Latest Odisha News

BREAKING NEWS

ରାଜ୍ୟରେ ଆଉ ଚାରି କରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା ୪୮ ଛୁଇଁଲା

ଭୁବନେଶ୍ୱର: ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ରାଜ୍ୟରେ ଆଉ ଚାରି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥି ସହ ଗୁରୁବାର ଦିନ ମୋଟ ୬ ଜଣ କରୋନା ପଜିଟିଭ ଜଣାପଡିଥିବା ବେଳେ ରାଜ୍ୟରେ ମୋଟ ସଂଖ୍ୟା ୪୮ରେ ପହଞ୍ଚିଛି । ଏ ସମ୍ପର୍କରେ ଓଡିଶା ସ୍ୱାସ୍ଥ୍ୟ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି ।…

ଗୁଡ୍ ଫ୍ରାଇଡ଼େ: କାହିଁକି ଓ କିପରି ଏହା ନାମିତ ହେଲା !

ଭୁବନେଶ୍ୱର: ଅସହ୍ୟ ଯନ୍ତ୍ରଣା ଓ କଷ୍ଟକୁ ହସି ହସି ସହିନେଇ ନିଜ ପ୍ରାଣକୁ ବିସର୍ଜନ କରିଥିଲେ ପ୍ରଭୁ ଯୀଶୁ । କ୍ଷମା ପରି ମହାନ ଗୁଣର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ପ୍ରଭୁ ଯୀଶୁ । ନିଜ ଶରୀରର ବିଭିନ୍ନ ସ୍ଥାନରେ କଣ୍ଟାର ଯନ୍ତ୍ରଣା ନେବା ପରେ କ୍ରୁଶବିଦ୍ଧ ହୋଇଥିଲେ ଯୀଶୁ । ତାଙ୍କୁ…

ହରିଆଣାରେ କରୋନା ପଜିଟିଭ ରୋଗୀଙ୍କ ଚିକିତ୍ସା ଓ ଯତ୍ନ ନେଉଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଡବଲ ଦରମା

ହରିଆଣା: କରୋନା ମହାମାରୀ ସଂକ୍ରମଣ ସାରା ଦେଶରେ ବୃଦ୍ଧି ପାଇବା ସହିତ ସ୍ୱାସ୍ଥ୍ୟକର୍ମୀମାନଙ୍କ ଉପରେ ଚାପ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ରାଜ୍ୟରେ କରୋନା ପଜିଟିଭ ରୋଗୀଙ୍କ ଚିକିତ୍ସା ଓ ଯତ୍ନ ନେଉଥିବା ସ୍ୱାସ୍ଥ୍ୟକର୍ମୀଙ୍କ ଦରମା…

କରୋନାକୁ ଜଗିବ ଲେନ୍‌ସ: ଜିଲ୍ଲା ପ୍ରବେଶପଥରେ ଲାଗିଲା ସିସିଟିଭି !

ବ୍ରହ୍ମପୁର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ଦୃଢ ପଦକ୍ଷେପ ଗ୍ରହଣ କରିଛନ୍ତି । ଜିଲ୍ଲାର ପ୍ରବେଶପଥରେ ଯାନବାହନ ଓ ପଥଚାରୀଙ୍କୁ ତୀକ୍ଷଣ ନଜରରେ ରଖିବା ଲାଗି ସିସିଟିଭି ଖଞ୍ଜିବାକୁ ନିଷ୍ପତ୍ତି ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ । ଏସମ୍ପର୍କରେ ଜିଲ୍ଲାପାଳ…

କରୋନା ପାଣ୍ଠି ଲାଗି ଭାରତ-ପାକ ମ୍ୟାଚ; ସୋଏବଙ୍କ ପ୍ରସ୍ତାବକୁ କପିଳ ଦେବଙ୍କ ନାପସନ୍ଦ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ଏବେ ଏକ ମହାମାରୀର ରୂପ ନେଇଛି । ବିଶ୍ୱର ଅନେକ ରାଷ୍ଟ୍ର ସମେତ ଭାରତ ଓ ପାକିସ୍ତାନ ମଧ୍ୟ ଏହି ଘାତକ କରୋନା ରୋଗର ଶିକାର ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନର ପୂର୍ବତନ ଫାଷ୍ଟବୋଲର୍ ସୋଏବ୍ ଅଖତାର ଏକ ପ୍ରସ୍ତାବ ଦେଇଥିଲେ । କରୋନା ପାଣ୍ଠି…

