Latest Odisha News

BREAKING NEWS

ଢେଙ୍କାନାଳରେ କନଷ୍ଟେବଳଙ୍କୁ ଗୁଳିମାଡ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ସଦର ଥାନା ଅନ୍ତର୍ଗତ ଚାଉଳିଆ ଗ୍ରାମରେ ଶୁକ୍ରବାର ରାତିରେ ଇଣ୍ଡିଆ ରିଜର୍ଭ ବାଟାଲିୟନ (ଆଇଆରବି)ର ଜଣେ କନଷ୍ଟେବଳଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ରାତିରେ ଗାଁରେ ମେଲଣ ଯାତ୍ରା ଚାଲିଥିବା ବେଳେ କୌଣସି କାରଣବଶତଃ…

କରୋନାଭାଇରସ ଭୟ: ଅନ୍ତର୍ଜାତୀୟ ବିମାନ ଉଡାଣକୁ ବାତିଲ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: କରୋନାଭାଇରସ ଦିନକୁ ଦିନ ମାରାତ୍ମକ ହୋଉଥିବା ବେଳେ ଆସନ୍ତା ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ପକ୍ଷରୁ ଅନେକ ପ୍ରମୁଖ ଅନ୍ତର୍ଜାତୀୟ ବିମାନ ଉଡାଣକୁ ବାତିଲ କରିବାକୁ ନିଷ୍ପତ୍ତି ହୋଇଛି। ଜାତୀୟ ପରିବହନକାରୀ ବିମାନ ଉଡ଼ାଣ କାର୍ଯ୍ୟକୁ ଫ୍ରାଙ୍କଫୋର୍ଟ୍, ପ୍ୟାରିସ୍,…

କରୋନା ସଂକ୍ରମଣ ବିପଦ: ଘୁଞ୍ଚିଲା ଓଡିଶା ପର୍ବ

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ଜନିତ ବିପଦକୁ ଦୃଷ୍ଟିରେ ରଖି ଏପ୍ରିଲ ପ୍ରଥମ ସପ୍ତାହରେ ରାଜଧାନୀ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଓଡିଶା ପର୍ବ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିଛି । ଏନେଇ ଆୟୋଜକ ଓଡିଆ ସମାଜ ପକ୍ଷରୁ ସୂଚନା ଦିଆଯାଇଛି । ଏପ୍ରିଲ ୩ରୁ ୫ ତାରିଖ ଯାଏଁ…

କରୋନା ସଂକ୍ରମଣ ଲାଗି ୧୦ମ ଓଡିଆ ଫିଲ୍ମ ଫେୟାର ଆୱାର୍ଡ ସ୍ଥଗିତ

ଭୁବନେଶ୍ୱର: ମାରାତ୍ମକ କରୋନା ଭାଇରସ୍ ସଂକ୍ରମଣତାକୁ ଦୃଷ୍ଟିରେ ରଖି ଜନଗହଳିପୂର୍ଣ୍ଣ କାର୍ଯ୍ୟକ୍ରମ ବାତିଲ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ଏହି କ୍ରମରେ ଆସନ୍ତା ୧୫ ତାରିଖରେ ଭୁବନେଶ୍ୱର ଜନତା ମଇଦାନରେ ହେବାକୁ ଥିବା ୧୦ମ ଓଡିଆ ଫିଲ୍ମ ଫେୟାର ଆୱାର୍ଡକୁ…

ଭାରତରେ କରୋନା ଭାଇରସ ନେଲା ଦ୍ଵିତୀୟ ଜୀବନ

ନୂଆଦିଲ୍ଲୀ: ମହାମାରୀ ଘୋଷିତ ହୋଇଥିବା ନଭେଲ କରୋନା ଭାଇରସ ସଂକ୍ରମିତ ଦିଲ୍ଲୀର ଜଣେ ୬୮ ବର୍ଷୀୟା ମହିଳା ଶୁକ୍ରବାର ରାତିରେ ମୃତ୍ୟୁବରଣ କରିଥିବା ବେଳେ ଭାରତରେ କରୋନା ଭୁତାଣୁ ସଂକ୍ରମିତ ମୃତ୍ୟୁ ସଂଖ୍ୟା ଦୁଇ ରେ ପହଞ୍ଚିଛି । ଏହି ମହିଳା ଜଣଙ୍କୁ ବିଦେଶଯାତ୍ରାରୁ ଫେରିଥିବା ତାଙ୍କ ପୁଅ…

ରଜରେ ଆସିବ ବାବୁସାନଙ୍କ ‘ବିଦ୍ୟା ରାଣ’

