ହରିୟାଣାରେ ପ୍ରଥମ କରୋନା ରୋଗୀ ଚିହ୍ନଟ
ଚଣ୍ଡିଗଡ: ହରିୟାଣା ଗୁରୁଗ୍ରାମ ସ୍ଥିତ ଏକ କମ୍ପାନୀରେ କାମ କରୁଥିବା ୨୯ ବର୍ଷର ମହିଳାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ଏନେଇ ମଙ୍ଗଳବାର ଦିନ ରାଜ୍ୟ ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ସୂରଜ ଭାନ କାମ୍ବୋଜ ସୂଚନା ଦେଇଛନ୍ତି । ଏହା ସହିତ ସେ ମହିଳା ଜଣକ ହରିୟାଣାର ପ୍ରଥମ କରୋନା ରୋଗୀ ଭାବେ…