Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୩-୩-୨୦୨୦ ସୋମବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମାର୍ଚ୍ଚ  ତା ୨୩ ରିଖ  ସୋମବାର  ମୀନ ୧୦ ଦିନ ଚୈତ୍ର ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି  ପୂର୍ବଭାଦ୍ରପଦ ନକ୍ଷତ୍ର କୁମ୍ଭ ଚନ୍ଦ୍ର ଘାତ ବାର-:  ମିଥୁନ   ରାଶିର       ଘାତ ଚନ୍ଦ୍ର:- ମିଥୁନ ରାଶି…

କୋଭିଡ-୧୯ ବନାମ୍ ଭାରତ, ବେଦାନ୍ତ ମୁଖ୍ୟ ଅନିଲ ଅଗ୍ରୱାଲଙ୍କ ୧୦୦ କୋଟି ଟଙ୍କା ର ସହଯୋଗ

ମୁମ୍ବାଇ: କରୋନାଭାଇରସ୍ ପାଇଁ ସାରା ବିଶ୍ୱ ସମେତ ଆତଙ୍କିତ ଭାରତବାସୀ । ଜରୁରୀକାଳୀନ ସ୍ଥିତିରେ ଆଗେଇ ଆସିଛନ୍ତି ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ । କରୋନା ମହାମାରୀ ଆକ୍ରାନ୍ତଙ୍କ ପାଇଁ ସହଯୋଗ କରିଛନ୍ତି ୧୦୦ କୋଟି ଟଙ୍କା ଭଳି ମୋଟା ଅଙ୍କର ରାଶି । ରବିବାର ମାଇନିଂ ଟାଇକୁନ୍…

କରୋନା ସଂକ୍ରମଣ ବିପଦ ପାଇଁ ଆଜିଠାରୁ ବନ୍ଦ ହେଲା ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା

ଭୁବନେଶ୍ୱର: କରୋନା ଭୁତାଣୁ ସଂକ୍ରମଣର ସମ୍ଭାବ୍ୟ ବିପଦ ଦୃଷ୍ଟିରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି କାରଖାନା କତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏସମ୍ପର୍କରେ ସମସ୍ତ ରେଳ କର୍ମଚାରୀ…

ସମ୍ବଲପୁରରେ କ୍ୱାରେଣ୍ଟାଇନ୍ ନିୟମାବଳୀ ଉଲ୍ଲଂଘନ ନେଇ ମାମଲା ରୁଜୁ

ସମ୍ବଲପୁର: ସାରା ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣର ଭୟାବହତା ଦୃଷ୍ଟିରୁ ବିଦେଶରୁ ଫେରିଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ୧୪ ଦିନର ବାଧ୍ୟତାମୂଳକ ହୋମ୍ କ୍ୱାରେଣ୍ଟାଇନ ପାଇଁ ନିର୍ଦ୍ଦେଶାବଳୀ ରହିଛି । ତେବେ ଅନେକ ସ୍ଥାନରେ ବିଦେଶ ଫେରନ୍ତା ବ୍ୟକ୍ତି କ୍ୱାରେଣ୍ଟାଇନ ପାଇଁ ସରକାରୀ…

ଘଣ୍ଟ ବଜାଇ ଓ ତାଳି ମାରି ଜନତା କର୍ଫ୍ୟୁକୁ ସମର୍ଥନ ଜଣାଇଲେ ପ୍ରମୁଖ ରାଜନେତା, ଅଭିନେତା ଓ ଶିଳ୍ପପତି

ଭୁବନେଶ୍ୱର: ଜନତା କର୍ଫ୍ୟୁକୁ ଆଜି ସବୁ ସ୍ତରର ଲୋକେ ସମର୍ଥନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବାସଭବନ ଛାତ ଉପରେ ତାଳି ମାରି ଓ ଥାଳି ବଜାଇ ସମର୍ଥନ କରିଥିଲେ । ଏହି ମହାମାରୀକୁ ପରାସ୍ତ କରିବା ପାଇଁ ଯୋଦ୍ଧା ଭାବେ ସହେଯାଗ କରୁଥିବା ସବୁ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ ଓ…