ଆଜି ଭୁବନେଶ୍ୱରରେ ପହଞ୍ଚିବ ୪୦୦୦ କୋଭିଡ୍‌-୧୯ ଟେଷ୍ଟ କିଟ୍‌

ଭୁବନେଶ୍ୱର: ପୁଣେସ୍ଥିତ ମାଇଁ ଲ୍ୟାବରୁ ପାଖାପାଖି ୪,୦୦୦ କୋଭିଡ୍‌-୧୯ ଟେଷ୍ଟ କିଟ୍ ଏକ ସ୍ୱତନ୍ତ୍ର କାର୍ଗୋ ବିମାନରେ ଭୁବନେଶ୍ୱରରେ ଆଜି ପହଞ୍ଚିବା ନେଇ ଓଡ଼ିଶା ରାଜ୍ୟ ମେଡ଼ିକାଲ୍ କର୍ପୋରେସନ ପକ୍ଷରୁ ସୂଚନା ମିଳିଛି । ଏହାବ୍ୟତୀତ, କରୋନା ଭୂତାଣୁର ମୁକାବିଲା ଲାଗି ଆରଏନଏ…

ଗୋଆରେ କିପରି ପାଳିତ ହୁଏ ଗୁଡ୍ ଫ୍ରାଇଡ଼େ…

ପାନାଜୀ: ଭାରତ ସ୍ୱାଧୀନତା ହାସଲ କରିବା ପୂର୍ବରୁ ଗୋଆରେ ପର୍ତ୍ତୃଗୀଜ ଔପନିବେଶମାନେ ରହିଆସୁଥିଲେ । ଗୋଆକୁ ଏହି ପର୍ତ୍ତୃଗୀଜମାନେ ଅନେକ ଦିନ ଧରି ଶାସନ କରିଆସୁଥିଲେ । ଏବେ ମଧ୍ୟ ଗୋଆରେ ବହୁସଂଖ୍ୟାରେ ପର୍ତ୍ତୃଗୀଜମାନେ ବାସ କରୁଥିବା ସହିତ ସେଠାରେ ସ୍ୱାଭାବିକ ଭାବେ ଖ୍ରୀଷ୍ଟଧର୍ମର ସମସ୍ତ…

ଗୁଡ୍ ଫ୍ରାଇଡେ ସମ୍ପର୍କରେ ଜାଣନ୍ତୁ କିଛି…

ଭୁବନେଶ୍ୱର: ଚଳିତ ଥର ଗୁଡ ଫ୍ରାଇଡେ ଏପ୍ରିଲ୍ ୧୦ ତାରିଖରେ ପଡୁଛି। କେତେକ ସ୍ଥାନରେ ଏହାକୁ ବ୍ଲାକ ଫ୍ରାଇଡେ ଓ ଆଉ କେତେକ ସ୍ଥାନରେ ଗୁଡ ଫ୍ରାଇଡେ ବୋଲି କୁହାଯାଇଥାଏ। ଇଷ୍ଟର୍ ର ଗୋଟିଏ ଦିନ ପୂର୍ବରୁ ଏହା ପାଳନ କରାଯାଇଥାଏ। ଏହି ଦିନରେ ଶ୍ରଦ୍ଧାଳୁମାନେ ପ୍ରଭୁ ଯୀଶୁଙ୍କ ବଳିଦାନକୁ ମନେ…

ହାଇଡ୍ରୋକ୍ସି କ୍ଲୋରୋକୁଇନକୁ ମନଇଚ୍ଛା ନ ଖାଇବା ପାଇଁ କେନ୍ଦ୍ର ସରକାରଙ୍କ ପରାମର୍ଶ

ନୂଆଦିଲ୍ଲୀ:ହାଇଡ୍ରୋକ୍ସି କ୍ଲୋରୋକୁଇନକୁ ମନଇଚ୍ଛା ନ ଖାଇବା ପାଇଁ ଗୁରୁବାର କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ ଏହାକୁ ସେବନ କରିବା ପାଇଁ କୁହାଯାଇଛି । କରୋନା ଭାଇରସକୁ ଭଲ କରିବାରେ ଏହି ଔଷଧ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାରୁ ଏହାର ଚାହିଦା…

୬ ହଜାର ଶଯ୍ୟାର କୋଭିଡ ହସ୍ପିଟାଲ କରିବାକୁ ଯୋଜନା: ଅସିତ ତ୍ରିପାଠୀ

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନାର ଚିକିତ୍ସା ପାଇଁ ପ୍ରସ୍ତୁତ ହୋଇଥିବା ସ୍ୱାସ୍ଥ୍ୟ ଭତିଭୂମି ଉପରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ସେ କହିଛନ୍ତି, ୬ ହଜାର ଶଯ୍ୟାର କୋଭିଡ ହସ୍ପିଟାଲ ତିଆରି କରିବାକୁ ରାଜ୍ୟ ସରକାରଙ୍କ ଯୋଜନା ରହିଛି । ବର୍ତ୍ତମାନ ଓଡ଼ିଶାରେ…