Latest Odisha News

BREAKING NEWS

ଅଭିନେତା ବିନୋଦ ଖନ୍ନାଙ୍କ ଜନ୍ମ ଦିବସରେ ତାଙ୍କ ସହିତ ଜଡ଼ିତ କିଛି ଅଭୁଲା କଥା

ମୁମ୍ବାଇ: ୨୦୧୮ରେ ମରଣୋତ୍ତର ଭାବେ ‘ଦାଦା ସାହେବ ଫାଲ୍‌କେ ପୁରସ୍କାର’ପାଇଥିବା ଲୋକପ୍ରିୟ ଅଭିନେତା ବିନୋଦ ଖନ୍ନାଙ୍କ ଆଜି ଜନ୍ମ ଦିବସ। ବଲିଉଡ୍ ଚଳଚ୍ଚିତ୍ର ଜଗତର ଜଣେ କିମ୍ବଦନ୍ତୀ କଳାକାର ଥିଲେ ସେ। ଅଭିନେତା, ସାଂସଦ ଓ ପରେ ମନ୍ତ୍ରୀ ପଦରେ ଅବତୀର୍ଣ୍ଣ ହୋଇଥିବା ବିନୋଦ…

ମାଲକାନଗିରିରେ ସେରୋ ସର୍ଭେ ଆରମ୍ଭ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପ୍ରଥମ ସେରୋଲୋଜିକାଲ୍ ସର୍ଭେ ଗୁରୁବାର ଦିନ ଠାରୁ ଆରମ୍ଭ ହୋଇଛି । ରିଜିଓନାଲ୍ ମେଡିକାଲ୍ ରିସର୍ଚ୍ଚ ସେଣ୍ଟର(ଆରଏମଆରସି)ର ଏକ୍ସପର୍ଟ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କୁ ନେଇ ଏକ ୫ ଜଣିଆ ଟିମ୍ ତିନି ଦିନ ଧରି ଏହି ସର୍ଭେ କରିବେ ।

ରିୟାଙ୍କୁ ମିଳିଲାନି ଆଶ୍ୱସ୍ତି: ଅକ୍ଟୋବର ୨୦ ଯାଏଁ ଜେଲରେ ରହଣି

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କରେ ଗିରଫ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ପୁଣି ଝଟକା । ପୁଣି ବଢ଼ିଲା ବିଚାରବିଭାଗୀୟ ହାଜତ ମିଆଦ । ଆସନ୍ତା ୨୦ ତାରିଖ ଯାଏ ରିୟା ଜେଲରେ ରହିବେ । ଏହି ନିର୍ଦ୍ଦେଶ ଦେଇଛନ୍ତି ମୁମ୍ବାଇର ସ୍ୱତନ୍ତ୍ର ଏନଡିପିଏସ୍ କୋର୍ଟ…

ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ପାରିତ

ଭୁବନେଶ୍ୱର: ୪ ଦିନ ଧରି ତର୍କ ବିତର୍କ ଓ ଆଲୋଚନା ପରେ ଆଜି ବିଧାନସଭାରେ ପାରିତ ହୋଇଛି ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌-୨୦୨୦ । ଗୃହରେ ବାଚନିକ ଭୋଟ ମାଧ୍ୟମରେ ବିଲ୍‌ଟିକୁ ପାରିତ କରାଯାଇଛି । ବିଲ୍ ଆଲୋଚନା ବେଳେ ବିଜେପି ସଦସ୍ୟମାନେ ଗୃହରେ ଧାରଣାରେ ବସିଥିଲେ ଏବଂ ନାରାବାଜି…

ଆସନ୍ତା ୩୦ ତାରିଖରେ କାଜଲ ଅଗ୍ରଓ୍ୱାଲଙ୍କ ବାହାଘର

ମୁମ୍ୱାଇ: ସିଂଘମ୍ ହିରୋଇନ୍ କାଜଲ ଅଗ୍ରଓ୍ୱାଲ ଫ୍ୟାନଙ୍କ ପାଇଁ ଖୁସି ଖବର । ଆସନ୍ତା ୩୦ ତାରିଖରେ ତାଙ୍କର ବାହାଘର । ଫ୍ୟାମିଲି ଲାଇଫରେ ଏଣ୍ଟ୍ରି ମାରିବେ କାଜଲ । ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ବିଜନେସ୍ ମ୍ୟାନ୍ ଗୌତମ କିଟଚଲୁଙ୍କୁ ବିବାହ କରିବେ କାଜଲ । ମୁମ୍ବାଇରେ…

