କରୋନା ସଂକ୍ରମଣ ଯୋଗୁଁ ଓଡ଼ିଆ ବ୍ୟକ୍ତିଙ୍କ ମୁମ୍ବାଇରେ ମୃତ୍ୟୁ
ଭୁବନେଶ୍ୱର: ମୁମ୍ବାଇରେ କୋଭିଡ-୧୯ ସଂକ୍ରମଣରେ ଜଣେ ଓଡ଼ିଶା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଖବର ପ୍ରଚାର ପରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅଞ୍ଚଳ ଶୋକାର ଛାୟା ଖେଳିଯାଇଛି।
ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମୃତ ବ୍ୟକ୍ତି ଜଣକ ଗତ ୫ ବର୍ଷ ଧରି ଚେମ୍ବୁରରେ ଥିବା ତାଙ୍କ…