ଭୁବନେଶ୍ବର: ଓଲିଉଡର ରୋମାନ୍ସ ଓ ଆକ୍ସନ ହିରୋ ବାବୁସାନ ଆଗାମୀ ରଜରେ ନେଇଆସୁଛନ୍ତି ସିନେମା 'ବିଦ୍ୟାରାଣ'। ନିର୍ଦେଶକ ଜ୍ୟୋତି ଦାସ ଙ୍କ ସହ ପ୍ରଥମ ଥର ପାଇଁ ଏହି ସିନେମାରେ ଏକାଠି ହୋଇଛନ୍ତି ବାବୁସାନ । ମିହିର ଦାସ ଓ ବବି ମିଶ୍ର  ପ୍ରମୁଖ ଭୂମିକାରେ ଅଭିନୟ କରୁଥିବା ଏହି ଚଳଚ୍ଚିତ୍ରରେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୪-୩-୨୦୨୦ ଶନିବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମାର୍ଚ୍ଚ  ତା ୧୪ ରିଖ  ଶନିବାର ମୀନ ୧ଦିନ  ଚୈତ୍ର ମାସ  କୃଷ୍ଣ ପକ୍ଷ  ଷଷ୍ଠୀ ତିଥି  ବିଶାଖା ନକ୍ଷତ୍ର ବିଛା  ଚନ୍ଦ୍ର  ଘାତ ବାର-:  ବୃଷ ସିଂହ ଓ କନ୍ୟା ରାଶିର     ଘାତ ଚନ୍ଦ୍ର:- ସିଂହ କନ୍ୟା ଓ…

ଏସବିଆଇ ସହ ଆହୁରି ୭ ନିବେଶକ ୟେସ ବ୍ୟାଙ୍କରେ ୧୧୭୫୦ କୋଟି ନିବେଶ କରିବେ

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପରେ ବର୍ତ୍ତମାନ ଅନ୍ୟ ଘରୋଇ କ୍ଷେତ୍ର ବ୍ୟାଙ୍କଗୁଡିକ ମଧ୍ୟ ୟେସ ବ୍ୟାଙ୍କରେ ପୁଞ୍ଜି ବିନିଯୋଗ କରିବାକୁ ଆଗେଇ ଆସିଛନ୍ତି। ଆଇସିଆଇସିଆଇ ବ୍ୟାଙ୍କ ଶୁକ୍ରବାର କହିଛି ଯେ ୟେସ ବ୍ୟାଙ୍କରେ ଏହା ୧୦୦୦ କୋଟି ଟଙ୍କା ବିନିଯୋଗ କରିବ। ବ୍ୟାଙ୍କ…

ୟେସ ବ୍ୟାଙ୍କରେ ୧୦୦୦ କୋଟି ନିବେଶ କରିବ ଆଇସିଆଇସିଆଇ ବ୍ୟାଙ୍କ !

ନୂଆଦିଲ୍ଲୀ: ନଗଦ ସଙ୍କଟ ଦେଇ ଗତି କରୁଥିବା ୟେସ ବ୍ୟାଙ୍କକୁ ପୁନର୍ଜୀବିତ କରିବା ପାଇଁ ଆଇସିଆଇସିଆଇ ବ୍ୟାଙ୍କ ୧୦୦୦ କୋଟି ଟଙ୍କା ବିନିଯୋଗକୁ ଅନୁମୋଦନ କରିଛି। ଶୁକ୍ରବାର ଦିନ ଏକ ଷ୍ଟକ୍ ଏକ୍ସଚେଞ୍ଜ୍ ଦାଖଲ ସମୟରେ ଏହି ଘରୋଇ ବ୍ୟାଙ୍କ ଏହି ସୂଚନା ଦେଇଛି। ବ୍ୟାଙ୍କ କହିଛି ଯେ ଆଇସିଆଇସିଆଇ…

ବିଏସଏନଏଲ ଏସବିଆଇ ସହିତ ସହଭାଗୀ ହୋଇ ଭାରତ ଇନଷ୍ଟା ପେ ଲଞ୍ଚ କଲା

ନୂଆଦିଲ୍ଲୀ: ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ସହିତ ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ ଭରତ ଇନଷ୍ଟାପ (ଭାରତ ଇନଷ୍ଟା ପେ) ଲଞ୍ଚ କରିଛି। ଇନଷ୍ଟା ପେ ମାଧ୍ୟମରେ ବିଏସଏନଏଲ ପାର୍ଟନର କମ୍ପାନୀର କାର୍ଯ୍ୟାଳୟକୁ ନ ଯାଇ ଭାରତ ଆବଶ୍ୟକ ଦେୟ ପ୍ରଦାନ…