Latest Odisha News

BREAKING NEWS

ଘରେ ସୁରକ୍ଷିତ ରହିବା ନେଇ ଭିଡିଓ ଜରିଆରେ ନିବେଦନ କଲା ଓଡିଶା ପୋଲିସ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ଦେଶରେ ଲକ୍ ଡାଉନ ଘୋଷଣା ହୋଇଛି । ସମସ୍ତଙ୍କୁ ଘରେ ରହିବା ସହ ଅଯଥା ବାହାରକୁ ଆସି ଗହଳି ନ କରିବା ପାଇଁ ପରାମର୍ଶ ଦିଆଯାଇଛି । କିନ୍ତୁ ଏହି ସମୟରେ ଯେଉଁମାନେ ଆମକୁ ସୁରକ୍ଷା ଯୋଗାଇ ଦେଇ ଆସୁଛନ୍ତି ଅର୍ଥାତ ପୋଲିସ କର୍ମଚାରୀଙ୍କ ପାଇଁ…

କୋଭିଡ-୧୯: ଭାରତରେ ୧୦୦ ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି କରୋନା। ଏହାର ପ୍ରଭାବରେ ଭାରତରେ ମୃତ୍ୟ ସଂଖ୍ୟା ସୋମବାର ଦିନ ୧୦୦ ଟପି ୧୦୯ ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୪୦୬୬ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର…

ବମିଖାଲରୁ ଚିହ୍ନଟ ସମସ୍ତ କରୋନା ପଜିଟିଭ ଗୋଟିଏ ପରିବାରର

ଭୁବନେଶ୍ୱର : ରାଜ୍ୟରେ ମୋଟ ୩୯ ଜଣ ପଜିଟିଭ ରୋଗୀ ଚିହ୍ନଟ ହୋଇଥିବା ବେଳେ ରାଜଧାନୀରେ ଚିହ୍ନଟ ହୋଇଛନ୍ତି ୩୨ ଜଣ । ବମିଖାଲ ଅଂଚଳରେ ରବିବାର ୧୫ ନୂଆ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ଏମାନେ ସମସ୍ତେ ଗୋଟିଏ ପରିବାରର ବୋଲି ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ।…

କରୋନା ପଜିଟିଭ ଚିହ୍ନଟ ହେଲା ନ୍ୟୁୟର୍କ ପ୍ରାଣୀ ଉଦ୍ୟାନର ବାଘ

ନ୍ୟୁୟର୍କ: ଉଗ୍ର ମହାମାରୀ ବର୍ତ୍ତମାନ ଏକ ଅପ୍ରତ୍ୟାଶିତ ମୋଡ଼ରେ । କରୋନା-କ୍ଷତିଗ୍ରସ୍ତ ନ୍ୟୁୟର୍କ ସହରର ବ୍ରୋନକ୍ସ ପ୍ରାଣୀ ଉଦ୍ୟାନର ଏକ ବାଘ ଦେହରେ SARS CoV2 ଭୂତାଣୁ ଥିବା ପରୀକ୍ଷଣରୁ ଜଣାପଡିଛି। ଏହି 'SARS CoV2' ମଣିଷ ଦେହରେ କୋଭିଡ-୧୯ ଭୂତାଣୁ ସୃଷ୍ଟି କରିଥାଏ । ଆମେରିକାର…

ଦନ୍ତାହାତୀ ଆକ୍ରମଣରେ ବରଗଡ଼ରେ ୪ ମୃତ

ବରଗଡ଼: ବରଗଡ଼ ଜିଲ୍ଲାରେ ଦନ୍ତାହାତୀର ଉତ୍ପାତ । ବରଗଡ଼ ଜିଲ୍ଲାର ପଦ୍ମପୁର ଅଞ୍ଚଳରେ ଦନ୍ତାହାତୀ ଆକ୍ରମଣରେ ୪ ଜଣଙ୍କର ପ୍ରାଣ ଯାଇଛି । ଘରେ ଶୋଇଥିବା ଅବସ୍ଥାରେ ବାପା-ପୁଅ ଓ ନାତିଙ୍କୁ ଦନ୍ତା ଦଳି ଦେଇଥିବା ଜଣାପଡିଛି। ମୃତକ ମନେ ହେଉଛନ୍ତି ପଦ୍ମପୁର ଅଞ୍ଚଳର ବାଞ୍ଜନମୁଣ୍ଡା ଗାଁର ।…

କୋଭିଡ୍‌-୧୯; ମୌଲାନାଙ୍କ ପରେ ପାଦ୍ରୀଙ୍କ ପାଳି, ଆନ୍ଧ୍ରରେ ଜମିଥିଲା ଖ୍ରୀଷ୍ଟଧର୍ମୀଙ୍କ ମେଳି !

