Latest Odisha News

ଲକଡାଉନରେ ପ୍ରବାସୀ ମୃତ୍ୟୁର ନାହିଁ ତଥ୍ୟ, କ୍ଷତିପୂରଣ ଦେବାର ପ୍ରଶ୍ନ ଉଠୁନି: କେନ୍ଦ୍ର

ନୂଆଦିଲ୍ଲୀ: ଲକଡାଉନ୍ ସମୟରେ ପ୍ରବାସୀ ମୃତ୍ୟୁ ଉପରେ କୌଣସି ତଥ୍ୟ ରଖାଯାଇନାହିଁ, ତେଣୁ କ୍ଷତିପୂରଣ ଦେବାର ପ୍ରଶ୍ନ ଉଠୁନି ବୋଲି କେନ୍ଦ୍ର ବିଭାଗୀୟ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର କହିଛନ୍ତି । ମାର୍ଚ୍ଚ ୨୫ ରେ ଆରମ୍ଭ ହୋଇଥିବା କୋଭିଡ-୧୯ ଲକଡାଉନ୍ ଦ୍ୱାରା ଲଗାଯାଇଥିବା ପ୍ରତିବନ୍ଧକ ଯୋଗୁଁ…

ଆରପାରିରେ ବିଶିଷ୍ଟ ସାହିତ୍ୟିକ ନଦିଆ ବିହାରୀ ମହାନ୍ତି

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ନଦିଆ ବିହାରୀ ମହାନ୍ତିଙ୍କ ପରଲୋକ। କରୋନା ଆକ୍ରାନ୍ତ ହେବା ପରେ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ ଶ୍ରୀ ମହାନ୍ତି। ସୋମବାର ୯୦ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ‘ବଡ଼ଭାଇ’ ନାମରେ ସାରା ରାଜ୍ୟରେ ଅତି ପରିଚିତ ନଦିଆ ମହାନ୍ତି…

ଲୋକସଭାରେ ଉଠିଲା ଡ୍ରଗ୍ସ ଚାଲାଣ ମାମଲା

ନୂଆଦିଲ୍ଲୀ: ଲୋକସଭାରେ ଉଠିଲା ଡ୍ରଗ୍ସ ଚାଲାଣ ମମଲା । ବଲିଉଡରେ ଡ୍ରଗ୍ସ ଚଳନକୁ ନେଇ ସୋମବାର ଦିନ ସଂସଦରେ ଆଲୋଚନା ହୋଇଛି। ବିଜେପି ସାଂସଦ ରବି କିଶନ ଆଜି ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଡ୍ରଗ୍ସ ଚାଲାଣ ମାମଲାକୁ ଗୁରୁତ୍ୱ ଦେଇଛନ୍ତି ।ଏହା ସହିତ ଏକ ବଡ଼ ଧରଣର ତଦନ୍ତ କରିବା…

ବିଜ୍ଞାନ ଖେଳ : ବେଲୁନ୍ ରକେଟ୍‌

ବେଲୁନଟିଏ ଫୁଙ୍କି ଉପରକୁ ଛାଡିଦିଅ, ଦେଖିବ ପବନ ସବୁ ତଳପଟେ ବାହାରି ଆସୁଛି ବେଲୁନଟି ଉପରକୁ ଉଠି ଯାଉଛି । ରକେଟ୍ ଉପରକୁ ଉଠିବା ପଛରେ ମଧ୍ୟ ଠିକ ଏହି ବିଜ୍ଞାନ କାମ କରେ । ରକେଟର ଇନ୍ଧନ ଜଳେ ଆଉ ତଳପଟେ ଧୂଆଁ ବାହାରି ଆସେ, ଫଳରେ ରକେଟ ଉପରକୁ ଉଠେ । ଏହା ହେଉଛି ନିଉଟନଙ୍କ ତୃତୀୟ ନିୟମ ।…

ଲକଡାଉନ୍ ବେଳେ କେତେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଜାଣିନାହାନ୍ତି ସରକାର

ନୂଆଦିଲ୍ଲୀ: ଆଜି କରୋନା ମହାମାରୀ ଭିତରେ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ଏଥର ବିରୋଧୀଙ୍କ ପକ୍ଷରୁ ଲିଖିତ ଆକାରରେ ପ୍ରଶ୍ନ ପଚରାଯାଉଛି। କରୋନା ସଙ୍କଟ ଓ ଲକଡାଉନ୍ ବେଳେ ପ୍ରବାସୀ ଶ୍ରମିକ ଅନେକ ସମସ୍ୟରେ ସମ୍ମୁଖୀନ ହୋଇଛନ୍ତି । ଏହକୁ ନେଇ ବିରୋଧୀ ସରକାରଙ୍କୁ ପ୍ରଶ୍ନ ପଚାରିଛନ୍ତି…