ପାୟଲ ଘୋଷଙ୍କ ଉପରେ ୧.୧ କୋଟି ଟଙ୍କାର ମାନହାନି ମାମଲା ଦାୟର କଲେ ରିଚା

ମୁମ୍ବାଇ:ବଲିଉଡ ଅଭିନେତ୍ରୀ ପାୟଲ ଘୋଷଙ୍କ ଉପରେ ୧.୧ କୋଟି ଟଙ୍କାର ମାନହାନି ମାମଲା ଦାୟର କରିଛନ୍ତି ରିଚା ଚଢ଼ା । ବଲିଉଡ ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ନାମରେ ପାୟଲ ଘୋଷ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି । କୋର୍ଟରେ ମାମଲା ଦାୟର କରିବା ବେଳେ ପାୟଲ କହିଥିଲେ ଏମିତି ଅନେକ ଅଭିନେତ୍ରୀ…

ଜିଏସ୍‌ଟି କ୍ଷତିପୂରଣ ପ୍ରସଙ୍ଗ; ୮ ଘଣ୍ଟାରେ ବି ହୋଇପାରିଲାନି ସମାଧାନ

ନୂଆଦିଲ୍ଲୀ: ଜିଏସ୍‌ଟି କ୍ଷତିପୂରଣ ରାଶିକୁ ନେଇ ଜିଏସ୍‌ଟି ପରିଷଦ ବୈଠକରେ ଦୀର୍ଘ ସମୟ ଆଲୋଚନା ହୋଇଥିଲା। ଦୀର୍ଘ ୮ ଘଣ୍ଟା କାଳ ଆଲୋଚନା ହୋଇଥିଲେ ସୁଦ୍ଧା କ୍ଷତିପୂରଣ ରାଶିକୁ ନେଇ କୌଣସି ସମାଧାନ ବାହାରି ପାରି ନ ଥିଲା। ଏହି ସମସ୍ୟାର ସମାଧାନ କରିବା ଲାଗି ଚଳିତ ମାସ ୧୨…

ଚୀନ୍‌କୁ ମିଳିବ ପାନେ, ଏକାଠି ହେଲେ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: କମିବ ଚୀନ୍‌ର ଚାଲାକ ପଣ । ପାନେ ପାଇବ ଡ୍ରାଗନ । ଚାଇନାର ବଢ଼ୁଥିବା ପ୍ରାଦୁର୍ଭାବ ମୁକାବିଲା ପାଇଁ ଏକାଠି ହେଲେ ୪ଟି ଦେଶ । ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ଏକାଠି ହୋଇଛନ୍ତି । ଏହି ୪ଟି ଦେଶକୁ ନେଇ ଗଠିତ କ୍ୱାଡର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଟୋକିଓଠାରେ ବସିବାକୁ…

‘ବେଲ ବଟମ୍‌’ରେ ଅକ୍ଷୟଙ୍କ ପାୱାରଫୁଲ ଆକ୍ସନ

ମୁମ୍ବାଇ: ଆସିଲା ବଲିଉଡର ବହୁ ପ୍ରତିକ୍ଷିତ ଫିଲ୍ମ ‘ବେଲ ବଟମ୍‌’ର ଟିଜର । ୨୯ ସେକେଣ୍ଡର ଏହି ଟିଜର ସୋସିଆଲ ମିଡିଆରେ ଧମାକା କରିଛି । ଖିଲାଡି ବୟ ଅକ୍ଷୟ କୁମାରଙ୍କ ଏହି ଫିଲ୍ମର ଟିଜରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏଥିରେ ଅକ୍ଷୟଙ୍କ ନୂଆ ଲୁକ୍ ଦେଖିବାକୁ ମିଳିଛି । ୮୦ ଦଶକର…

ପରପାରିରେ ପୂର୍ବତନ ସାଂସଦ କାର୍ତ୍ତିକେଶ୍ୱର ପାତ୍ର

ବାଲେଶ୍ୱର: ଆଉ ନାହାନ୍ତି ବାଲେଶ୍ୱରର ପୂର୍ବତନ ସାଂସଦ ତଥା ଭୋଗରାଇ ପୂର୍ବତନ ବିଧାୟକ କାର୍ତ୍ତିକେଶ୍ୱର ପାତ୍ର । ୮୧ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅସୁସ୍ଥତା ଯୋଗୁଁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗ ଭୁବନେଶ୍ୱର ଅଣାଯାଉଥିଲା । ଏତିକିବେଳେ ପାଣିକୋଇଲି ନିକଟରେ ଶେଷ…