Latest Odisha News

BREAKING NEWS

ଚିଟଫଣ୍ଡ ଦୁର୍ନୀତି: ପୂର୍ବତନ ମନ୍ତ୍ରୀଙ୍କ ଘରେ ସିବିଆଇର ଚଢ଼ାଉ

ଭୁବନେଶ୍ୱର: ସିସୋର ଚିଟଫଣ୍ଡ ଦୁର୍ନୀତି ମାମଲାରେ ଶୁକ୍ରବାର ଦିନ ସିବିଆଇର ଏକ ୭ ଜଣିଆ ଟିମ୍ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ଦେବୀ ମିଶ୍ରଙ୍କ ୟୁନିଟ୍-୧ ସ୍ଥିତ ବାସଭବନରେ ଚଢାଉ କରିଛି। କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଏହା ପୂର୍ବରୁ ବିଜେଡି ନେତାଙ୍କ ଦୁଇ ଘନିଷ୍ଠ ସହଯୋଗୀ ପ୍ରଫୁଲ୍ଲ…

ରାଜ୍ୟରେ ଆଉ ୧୩ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ଶୁକ୍ରବାର ଦିନ ଆଉ ୧୩ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୬୮୨ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ବରଗଡରୁ ୧, ବଲାଙ୍ଗିରରୁ ୧, ଭୁବନେଶ୍ୱରରୁ ୧, କଟକରୁ ୧, ଗଜପତିରୁ ୧,…

ସୁଶାନ୍ତ ସିଂଙ୍କ ମହମ ପ୍ରତିମୂର୍ତ୍ତି ତିଆରି କଲେ ପଶ୍ଚିମବଙ୍ଗର ଏହି ଶିଳ୍ପୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଜଣେ ଶିଳ୍ପୀ ସ୍ୱର୍ଗତ ସୁଶାନ୍ତ ସିଂ ରାଜପୁତଙ୍କର ଏକ ମହମ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ଶିଳ୍ପୀ ସୁକାନ୍ତ ରାୟ କହିଛନ୍ତି ଯେ, ସେ ରାଜପୁତଙ୍କୁ ପ୍ରଶଂସା କରିବା ସହ ତାଙ୍କ ସ୍ମୃତିରେ ଏହି ପ୍ରତିମୂର୍ତ୍ତି ତିଆରି କରିଥିବା କହିଛନ୍ତି। ସୁଶାନ୍ତଙ୍କ…

ରାଜ୍ୟରେ ୧ ଲକ୍ଷ ୭୧ ହଜାର ପାର୍ କଲା କରୋନା ମାମଲା, ଆଜି କେତେ ଚିହ୍ନଟ ଜାଣନ୍ତୁ

ଲଭୁବନେଶ୍ୱର: କରୋନା ଆଁ ରେ ସାରା ବିଶ୍ୱ । ଆମ ରାଜ୍ୟ ଓଡ଼ିଶା ମଧ୍ୟ ଏଥିରୁ ବାଦ୍ ପଡ଼ି ନାହିଁ। ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୫୨ ଲକ୍ଷ ଟପିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଓଡିଶାରେ ଗତ ୨୪ଘଣ୍ଟାରେ ସର୍ବାଧିକ ୪୧୮୦ କରୋନା ଆକ୍ରାନ୍ତ ଚିହ୍ନଟ…

କରୋନା ଆରୋଗ୍ୟ ହାରରେ ଓଡ଼ିଶାଠୁ ଆଗରେ ଅଛନ୍ତି ଅନ୍ୟ ପଡୋଶୀ ରାଜ୍ୟ; ରିପୋର୍ଟ

ଭୁବନେଶ୍ୱର: କରୋନା ଆରୋଗ୍ୟ ହାରରେ ଓଡିଶା ଅପେକ୍ଷା ଅନ୍ୟ ପଡୋଶୀ ରାଜ୍ୟ ଗୁଡିକ ଆଗରେ ଅଛନ୍ତି। ଗୁରୁବାର ଦିନ ୩୬୦୭ ଜଣ ରାଜ୍ୟରେ ଆରୋଗ୍ୟ ହେବା ସହ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୩୩୪୬୬ ରେ ପହଞ୍ଚିଛି । ରିପୋର୍ଟ ଅନୁଯାୟୀ ରାଜ୍ୟରେ କରୋନା ସୁସ୍ଥତା ହାର ୭୯.୪୮ ପ୍ରତିଶତ ରହିଛି ।…

