ରାଉରକେଲାରେ କରୋନା ସଂକ୍ରମଣରେ ଡାକ୍ତରାଣୀଙ୍କ ମୃତ୍ୟୁ; ଦିଆଗଲା ଗାର୍ଡ ଅଫ୍ ଅନର୍
ରାଉରକେଲା: ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ)ରେ କୋଭିଡ ରୋଗୀଙ୍କ ଦେଖାଶୁଣା କରୁଥିବା ଜଣେ ୨୯ ବର୍ଷୀୟ ପିଜି ଛାତ୍ରୀଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି ।
ମୃତକଙ୍କ ନାମ ପ୍ରିୟାଶ୍ରୀ ବୋଲି ଜଣାପଡିଛି । ଯିଏକି ବିହାରର ନାଳନ୍ଦା ଜିଲ୍ଲାର ବାସିନ୍ଦା ।
ସେ କରୋନା ପଜିଟିଭ…