୧୪୪ଟି କ୍ଷେପଣାସ୍ତ୍ରରେ ସଜ୍ଜିତ ‘ପ୍ରୋଜେକ୍ଟ ୧୮’, ୫ଶହ କିଲୋମିଟର ଦୂରରୁ ଶତ୍ରୁକୁ ଦେବ କଡା ଜବାବ
ନୂଆଦିଲ୍ଲୀ: ଭାରତୀୟ ନୌସେନାକୁ ଅଧିକ ଶକ୍ତିଶାଳୀ କରିବା ଦିଗରେ ଏକ ବଡ଼ ପଦକ୍ଷେପ । ଭାରତ 'ପ୍ରୋଜେକ୍ଟ ୧୮' ନାମକ ଏକ ପରବର୍ତ୍ତୀ ପିଢ଼ିର ବିଧ୍ୱଂସକ ଯୁଦ୍ଧଜାହାଜ ନିର୍ମାଣ କରିବାକୁ ଯୋଜନା କରିଛି । ଏହି ଜାହାଜ କେବଳ ବୈଷୟିକ ଭାବରେ ଉନ୍ନତ ହେବ ନାହିଁ, ବରଂ ଚୀନ୍ ଏବଂ ପାକିସ୍ତାନର ମିଳିତ…