କରୋନା ସଚେତନତା ସଙ୍ଗୀତ ଗାୟକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ତଥା ଜନତା କର୍ଫ୍ୟୁ ସମ୍ପର୍କରେ ସଚେତନତା ସଙ୍ଗୀତ ଗାଇଥିବା ଲୋକସଙ୍ଗୀତ ଗାୟିକା ମାଳିନୀ ଅୱସ୍ତୀ ଏବଂ ଲୋକଗୀତ ଗାୟକ ପ୍ରୀତମ ଭରତୱାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ ଜରିଆରେ ପ୍ରଶଂସା କରିଛନ୍ତି । ଉଭୟେ ନିଜ ଢଙ୍ଗରେ ଲୋକମାନଙ୍କୁ…

କରୋନା ଅପଡେଟ୍: ରାଜ୍ୟରେ ବଢ଼ିନି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଉ ବଢ଼ିନି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏନେଇ ରାଜ୍ୟ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି । ରାଜ୍ୟରେ ଚିହ୍ନଟ ହୋଇଥିବା ଦୁଇ ଜଣ କରୋନା ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସେ କହିଛନ୍ତି । ରାଜ୍ୟରେ ଏଯାବତ୍ ୩ହଜାର ୪୭୪ ଜଣ ପଞ୍ଜୀକରଣ…

କରୋନା ମୁକାବିଲା ଲାଗି ରାଜ୍ୟସରକାର ବିଭିନ୍ନ ବିଭାଗକୁ କଲେ ଶ୍ରେଣୀଭୁକ୍ତ

ଭୁବନେଶ୍ୱର: କୋଭିଡ-୧୯କୁ ବ୍ୟାପିବାକୁ ରୋକିବା ଲାଗି ଓଡିଶାରେ ଏକ ସପ୍ତାହେ ଧରି ଲକଡାଉନ ଚାଲିବ। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ କାର୍ଯ୍ୟ ପରିଚାଳନା ପାଇଁ ଓଡିଶା ସରକାର ବିଭିନ୍ନ ବିଭାଗକୁ ଗୁରୁତର, ଆଂଶିକ ଗୁରୁତର ଏବଂ ଅଣ-ଗୁରୁତର ଶ୍ରେଣୀଭୁକ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟ,…

‘ଜନତା କର୍ଫ୍ୟୁ’ ପାଇଁ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୋଦୀ

ନୂଆଦିଲ୍ଲୀ: ମାରାତ୍ମକ ଭୂତାଣୁ କରୋନା ବିରୋଧରେ ଆଜି ପୂରା ଦେଶବାସୀ ଏକାଠି ହୋଇଛନ୍ତି । ସମସ୍ତେ ମିଶି ଜନତା କର୍ଫ୍ୟୁକୁ ସମର୍ଥନ କରିଛନ୍ତି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । कोरोना वायरस की लड़ाई का नेतृत्व करने वाले…

ହୋମ୍ କ୍ୱାରେଣ୍ଟାଇନ ଉଲ୍ଲଂଘନ ପାଇଁ ଭୁବନେଶ୍ୱରରେ ମାମଲା ରୁଜୁ

ଭୁବନେଶ୍ୱର: ନିକଟରେ ବିଦେଶରୁ ଫେରିଥିବା ଜଣେ ବ୍ୟକ୍ତି ବାଧ୍ୟତାମୂଳକ ହୋମ୍ କ୍ୱାରେଣ୍ଟାଇନରେ ଥିଲେ ମଧ୍ୟ ଏଥିରେ ଖିଲାପ କରିଥିବା ଜଣାପଡିବାରୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଚନ୍ଦ୍ରଶେଖରପୁର ଥାନାରେ ମାମଲା ରୁଜୁ କରାଯାଇଛି । ବିଏମସି ଜୋନାଲ ଡେପୁଟି କମିଶନର ପ୍ରମୋଦ କୁମାର ପୃଷ୍ଟି,…