ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା୨୫-୧୨-୨୦୨୦ ଶୁକ୍ରବାର ଆଜି ଦିନର ମହତ୍ତ୍ୱ  ଆଜି ୨୦୨୦ମସିହା ଡିସେମ୍ବର ତା୨୫ ରିଖ ଶୁକ୍ରବାର ଧନୁ ୧୧ ଦିନ ମାର୍ଗଶିର ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥି ଦ୍ଵିଜା ନକ୍ଷତ୍ର ମେଷ ଚନ୍ଦ୍ର  ଘାତ ବାର :-ବିଛା ଧନୁ ଓ ମୀନ ରାଶିର   ଘାତ ଚନ୍ଦ୍ର:-ମେଷ ରାଶିର ନିଷେଧ ଖାଦ୍ୟ:-…

ଆଇଫୋନ୍ ପରେ ବୈଦ୍ୟୁତିକ କାର୍ ତିଆରି କରିବ ଆପଲ୍, ଜାଣନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

ନୂଆଦିଲ୍ଲୀ: ଉତ୍କୃଷ୍ଟ ଗ୍ୟାଜେଟ୍ ଏବଂ ନବସୃଜନ ପାଇଁ ସାରା ବିଶ୍ୱରେ ଜଣାଶୁଣା ଟେକ୍ କମ୍ପାନୀ ଆପଲ୍ ବର୍ତ୍ତମାନ ଅଟୋ କ୍ଷେତ୍ରରେ ମଧ୍ୟ ଏକ ନୂତନ ବିପ୍ଳବ ଆଣିବାକୁ ଚେଷ୍ଟା କରିବାକୁ ପ୍ରସ୍ତୁତ ହେଉଛି। ନିକଟରେ ଏକ ନ୍ୟୁଜ୍ ଏଜେନ୍ସି ରଏଟର୍ସ ରିପୋର୍ଟ ଅନୁଯାୟୀ, ଆପଲ୍ ଅଟୋ ସେକ୍ଟରରେ ୨୦୨୪…