କୋଭିଡ୍ର ନୂଆ ଷ୍ଟ୍ରେନ୍କୁ ନେଇ ଓଡ଼ିଶାରେ କଟକଣା, ୟୁକେରୁ ଆସୁଥିଲେ କ୍ବାରେଣ୍ଟାଇନ ବାଧ୍ୟତାମୂଳକ
ଭୁବନେଶ୍ୱର: କୋଭିଡ୍ର ନୂଆ ଷ୍ଟ୍ରେନ୍କୁ ନେଇ ରାଜ୍ୟରେ କଟକଣା ଲାଗୁ କରାଯାଇଛି।
ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି. କେ. ମହାପାତ୍ର ଜିଲ୍ଲାପାଳ, ସିଡିଏମଓ, ଭୁବନେଶ୍ୱର ମହାନଗର ନିଗମ,ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନ ବନ୍ଦରକୁ ଏକ ଚିଠିରେ କହିଛନ୍ତି ଯେ ବ୍ରିଟେନରେ ଚିହ୍ନଟ…