ଚାଇନିଜ ଭିଡିଓ ଗେମିଂ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବ ଆପଲ୍, ଜାଣନ୍ତୁ କାରଣ
ନୂଆଦିଲ୍ଲୀ: ଚାଇନିଜ୍ ଆପ୍ ଡେଭଲପର୍ସଙ୍କୁ ଆପଲ୍ କମ୍ପାନୀ ଦ୍ୱାରା ଧମକ ଦିଆଯାଇଛି ଯେ, ଆପଲ୍ ଆପ୍ ଷ୍ଟୋରରୁ ହଜାର ହଜାର ଭିଡିଓ ଗେମିଂ ଆପ୍ ହଟାଯିବ। ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବେଜିଂ ଇଣ୍ଟରନେଟ୍ ଉପରେ ନିୟନ୍ତ୍ରଣକୁ କଡାକଡି କରିବା ସହିତ କିଛି ନୂତନ…