ଆରମ୍ଭ ହେଲା ମୌସୁମୀ ଅଧିବେଶନ, ୧୭ ଜଣ ସାଂସଦ କରୋନା ପଜିଟିଭ

ନୂଆଦିଲ୍ଲୀ: ସଂସଦରେ ଆରମ୍ଭ ହୋଇଛି ମୌସୁମୀ ଅଧିବେଶନ । ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବାଧ୍ୟତାମୂଳକ ପରୀକ୍ଷଣରେ ସଂସଦର ୧୭ଜଣ ସଦସ୍ୟ କରୋନାଭାଇରସ୍ ପାଇଁ ସକରାତ୍ମକ ପରୀକ୍ଷା କରିଛନ୍ତି। ସଂକ୍ରମିତ ସାଂସଦମାନଙ୍କ ମଧ୍ୟରେ ବିଜେପିର ସର୍ବାଧିକ ସଂଖ୍ୟା-୧୨, ୱାଆରଏସ କଂଗ୍ରେସର ଦୁଇଜଣ…

ଭାଗ-୩ :ପଥରର ପ୍ରେମକଥା

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଆଉ କିଛି କଥା ରହିଗଲା । ରହିଯାଉ । ମୁଁ ତ ଆଉ ଆତ୍ମଜୀବନୀ ଲେଖିବସୁନି ଯେ କଥା ଅଧା ରହିଗଲେ ଅବଶୋଷ ରହିଯିବ । ନା, ଆତ୍ମକାହାଣୀ ଅଧା ରହିଯାଉ ପଛେ ମୋ’ ପ୍ରେମକାହାଣୀଟି କିନ୍ତୁ ଏଇଠି ଚୁମ୍ବକରେ ସୂଚାଇ ନ ଦେଲେ ସୁଖ ଲାଗିବନି । ଦୁଃଖ ତ…

କଟକରୁ ପୁଣି ନକଲି ପୂଜା ଘିଅ, ସସ୍ କାରଖାନା ଠାବ

କଟକ: ପୁଣି କଟକରୁ ଅସଲି ବ୍ରାଣ୍ଡର ନକଲି ଜିନିଷ ଠାବ ।  କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ ପୌରପାଳିକା ୯ନଂ ୱାର୍ଡ ସ୍ଥିତ ଗାନ୍ଧିଛକ ନିକଟରେ ଏକ ନକଲି ଘିଅ ଓ ସସ୍ କମ୍ପାନୀ ଉପରେ ଚଢାଉ ହୋଇଛି । ପୋଲିସ ଚଢାଉରେ କରି କମ୍ପାନୀ ଭିତରୁ ୧୦୦୦ କେଜିରୁ ଉର୍ଦ୍ଧ ଗୁଆଘିଆ ଓ ସସ ଜବତ କରିଛି ।…

ସାବଧାନ,ବିନା ୱାରେଣ୍ଟରେ କରାଯିବ ଗିରଫ!!

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ନୂଆ ନିୟମ, ସୁରକ୍ଷା ବଳ ବିନା ୱାରେଣ୍ଟ ରେ ସନ୍ଧାନ ଓ ଗିରଫ ପାରିବେ ବୋଲି ୟୁପି ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି । ଏକ ସ୍ୱତନ୍ତ୍ର ଫୋର୍ସ ଗଠନ କରାଯିବ, ଯେଉଁଥିରେ ସିଆଇଏସଏଫ (ସେଣ୍ଟ୍ରାଲ୍ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ) ଭଳି କ୍ଷମତା ରହିବ ବୋଲି…

ମୁମ୍ବାଇ ଛାଡିଲେ କଙ୍ଗନା

ମୁମ୍ବାଇ: ଶେଷରେ ମୁମ୍ବାଇ ଛାଡିଲେ ବଲିଉଡ କଂଟ୍ରଭର୍ସି କୁଇନ୍ କଙ୍ଗନା । ମନଦୁଃଖରେ ସେ ଆଜି ନିଜ ହୋମ ଟାଉନ୍ ମନାଲୀକୁ ଫେରିଛନ୍ତି । ଯେଉଁଠି ତାଙ୍କ ପରିବାର ରହନ୍ତି । ତେବେ ମୁମ୍ବାଇ ଛାଡିବା ପୂର୍ବରୁ ସେ ଏକ ଟ୍ୱିଟ୍ କରିଛନ୍ତି । ଏଥିରେ ସେ ଭାରାକ୍ରାନ୍ତ ମନରେ ମୁମ୍ବାଇ ଛାଡି…