Latest Odisha News

BREAKING NEWS

ସାମ୍ବାଦିକଙ୍କ ଚିକିତ୍ସା ପାଇଁ ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସାମ୍ବାଦିକଙ୍କ ସହାୟତା ନିମନ୍ତେ ଗୋଟିଏ ପାଦ ଆଗକୁ ଆସିଛନ୍ତି ରାଜ୍ୟସରକାର । ଶୁକ୍ରବାର ଦିନ ଢେଙ୍କାନାଳ ଜିଲ୍ଲାର ଜଣେ କର୍ମଜୀବୀ ସାମ୍ବାଦିକଙ୍କ କିଡନି ପ୍ରତିରୋପଣ ପାଇଁ ପ୍ରାରମ୍ଭିକ ସହାୟତା ଭାବେ ୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ପ୍ରତିରକ୍ଷା ମନ୍ତ୍ରାଳୟର ସଂସଦୀୟ ପରାମର୍ଶଦାତା କମିଟିରେ ସାମିଲ ହେଲେ ସାଂସଦ ସ୍ବାଧୀ ପ୍ରଜ୍ଞା ଠାକୁର

ନୂଆଦିଲ୍ଲୀ: ଭୋପାଳର ସାଂସଦ ତଥା ବିଜେପି ନେତ୍ରୀ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ପ୍ରତିରକ୍ଷା ମନ୍ତ୍ରାଳୟର ସଂସଦୀୟ ପରାମର୍ଶଦାତା କମିଟିରେ ସାମିଲ ହୋଇଛନ୍ତି ।ଏହି ୨୧ ସଦସ୍ୟ ବିଶିଷ୍ଟ ପାନେଲର ନେତୃତ୍ୱ ନେବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହାସହ ବିରୋଧୀ ନେତା…

‘ସୋଲେ’ର ବୀରୁ ପରି ଛାତ ଉପରେ ଚଢିଲେ ଯୁବକ, ଦେଲେ ଆତ୍ମହତ୍ୟା ଧମକ

ଭୁବନେଶ୍ୱର: ବଲିଉଡ ଫିଲ୍ମ ‘ସୋଲେ’ରେ ଯେଭଳି ଧର୍ମେନ୍ଦ୍ର (ବୀରୁ) ନିଜ ପ୍ରେମକୁ ପାଇବା ଲାଗି ଛାତ ଉପରକୁ ଚଢି ଆତ୍ମହତ୍ୟା କରିବା ଲାଗି ଧମକ ଦେଇଥିଲେ । ଠିକ୍ ସେହିଭଳି ଏକ ଘଟଣା ଶୁକ୍ରବାର ଦିନ ଦେଖିବାକୁ ମିଳିଛି ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିସରରେ । ମିଳିଥିବା ସୂଚନାନୁଯାୟୀ…

ଆରମ୍ଭ ହେଲା ଭାରତ-ବାଂଲାଦେଶ ୨ୟ ଟେଷ୍ଟ: ଟସ୍ ଜିତି ବାଂଲାଦଳର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି

କୋଲକାତା: କୋଲକାତାର ଐତିହାସିକ ଇଡ଼େନ ଗାର୍ଡ଼େନ ଷ୍ଟାଡ଼ିୟମରେ ଆରମ୍ଭ ହୋଇଛି ବହୁ ଚର୍ଚ୍ଚିତ ୨ୟ କ୍ରିକେଟ ଟେଷ୍ଟ ମ୍ୟାଚ । ଏହି ମ୍ୟାଚଟି ଭାରତ ଓ ବାଂଲାଦେଶ ଉଭୟ ଦଳ ଲାଗି ବେଶ୍ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ମ୍ୟାଚଟି ଦିବା-ରାତ୍ର ମ୍ୟାଚ ଭାବେ ଖେଳାଯିବ । ସେହିପରି ଉଭୟ ଦଳ ମଧ୍ୟ ଏହି…

୮୦ ଛୁଇଁଲା ପିଆଜ ଦର, ଆଗକୁ ଆହୁରି ବଢିବ !

