ବିବାହ କରିପାରିବେନି ସମ୍ପର୍କୀୟ ଭାଇ ଭଉଣୀ: ହାଇକୋର୍ଟ
ନୂଆଦିଲ୍ଲୀ: ନିଜ ସମ୍ପର୍କୀୟ ଭାଇ ଭଉଣୀ ଅର୍ଥାତ ନିଜ ଦାଦା ବଡ଼ ବାପା, ପିଉସୀ,ମାଉସୀ, ମାମୁଁଙ୍କ ପୁଅ-ଝିଅ ଙ୍କୁ ବିବାହ କରିବା ଏଣିକି ଆଇନଗତ ଅପରାଧ। ଏପରି ବିବାହକୁ ଅବୈଧ ଘୋଷଣା କରିଛନ୍ତି ପଞ୍ଜାବ ଓ ହରିୟାଣା ହାଇକୋର୍ଟ।
ସୂଚନାନୁସାରେ, ଲୁଧିଆନାର ଖାନ୍ନା ସିଟି-୨ ଥାନାର ଏକ ମାମଲରେ…