କରୋନା ନେଲା ଆଉ ୧୬ ମୁଣ୍ଡ, ମୃତ୍ୟୁ ସଂଖ୍ୟା ୯୪୦କୁ ବୃଦ୍ଧି
ଭୁବନେଶ୍ୱର: ଗତ ୨୪ଘଣ୍ଟା ମଧ୍ୟରେ ଆଉ ୧୬ ଜଣ ରୋଗୀ ଏହି କରୋନା ରୋଗରେ ଆକ୍ରାନ୍ତ ହୋଇ ପ୍ରାଣତ୍ୟାଗ କରିଛନ୍ତି ।
ମଙ୍ଗଳବାର ଦିନ ସୁଦ୍ଧା ଓଡିଶାରେ ମୃତ୍ୟୁ ସଂଖ୍ୟା ୯୪୦କୁ ବୃଦ୍ଧି ପାଇଛି।
୧୦ ଟି ଜିଲ୍ଲାରୁ ରିପୋର୍ଟ ହୋଇଥିବା ନୂତନ ମୃତ୍ୟୁ ମଧ୍ୟରେ ୪ଟି ବାଲେଶ୍ୱରରୁ, ୨ଟି କଟକ ଓ…