ଭୁବନେଶ୍ୱର: ଖାଉଟିଙ୍କ ପକେଟରେ ପିଆଜ ମାଡ । ପରିବା ବଜାରରେ ସବୁଠୁ ମହଙ୍ଗା ଏବେ ପିଆଜ । ରାଜ୍ୟର କିଛି ସ୍ଥାନରେ ପିଆଜ ଦର କିଲୋପିଛା ୮୦ଟଙ୍କା ପାର କଲାଣି। ଆଗକୁ ଆହୁରି ବଢ଼ି ୧୦୦ଟଙ୍କା ଟପିବା ଆଶଙ୍କା ରହିଛି ବୋଲି ବ୍ୟବସାୟୀ କହୁଛନ୍ତି । ପ୍ରାୟ ୪ ମାସ ତଳେ ଯେଉଁ ପିଆଜ କିଲୋ ବଜାରରେ…

ମାତ୍ର ୨୧ ବର୍ଷ ବୟସରେ ବନିଲେ ଦେଶର ସର୍ବକନିଷ୍ଠ ବିଚାରପତି !

ଜୟପୁର: ରାଜସ୍ଥାନ ଜୟପୁରର ଜନୈକ ଯୁବକ ମାତ୍ର୨୧ ବର୍ଷ ବୟସରେ ଦେଶର ସର୍ବକନିଷ୍ଠ ବିଚାରପତି ହେବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଯାହା ଏବେ ଯୁବପିଢିଙ୍କ ମଧ୍ୟରେ ଏକ ଉଦାହରଣ ପାଲଟିଛି । ପ୍ରାପ୍ତ ସୂଚନାନୁଯାୟୀ ଜୟପୁରର ମାନସରୋବରରେ ଜନ୍ମିତ ମୟଙ୍କ ପ୍ରତାପ ସିଂହ ରାଜସ୍ଥାନ…

ରାୟଗଡାରୁ ଉଦ୍ଧାର ହେଲା ନବଜାତ ଶିଶୁପୁତ୍ର

ରାୟଗଡା: ରାୟଗଡା ଜିଲ୍ଲା ଗୁଣୁପୁର ସ୍ଥିତ ଗୁଡାରୀ ଅଞ୍ଚଳରୁ ଶୁକ୍ରବାର ଦିନ ଏକ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି । ପ୍ରାପ୍ତ ସୂଚନାରୁ ଜଣାପଡିଛି, ସ୍ଥାନୀୟ ବାସିନ୍ଦାମାନେ ଆଜି ସକାଳେ ଦଣ୍ଡାସି ସାହି ନିକଟ ଏକ ପରିତ୍ୟକ୍ତ ସ୍ଥାନରୁ ଶିଶୁର କାନ୍ଦ ଶୁଣିବାକୁ ପାଇଥିଲେ । ପରେ…

ମହାରାଷ୍ଟ୍ରରେ ସରକାର ଗଠନ ନେଇ ଆଜି ହୋଇପାରେ ଘୋଷଣା

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ ଆଜି(ଶୁକ୍ରବାର) ଘୋଷଣା ହୋଇପାରେ । ଶିବସେନା ଓ ଏନସିପିର ମିଳିତ ସହଯୋଗରେ ମହାରାଷ୍ଟ୍ରରେ ସରକାର ଗଢିବାକୁ କଂଗ୍ରେସ ସମ୍ମତି ପ୍ରଦାନ କରିଥିଲା । ଏନେଇ ଗୁରୁବାର ବିଳମ୍ବିତ ରାତିରେ ହୋଇଥିବା ବୈଠକ ପରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ…

ମହିଳା ପିଇଓ ମୃତ୍ୟୁ ଘଟଣା: ଆରଆଇ ନିଲମ୍ବିତ, ଅତିରିକ୍ତ ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ବିରୋଧିମାନେ ହରିଦାସପୁର ମହିଳା ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣାକୁ ନେଇ ବାରମ୍ବାର ଗୃହରେ ହଙ୍ଗାମା କରୁଥିବା ବେଳେ ରାଜ୍ୟ ସରକାର ଆରୁହାଁ ରାଜସ୍ୱ ଇନ୍ସପେକ୍ଟର (ଆରଆଇ)ଙ୍କୁ ନିଲମ୍ବିତ କରିବା ସହ ଧର୍ମଶାଳା ଅତିରିକ୍ତ ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ୍…

ଗଞ୍ଜାମରେ ଯୁବକଙ୍କୁ ପିଟି ପିଟି ମାରିଦେଲେ ଦୁର୍ବୃତ୍ତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ୍ ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ କେହି ଦୁବୃର୍ତ୍ତ ଜଣେ ଯୁବକଙ୍କୁ ବିଚ୍ ରାସ୍ତାରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ଜଣକ ସ୍ଥାନୀୟ ରାମଚନ୍ଦ୍ରପୁର ଗ୍ରାମର ଶଙ୍କର ପାହାନ । ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଶଙ୍କର…