ଦେଶରେ ୫୨ ଲକ୍ଷ ଟପିଲା କରୋନା ମାମଲା; ୪୧ ଲକ୍ଷ ଡେଇଁଲା ଆରୋଗ୍ୟଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଭୟଙ୍କର ରୂପ ନେଲାଣି କରୋନା ମହାମାରୀ । ହୁ ହୁ ହୋଇ ବଢୁଛି ସଂକ୍ରମିତଙ୍କ ସଂଖ୍ୟା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ, ସୃଷ୍ଟି ହେଉଛି ନୂଆ ରେକର୍ଡ । ଦେଶର ଗୋଟିଏ ଦିନରେ ପାଖାପାଖି ୧ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୪ ହଜାର ପାଖାପାଖି…

ଦୁଷ୍କର୍ମ ପ୍ରୟାସ ବିଫଳ ହେବାରୁ ମହିଳାଙ୍କ ତଣ୍ଟି କାଟି ଦେଲେ ନାବାଳକ

ସମ୍ବଲପୁର: ଦୁଷ୍କର୍ମ ପ୍ରୟାସ ବିଫଳ ହେବାରୁ ମହିଳାଙ୍କ ତଣ୍ଟି କାଟି ଦେଲେ ନାବାଳକ। ଏଭଳି ଏକ ସାଙ୍ଘାତିକ ଅଭିଯୋଗ ହୋଇଛି ସମ୍ବଲପୁର ଜିଲ୍ଲା ଧନୁପାଲି ଅଞ୍ଚଳରେ । ସୂଚନାନୁସାରେ, ଖଇରପାଲି ଅଞ୍ଚଳର ଜଣେ ମହିଳା ନଇରୁ ଗାଧେଇ ଘରକୁ ଫେରୁଥିବା ବେଳେ ଅଭିଯୁକ୍ତ ନାବାଳକ ତାଙ୍କୁ ପଛପଟୁ…

ଜନ୍ମଦିନ ପାଇଁ ମୋଦୀଙ୍କୁ ଦରକାର କେଉଁ ଉପହାର, ଟ୍ୱିଟ କରି ଜଣାଇଲେ

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୭ ତାରିଖ ଥିଲା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ। ୭୦ ବର୍ଷରେ ପାଦ ଥାପିଛନ୍ତି ପ୍ରଧାନମନ୍ତ୍ରୀ । ଜନ୍ମଦିନ ଅବସରରେ ତାଙ୍କୁ ଚାରିଆଡୁ ଛୁଟିଥିଲା ଶୁଭେଚ୍ଛାର ସୁଅ । ଅନେକ ସ୍ଥାନରେ ମୋଦିଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରି ପୂଜାର୍ଚ୍ଚନା…

ଅନେକ ରୋଗରୁ ଉପଶମ ଦେବ ନଡ଼ିଆ ପାଣି..

ଭୁବନେଶ୍ୱର: ବହୁ ଗୁଣର ଅଧିକାରୀ ନଡ଼ିଆ । ଏହାର ପାଣି ଆମ ଶରୀର ପାଇଁ ବେଶ୍ ହିତକାରକ। ନଡ଼ିଆ ପାଣିରେ ଅନେକ ପରିମାଣରେ ଖଣିଜ ଲବଣ ରହିଥାଏ। ଏହା ପିଇଲେ ଆମ  ଶରୀରକୁ ଅନେକ ଶକ୍ତି ମିଳିଥାଏ। ଏହା ଆମ ଶରୀରରେ ରୋଗ ପ୍ରତିରୋଧ ଶକ୍ତିକୁ ବଢ଼ାଇଥାଏ। ଫଳରେ ଶରୀରରେ କୌଣସି ରୋଗ ହେବାର ଆଶଙ୍କା କମ୍…

ରାଜ୍ୟରେ ୨୪ ଘଣ୍ଟାରେ ପରୀକ୍ଷଣ ହୋଇଛି ୪୮ ହଜାରରୁ ଉର୍ଦ୍ଧ୍ବ ନମୁନା

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୪୮ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୪୮,୧୪୬ କରୋନା ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୩୯,୬୨୮ ଜଣଙ୍କର ଆଣ୍ଟିଜେନ, ୮୪୦୭ ଟି ଆରଟିପିସିଆର୍ ଓ ୧୧୧ ଟି ଟ୍ରୁନଟ୍‌ ପରୀକ୍ଷା…