ଆନ୍ଧ୍ରପ୍ରଦେଶ: ନିଜାମୁଦ୍ଦିନ୍ ମର୍କଜରେ ମୌଲାନା ସାଦ୍ ପାଇଁ ବିପଦରେ ଭାରତ । ଆଉ ଏବେ ଆନ୍ଧ୍ରାରେ ଜଣେ ପାଦ୍ରୀ ଭାରତ ସରକାରଙ୍କ ମୁଣ୍ଡବ୍ୟଥାର କାରଣ ସାଜିଛି । Andhra Pradesh: Police arrested a Pastor today for congregating 150 people amid lockdown for Palm…

କୋଭିଡ-୧୯ ମୁକାବିଲାରେ ଏମଏସଏମଇ ବୈଷୟିକ କେନ୍ଦ୍ରର ଯୋଗଦାନ

ଭୁବନେଶ୍ୱର: ସମଗ୍ର ଦେଶ ବିଭିନ୍ନ ସ୍ତରରେ କରୋନା ସଂକ୍ରମଣର ମୁକାବିଲା କରୁଥିବା ବେଳେ କେନ୍ଦ୍ର ଅଣୁ, ସୁକ୍ଷ୍ମ ଓ ମଧ୍ୟମ ଉଦ୍ୟୋଗ ଅଧିନସ୍ଥ ୧୮ଟି ବୈଷୟିକ କେନ୍ଦ୍ର ମଧ୍ୟ ଏଥିରେ ଯୋଗଦାନ କରିଛନ୍ତି । ମେଡିକାଲ ପୋଷାକ ଓ ମାସ୍କ ସିଲେଇ ପାଇଁ ବ୍ୟବହୃତ ମେସିନ ଚେନ୍ନାଇସ୍ଥିତ କେନ୍ଦ୍ରୀୟ ଜୋତା…

ଅସହାୟ ଆମେରିକା: ଗୋଟିଏ ଦିନରେ ୩୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ

ୱାସିଂଟନ: କରୋନାର କରାଳ ରୂପ ଆଗରେ ଅସହାୟ ସାରା ବିଶ୍ୱ। ଶକ୍ତିଶାଳୀ ରାଷ୍ଟ୍ର ବୋଲାଉଥିବା ଆମେରିକା ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । କରୋନା ପ୍ରଭାବ ସର୍ବାଧିକ ଆମେରିକାରେ ହିଁ ରହିଛି । ଗତ ୨୪ ଘଣ୍ଟାରେ ଏଠାରେ ୩୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣରେ…

କୋଭିଡ-୧୯: ମୃତ୍ୟୁ ତୁଳନାରେ ଦେଶରେ ବଢୁଛି ଆରୋଗ୍ୟଙ୍କ ସଂଖ୍ୟା

ନୂଆଦିଲ୍ଲୀ: ମହାମାରୀ କରୋନା ପ୍ରଭାବରେ ସାରା ବିଶ୍ୱରେ ହାହାକାର। କରୋନା ପ୍ରଭାବରେ ବିଶ୍ୱରେ ମୃତ୍ୟୁ ସଂଖ୍ୟା ୭୦ ହଜାର ଛୁଇଁଲାଣି ଭାରତରେ ଏହାର ପ୍ରଭାବରେ ଏପର୍ଯ୍ୟନ୍ତ ୮୩ ଜଣଙ୍କ ପ୍ରାଣ ଗଲାଣି । ତେବେ ଖାଲି ସଂକ୍ରମିତ ନୁହେଁ ବରଂ ସଂକ୍ରମଣରୁ ଆରୋଗ୍ୟ ଲାଭ କରୁଥିବା ବ୍ୟକ୍ତିଙ୍କ…

କରୋନା ଅପଡେଟ୍‌; ବିକ୍ରି ହେବ କି ଗୁଜରାଟର ଷ୍ଟାଚ୍ୟୁ ଅଫ୍ ୟୁନିଟି ?

ଗୁଜରାଟ: ୩୦ ହଜାର କୋଟି ଟଙ୍କାରେ ବିକ୍ରି ହେବ ଗୁଜରାଟର ଷ୍ଟାଚ୍ୟୁ ଅଫ୍ ୟୁନିଟି । ତେବେ ଏ କଥା ଆମେ କହୁନୁ ବରଂ ଗ୍ଲୋବାଲ୍ ଅନ୍‌ଲାଇନ୍ ମାର୍କଟ୍ OLX ରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । FIR lodged against unknown person in Gujarat for putting out online…